Home Bibles ବିଚାରକର୍ତାମାନଙ୍କ ବିବରଣ 6:5 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 6:5 · ଓଡ଼ିଆ ବାଇବେଲ

ସମାନେେ ପଙ୍ଗପାଳର ଦଳପରି ସମାନଙ୍କେର ତମ୍ବୁ ଓ ପଶକ୍ସ୍ଟଗକ୍ସ୍ଟଡିକ ସହିତ ଅଧିକ ସଂଖ୍ଯା ରେ ଆସିଲେ। ସମାନେେ ଓ ସମାନଙ୍କେର ଓଟଗକ୍ସ୍ଟଡିକ ଅଧିକ ଥିଲେ ଯେ ଏହା ଗଣନା କରିବା ଅସମ୍ଭବ।

Cross references

ଦିତୀୟ ବିବରଣ 28:33

ତୁମ୍ଭେ ତୁମ୍ଭର କଠିନ ପରିଶ୍ରମ କରିଥିବା ଫଳ ଅନ୍ୟମାନେ ନଇେଯିବେ। ଏବଂ ତୁମ୍ଭେ ସର୍ବଦା କବଳେ ଉପଦ୍ରବ ଗ୍ରସ୍ତ ଓ ନିର୍ୟ୍ଯାତନା ଭୋଗ କରିବ।

ବିଚାରକର୍ତାମାନଙ୍କ ବିବରଣ 7:12

ମିଦିଯକୀଯ, ଅମାଲକେୀଯ ଓ ପୂର୍ବ ଦେଶୀଯ ଲୋକମାନେ ଯେଉଁମାନେ ସଠାେରେ ଛାଇଣୀ କରିଥିଲେ ବହକ୍ସ୍ଟ ସଂଖ୍ଯକ ହତେକ୍ସ୍ଟ ପଙ୍ଗପାଳର ଦଳପରି ଦଖାଗେଲେ। ସମାନଙ୍କେର ଏତଗେକ୍ସ୍ଟଡିକ ଓଟ ଥିଲେ ଯେ, ସଗେକ୍ସ୍ଟଡିକ ସମକ୍ସ୍ଟଦ୍ର କୂଳର ବାଲିକଣା ତକ୍ସ୍ଟଲ୍ଯ ଦଖାଗେଲେ।

ବିଚାରକର୍ତାମାନଙ୍କ ବିବରଣ 8:10

ସହେି ସମୟରେ ସବହେ ଓ ସଲ୍ମକ୍ସ୍ଟନ୍ନ କର୍କୋର ନଗର ରେ ଥିଲେ। ସମାନଙ୍କେ ସହିତ 15,000 ସୈନ୍ଯ ଥିଲେ। ଏହି ସୈନ୍ଯମାନେ, ଯେଉଁମାନେ ପୂର୍ବ ଦେଶୀଯ ଲୋକମାନଙ୍କର ସୈନ୍ଯବାହୀନି ରେ ରହିଥିଲେ। 1,20,000 ଜଣ ଶକ୍ତିଶାଳୀ ସୈନ୍ଯ ପୁରାପୁରି ମୃତକ୍ସ୍ଟ୍ଯବରଣ କରିଥିଲେ।

ବିଚାରକର୍ତାମାନଙ୍କ ବିବରଣ 8:21

ଏହାପରେ ସବହେ ଓ ସଲମନ୍ନ କହିଲେ, ଆସ ଓ ତୁମ୍ଭମାନେେ ନିଜେ ଆମ୍ଭଙ୍କକ୍ସ୍ଟ ହତ୍ଯା କର। ତୁମ୍ଭେ ଜଣେ ଶକ୍ତିଶାଳୀ ମନକ୍ସ୍ଟଷ୍ଯ। ତୁମ୍ଭେ ଏହା କରିପାରିବ। ତେଣୁ ଗିଦ୍ଦିୟୋନ ଉଠି ପଡିଲେ ଓ ସମାନଙ୍କେୁ ହତ୍ଯା କଲେ। ସମାନଙ୍କେ ଓଟମାନଙ୍କ ଗଳା ରେ ଥିବା ସମସ୍ତ ଚନ୍ଦ୍ରହାର ସେ କାଢି ନେଲେ।

ପ୍ରଥମ ଶାମୁୟେଲ 30:17

ଦାଉଦ ସମାନଙ୍କେୁ ଆକ୍ରମଣ କଲେ ଓ ସମାନଙ୍କେୁ ବଧ କଲେ। ସମାନେେ ସୂର୍ େଯ୍ଯାଦଯରକ୍ସ୍ଟ ପରଦିନ ସୂର୍ୟ୍ଯାସ୍ତ ପର୍ୟ୍ଯନ୍ତ ସମାନଙ୍କେ ସହିତ ୟକ୍ସ୍ଟଦ୍ଧ କଲେ। ଯେଉଁ 400 ଲୋକ ଓଟ ଚଢି଼ଲେ ଏବଂ ପଳାଇଲେ ସହେି ଅମାଲକେୀଯ ବ୍ଯତୀତ କହେି ରକ୍ଷା ପାଇଲେ ନାହିଁ।

ଗୀତସଂହିତା 83:4

ସହେି ଶତ୍ରୁମାନେ କହନ୍ତି, ଆସ ଆମ୍ଭମାନେେ ସମାନଙ୍କେୁ ପୁରାପୁରି ଧ୍ବଂସ କରିଦବୋ, ତବେେ ସମାନେେ ଗୋଟିଏ ଜାତି ହାଇେ ରହିବେ ନାହିଁ। ତାହା ହେଲେ ଇଶ୍ରାୟେଲର ନାମକୁ କହେି ମନେପକାଇବେ ନାହିଁ।

ପରମଗୀତ 1:5

ଆଗୋ ୟିରୁଶାଲମର କନ୍ଯାଗଣ, ମୁଁ କଦୋରର ତମ୍ବୁ ତୁଲ୍ଯ, ଶ ଲୋମନଙ୍କର ୟବନିକା ତୁଲ୍ଯ କୃଷ୍ଣବର୍ଣ୍ଣ, ତଥାପି ସୁନ୍ଦରୀ।

ଯିଶାଇୟ 13:20

ମାତ୍ର ସେ ଆଉ ସୁନ୍ଦର ହାଇେ ରହିବ ନାହିଁ। ଲୋକମାନେ ଭବିଷ୍ଯତ ରେ ଆଉ ସଠାେ ରେ ବାସ କରିବେ ନାହିଁ। ଆରବୀଯମାନେ ଆଉ ସଠାେ ରେ ତମ୍ବୁ ପକାଇବେ ନାହିଁ। ମଷେପାଳକମାନେ ସମାନଙ୍କେର ମଷେମାନଙ୍କୁ ସଠାେ ରେ ଚରାଇବା ପାଇଁ ଆଣିବେ ନାହିଁ।

ଯିଶାଇୟ 60:6

ଅକଳନ ଓଟ, ତୁମ୍ଭକୁ ଆବୃତ କରିବ ଏବଂ ୟୁବ ଓଟମାନେ ତୁମ୍ଭ ପାଖକୁ ଶିବା ଏବଂ ଐଫା ଦେଶରୁ ଆସିବେ। ସମାନେେ ସୁବର୍ଣ୍ଣ ଓ ସୁବାସିତ ଧୂପ ଆଣିବେ ଏବଂ ସଦାପ୍ରଭୁଙ୍କର ପ୍ରଶଂସାଗାନ କରିବେ।

ଯିରିମିୟ 46:23

ସଦାପ୍ରଭୁ କହନ୍ତି, ମିଶରର ସୈନ୍ଯ ଅରଣ୍ଯ ସଦୃଶ। ଅଗଣିତ ହେଲେ ହେଁ ଶତ୍ରୁସୈନ୍ଯ ସମାନଙ୍କେୁ ହାଣି ପକାଇବେ। କାରଣ ଶତ୍ରୁସୈନ୍ଯ ପଙ୍ଗପାଳ ଅପେକ୍ଷା ଅନକେ ଓ ଅସଂଖ୍ଯ ଅଟନ୍ତି।

ଯିରିମିୟ 49:29

ଲୋକମାନେ ସମାନଙ୍କେର ତମ୍ବୁ ଓ ପଶୁପଲକୁ ନଇେଯିବେ। ସମାନଙ୍କେର ୟବନିକା, ସମାନଙ୍କେର ୟାବତୀଯ ପାତ୍ର ଓ ଓଟ ପଲକୁ ସମାନେେ ନିଜ ପାଇଁ ନଇେଯିବେ। ଆଉ ' ସମାନଙ୍କେ ଚତୁର୍ଦ୍ଦିଗ ରେ ଆଶଙ୍କା ବୋଲି' ସମାନେେ ଉଚ୍ଚସ୍ବର ରେ କହିବେ।

ଯିରିମିୟ 49:32

ଶତ୍ରୁଗଣ ସମାନଙ୍କେର ଓଟଗୁଡ଼ିକୁ ନଇେଯିବେ। ସମାନଙ୍କେର ଅପାର ପଶୁପଲ ଲୁଣ୍ଠିତ ହବେେ। ପୁଣି ଯେଉଁମାନେ ଆପଣା ଆପଣା କେଶର କଣ କାଟନ୍ତି, ସମାନଙ୍କେୁ ଆମ୍ଭେ ଚତୁର୍ଦ୍ଦିଗକୁ ଛିନ୍ନଭିନ୍ନ କରିବା ଓ ସମାନଙ୍କେ ନିକଟକୁ ଚାରିଆଡ଼ୁ ବିପଦ ଆଣିବା। ଏହା ସଦାପ୍ରଭୁ କହନ୍ତି।

ଯିରିମିୟ 51:14

ସୈନ୍ଯାଧିପତି ସଦାପ୍ରଭୁ ଆପଣା ନାମ ରେ ଏହି ଶପଥ କରିଅଛନ୍ତି, ହେ ବାବିଲ, ଆମ୍ଭେ ତୁମ୍ଭକୁ ପଙ୍ଗପାଳ ସଦୃଶ ଶତ୍ରୁ ସୈନ୍ଯ ରେ ପୂର୍ଣ୍ଣ କରିବା। ଆଉ ସମାନେେ ତୁମ୍ଭ ବିରୁଦ୍ଧ ରେ ବିଜଯର ଜଯକାର କରିବେ।

Interlinear

Choose Theme