ତେଣୁ ଭବିଷ୍ଯଦ୍ବକ୍ତା ଆପଣା ମୁଖ ରେ ବସ୍ତ୍ର ଆବୃତ କରି ଛଦ୍ମ ବେଶ ରେ ରହିଲା ଓ ତାକୁ କହେି ଜାଣିପାରିଲେ ନାହିଁ। ସେ ପଥ ମଧିଅରେ ସହେି ଦେଶ ରେ ରାଜାଙ୍କୁ ଅପେକ୍ଷା କରି ରହିଲା।
Cross references
ଏଣୁ ଯୋୟାବ ତକୋଯକକ୍ସ୍ଟ ଲୋକ ପଠାଇ ସଠାେରକ୍ସ୍ଟ ଏକ ଜ୍ଞାନବତୀ ସ୍ତ୍ରୀ ଲୋକ ଆଣିବାକକ୍ସ୍ଟ କହିଲା। ଯୋୟାବ ସହେି ବକ୍ସ୍ଟଦ୍ଧିମତୀ ସ୍ତ୍ରୀ ଲୋକଟିକକ୍ସ୍ଟ କହିଲେ, ଦୟାକରି ବହକ୍ସ୍ଟତ ଦକ୍ସ୍ଟଃଖିତ ଥିବାର ଛଳନା କର। ଶାେକ ବସ୍ତ୍ର ପରିଧାନ କର। ତୁମ୍ଭର କେଶ ରେ ଓ ମକ୍ସ୍ଟଖ ରେ ତଲେିଆ ପ୍ରସାଧାନ ଲଗାଅନାହିଁ। ମାତ୍ର ମୃତ ଲୋକ ପାଇଁ ବହକ୍ସ୍ଟକାଳରକ୍ସ୍ଟ ଶାେକକାରିଣୀ ସ୍ତ୍ରୀ ପରି ବ୍ଯବହାର କର।
ୟାରବିଯାମ ନିଜର ପତ୍ନୀକୁ କହିଲେ, ତୁମ୍ଭେ ଯେପରି ମାରେ ପତ୍ନୀ ବୋଲି ଜଣା ନ ପଡିବ, ସହେିପରି ଛଦ୍ମ ବେଶ ରେ ଶୀଲୋକୁ ୟାଅ। ସଠାେରେ ଅହିଯ ଭବିଷ୍ଯଦ୍ବକ୍ତା ବାସ କରନ୍ତି। ସେ ମାେତେ କହିଥିଲେ ମୁଁ ଇଶ୍ରାୟେଲ ଲୋକମାନଙ୍କ ଉପରେ ରାଜା ହବେି।
ଇଶ୍ରାୟେଲର ରାଜା ୟିହୋଶାଫଟ୍କୁ କହିଲେ, ମୁଁ ଛଦ୍ମ ବେଶ ରେ ୟୁଦ୍ଧ କରିବାକୁ ୟିବି, ମାତ୍ର ତୁମ୍ଭେ ତୁମ୍ଭର ରାଜ ପୋଷାକ ପିନ୍ଧିବ। ତେଣୁ ଇଶ୍ରାୟେଲର ରାଜା ଛଦ୍ମ ବେଶ ରେ ୟୁଦ୍ଧକୁ ଗଲେ।
ତୁମ୍ଭେ ଉପବାସ କଲାବାଳେ ଦୁଃଖିତ ଥିବା ଭଳି ମୁହଁ କରନାହିଁ। କପଟୀମାନେ ସହେିପରି କରିଥାନ୍ତି। ତୁମ୍ଭେ କପଟୀଙ୍କ ପରି ହୁଅନାହିଁ। କପଟୀମାନେ ମୁହଁ ଶୁଖାଇ ଲୋକଙ୍କୁ ଦେଖଇବୋକୁ ଚାହାନ୍ତି ଯେ, ସମାନେେ ଉପବାସ କରୁଛନ୍ତି। ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ ସମାନଙ୍କେୁ ଏଥିପାଇଁ ପ୍ରତିଫଳ ମିଳିସାରିଛି।