ପ୍ରଥମ ରାଜାବଳୀ 22:33 · ଓଡ଼ିଆ ବାଇବେଲ
ରଥାଧ୍ଯକ୍ଷମାନେ ଜାଣିଲେ ଯେ ସେ ଇଶ୍ରାୟେଲର ରାଜା ନିହଁନ୍ତି, ତେଣୁ ସମାନେେ ତାଙ୍କୁ ମାରିବାରୁ ନିବୃତ୍ତ ହେଲେ।
Cross references
ପ୍ରଥମ ରାଜାବଳୀ 22:31
ମାତ୍ର ଅରାମର ରାଜା ତାଙ୍କର ବତିଶ ରଥାଧ୍ଯକ୍ଷଙ୍କୁ ଆଦେଶ ଦେଲେ, ତୁମ୍ଭମାନେେ ଇଶ୍ରାୟେଲର ରାଜା ବ୍ଯତୀତ ଅନ୍ୟ କାହା ସଙ୍ଗେ ୟୁଦ୍ଧ କରନାହିଁ। ତୁମ୍ଭେ ନିଶ୍ଚଯ ତାକୁ ହତ୍ଯା କରିବ।
ଦିତୀୟ ବଂଶାବଳୀ 18:32
ଯେତବେେଳେ ସମାନେେ ଦେଖିଲେ ଯେ ଯିହାଶାଫେଟ୍ ଇଶ୍ରାୟେଲର ରାଜା ନୁହଁନ୍ତି, ସମାନେେ ତାଙ୍କ ପଛ ରେ ଆଉ ଗୋଡ଼ାଇଲେ ନାହିଁ।
ଗୀତସଂହିତା 76:10
ହେ ପରମେଶ୍ବର, ଯେତବେେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି। ତୁମ୍ଭେ ଆପଣା କୋର୍ଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ ଶକ୍ତିଶାଳୀ ହୁଅନ୍ତୁ।