ପ୍ରଥମ ରାଜାବଳୀ 20:37 · ଓଡ଼ିଆ ବାଇବେଲ
ପ୍ରଥମ ଭବିଷ୍ଯଦ୍ବକ୍ତା ଅନ୍ୟ ଜଣେ ଲୋକକୁ କହିଲା, ମୁଁ ବିନଯ କରୁଅଛି, ତୁମ୍ଭେ ମାେତେ ମାର!
Cross references
ଯାତ୍ରା ପୁସ୍ତକ 21:12
ଯଦି ଜଣେ ବ୍ଯକ୍ତି ଅନ୍ୟ ଜଣେ ବ୍ଯକ୍ତିକୁ ଆଘାତ କରେ ଓ ହତ୍ଯାକରେ, ତବେେ ଆଘାତ କରିଥିବା ବ୍ଯକ୍ତିକୁ ମୃତ୍ଯୁଦଣ୍ଡ ଦିଆୟିବା ଉଚିତ୍।
ପ୍ରଥମ ରାଜାବଳୀ 20:35
ଭବିଷ୍ଯଦ୍ବକ୍ତାଗଣଙ୍କ ମଧ୍ଯରୁ ଜଣେ ବକ୍ତା ନିଜର ସାଥୀକୁ କହିଲା, ମାେତେ ମାର! ସେ ଏକଥା ସଦାପ୍ରଭୁଙ୍କ ଆଜ୍ଞା ରେ କହିଲା। ମାତ୍ର ସେ ଲୋକ ମାରିବା ପାଇଁ ମନା କଲା।