Home Bibles ପ୍ରଥମ ରାଜାବଳୀ 20:35 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 20:35 · ଓଡ଼ିଆ ବାଇବେଲ

ଭବିଷ୍ଯଦ୍ବକ୍ତାଗଣଙ୍କ ମଧ୍ଯରୁ ଜଣେ ବକ୍ତା ନିଜର ସାଥୀକୁ କହିଲା, ମାେତେ ମାର! ସେ ଏକଥା ସଦାପ୍ରଭୁଙ୍କ ଆଜ୍ଞା ରେ କହିଲା। ମାତ୍ର ସେ ଲୋକ ମାରିବା ପାଇଁ ମନା କଲା।

Cross references

ପ୍ରଥମ ଶାମୁୟେଲ 10:12

ତହିଁରେ ସହେି ସ୍ଥାନସ୍ଥ ଜଣେ ଉତ୍ତର କରି କହିଲେ, ଆଚ୍ଛା! ଏହା ଜଣାୟାଏ ଶାଉଲ ଜଣେ ଭବିଷ୍ଯଦ୍ବକ୍ତାମାନଙ୍କର ନେତା ଏ ହତେକ୍ସ୍ଟ ଶାଉଲ କି ଭବିଷ୍ଯତ୍ବକ୍ତାମାନଙ୍କ ମଧିଅରେ ଜଣେ ଏହି କଥା ଏକ ବଡ ପ୍ରବାଦ ହାଇେ ଉଠିଲା।

ପ୍ରଥମ ରାଜାବଳୀ 13:1

ସଦାପ୍ରଭୁ ଯିହୁଦା ରେ ଥିବା ଏକ ପରମେଶ୍ବରଙ୍କ ଲୋକକୁ ବୈଥଲେ ୟିବାକୁ ଆଦେଶ ଦେଲେ। ଯେତବେେଳେ ୟାରବିଯାମ ୟଜ୍ଞବଦେୀ ନିକଟରେ ଧୂପ ଜଳାଇବା ପାଇଁ ଛିଡା ହାଇେଥିଲେ ସେତବେେଳେ ପରମେଶ୍ବରଙ୍କ ଲୋକ ସଠାେରେ ଉପସ୍ଥିତ ହେଲେ।

ପ୍ରଥମ ରାଜାବଳୀ 13:17

କାରଣ ସଦାପ୍ରଭୁ ମାେତେ ନିର୍ଦ୍ଦେଶ ଦଇେଛନ୍ତି, 'ତୁମ୍ଭେ ଭୋଜନ କରିବ ନାହିଁ କି ଜଳପାନ ଏଠା ରେ କରିବ ନାହିଁ। ଏବଂ ଯେଉଁ ପଥ ଦଇେ ଆସିଥିଲ,ସହେି ପଥ ଦଇେ ଫରେି ୟାଅନାହିଁ।'

ପ୍ରଥମ ରାଜାବଳୀ 20:37

ପ୍ରଥମ ଭବିଷ୍ଯଦ୍ବକ୍ତା ଅନ୍ୟ ଜଣେ ଲୋକକୁ କହିଲା, ମୁଁ ବିନଯ କରୁଅଛି, ତୁମ୍ଭେ ମାେତେ ମାର!

ଦିତୀୟ ରାଜାବଳୀ 2:3

ବୈଥଲରେ ଦଳେ ଭବିଷ୍ଯଦ୍ବକ୍ତା ଇଲୀଶାୟଙ୍କ ପାଖକୁ ଆସିଲେ ଓ କହିଲେ, ଆଜି ସଦାପ୍ରଭୁ ତୁମ୍ଭ ମହାଶୟଙ୍କୁ ତୁମ୍ଭଠାରୁ ନଇେଯିବେ ବୋଲି ତୁମ୍ଭେ କ'ଣ ଜାଣ ନାହିଁ?

ଦିତୀୟ ରାଜାବଳୀ 2:5

ଯିରୀହାରେ ଦଳେ ଭବିଷ୍ଯଦ୍ବକ୍ତା ଇଲୀଶାୟ ନିକଟକୁ ଆସି କହିଲେ, ତୁମ୍ଭେ କ'ଣ ଜାଣନାହିଁ ସଦାପ୍ରଭୁ ତୁମ୍ଭର ମହାଶୟଙ୍କୁ ତୁମ୍ଭଠାରୁ ଆଜିଠାରୁ ନଇେଯିବେ?

ଦିତୀୟ ରାଜାବଳୀ 2:7

ପୁନଶ୍ଚ ଭବିଷ୍ଯଦ୍ବକ୍ତାମାନଙ୍କର ପୁତ୍ରମାନଙ୍କ ମଧ୍ଯରୁ ପଗ୍ଭଶ ଜଣ ତାଙ୍କର ପଶ୍ଚାଧାବନ କଲେ। ଏଲିଯ ଓ ଇଲୀଶାୟ ୟର୍ଦ୍ଦନ ନଦୀ ନିକଟକୁ ୟାଇ ଠିଆ ହେଲେ। ଆଉ ସେ ପଗ୍ଭଶ ଲୋକ ସମାନଙ୍କେଠାରୁ ଦୂର ରେ ଛିଡା ହେଲେ।

ଦିତୀୟ ରାଜାବଳୀ 2:15

ଯେତବେେଳେ ଯିରୀହାେ ନିବାସୀ ଭବିଷ୍ଯଦ୍ବକ୍ତାଙ୍କ ପୁତ୍ରମାନଙ୍କ ମଧ୍ଯରୁ ଦଳେ ଇଲୀଶାୟଙ୍କୁ ଦେଖି କହିଲେ, ଏଲିଯଙ୍କ ଆତ୍ମା ଇଲୀଶାୟଙ୍କ ଉପରେ ବର୍ତ୍ତିଲା। ତେଣୁ ଇଲୀଶାୟ ନିକଟକୁ ଆସି ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ।

ଦିତୀୟ ରାଜାବଳୀ 4:1

ଭବିଷ୍ଯଦ୍ବକ୍ତାଗଣ ଦଳର ମଧ୍ଯରୁ ଜଣକର ଭାର୍ୟ୍ଯା ଇଲୀଶାୟଙ୍କ ସମ୍ମୁଖ ରେ ଆସି କ୍ରନ୍ଦନ କରି କହିଲ, ଆପଣଙ୍କର ଦାସ ୟିଏ ମାରେ ସ୍ବାମୀ ଥିଲେ, ସେ ମରିଅଛନ୍ତି। ଆପଣ ଜାଣନ୍ତି ସେ ସଦାପ୍ରଭୁଙ୍କୁ ଭୟ କରୁଥିଲେ। ମାତ୍ର ସେ ଟଙ୍କା ଏକ ମନୁଷ୍ଯଠାରୁ କରଜ କରଥିଲେ ଓ ସହେି ମହାଜନ ମାରେ ଦୁଇପୁତ୍ରଙ୍କୁ ଦାସ କରିନବୋକୁ ଆସିଅଛି।

ଦିତୀୟ ରାଜାବଳୀ 4:38

ଅନନ୍ତର ଇଲୀଶାୟ ପୁନର୍ବାର ଗିଲ୍ଗଲ୍କୁ ଫରେିଗଲେ। ସହେି ସମୟରେ ସଠାେରେ ସହେି ଭୂମିରେ ଦୁର୍ଭିକ୍ଷ ପଡିଥିଲା। ଯେତବେେଳେ ଭବିଷ୍ଯଦ୍ବକ୍ତାଗଣଙ୍କର ପୁତ୍ରମାନେ ତାଙ୍କ ସମ୍ମୁଖ ରେ ବସୁଥିବା ବେଳେ ଇଲୀଶାୟ ନିଜର ଦାସକୁ କହିଲେ, ହଣ୍ତା ଚୁଲି ରେ ବସାଅ ଓ ଭବିଷ୍ଯଦ୍ବକ୍ତାଙ୍କର ସନ୍ତାନଗଣଙ୍କ ପାଇଁ ବ୍ଯଞ୍ଜନ ପାକ କର।

ଯିଶାଇୟ 8:18

ଇଶ୍ରାୟେଲର ଲୋକମାନଙ୍କ ପାଇଁ ମୁଁ ଓ ମାରେ ପିଲାମାନେ ସଙ୍କତେ ଓ ପ୍ରମାଣ। କାରଣ ସିୟୋନ ପର୍ବତ ଉପ ରେ ବାସ କରୁଥିବା ସଦାପ୍ରଭୁ ସର୍ବଶକ୍ତିମାନଙ୍କ ଦ୍ବାରା ଆମ୍ଭମାନେେ ପ୍ ରରେିତ ହାଇେଅଛୁ।'

ଯିଶାଇୟ 20:2

ସହେି ସମୟରେ ସଦାପ୍ରଭୁ ଅମାେସଙ୍କ ପୁତ୍ର ଯିଶାଇୟଙ୍କ ଦ୍ବାରା ଏହି କଥା କହିଲେ, ୟାଅ, ତୁମ୍ଭ କଟିରୁ ଚଟବସ୍ତ୍ର କାଢ଼ ଓ ପାଦରୁ ପାଦୁକା କାଢ଼।' ଯିଶାଇୟ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ବିବସ୍ତ୍ର ଏବଂ ଶୂନ୍ଯପାଦ ହାଇେ ଭ୍ରମଣ କଲେ।

ଯିରିମିୟ 27:2

ସଦାପ୍ରଭୁ ମାେତେ ଏହି କଥା କହିଲେ, ହେ ଯିରିମିୟ, ତୁମ୍ଭେ ସ୍ତମ୍ଭରୁ କେତକେ ୟୁଆଳି ପ୍ରସ୍ତୁତ କରି ଆପଣା ସ୍କନ୍ଧ ରେ ରଖ।

ଯିହିଜିକଲ 4:3

ଏବଂ ଗୋଟିଏ ଲୁହାର କରଇେ ନିଅ ଏବଂ ତୁମ୍ଭ ଓ ନଗରର ନକ୍ସା ମଧିଅରେ ଲୁହାର ପ୍ରାଚୀର ରୂପେ ସ୍ଥାପନ କର ଏବଂ ଏହା ଆଡ଼କୁ ବୁଲିପଡ଼। ନଗର ତୁମ୍ଭର ଅବରୋଧିତ ହବେ। ଏହା ଇଶ୍ରାୟେଲୀୟମାନଙ୍କର ଏକ ଚିହ୍ନ ହବେ।

ଆମୋଷ 7:14

ତା'ପ ରେ ଆମାଷେ ଅମତ୍ସିଯଙ୍କୁ ଉତ୍ତର ଦେଲେ, ମୁଁ ଜଣେ ପଷୋଦାର ଭବିଷ୍ଯତବକ୍ତା ନୁହେଁ। ଆଉ ମଧ୍ଯ ମୁଁ ଭବିଷ୍ଯତବକ୍ତାର ପରିବାରରୁ ଆସିନାହିଁ। ମୁଁ କବଳେ ମଷେପାଳନ କରେ ଓ ଡିମିରି ବୃକ୍ଷର ଯତ୍ନ ନିଏ।

ମାଥିଉଲିଖିତ ସୁସମାଚାର 16:24

ତା'ପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ କହିଲେ, ଯଦି କହେି ଲୋକ ମାରେ ଅନୁସରଣ କରିବାକୁ ଇଚ୍ଛା କରୁଛି ତବେେ ସେ ନିଜ ବିଷୟ ରେ ଭୂଲିଯାଉ। ସେ ଲୋକକୁ ଦିଆଯାଇଥିବା ଯାତନାର କୃଶ ବହନ କରୁ। ତା'ପରେ ସେ ମାରେ ଅନୁସରଣ କରିବା ଉଚିତ।

Interlinear

Choose Theme