Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 28:4 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 28:4 · ଓଡ଼ିଆ ବାଇବେଲ

ସଠାେର ବାସିନ୍ଦାମାନେ ତାହାଙ୍କ ହାତ ରେ ସାପ ଝୁଲୁ ଥିବାର ଦେଖିଲେ। ସମାନେେ ନିଜ ନିଜ ଭିତ ରେ କୁହା କୁହି ହେଲେ, ଏ ଲୋକଟିର ନିଶ୍ଚୟ ମୃତ୍ଯୁ ହବେ। ଯଦିଓ ଏ ଲୋକ ସମୁଦ୍ରରୁ ରକ୍ଷା ପାଇଲା, କିନ୍ତୁ ନ୍ଯାୟ ଏହାକୁ ବଞ୍ଚିବା ପାଇଁ ଦଲୋ ନାହିଁ।

Cross references

ଆଦି ପୁସ୍ତକ 3:1

ସଦାପ୍ରଭୁ ପରମେଶ୍ବରଙ୍କର ସୃଷ୍ଟି କରିଥିବା ପ୍ରାଣୀମାନଙ୍କ ମଧିଅରେ ସର୍ପ ସମସ୍ତଙ୍କଠାରୁ ଚ଼ତୁର ଥିଲା। ସର୍ପଟି ସ୍ତ୍ରୀ ଲୋକଟିକୁ କହିଲା, ଏହା କ'ଣ ସତ୍ଯ ଯେ ପରମେଶ୍ବର ଉଦ୍ୟାନର କୌଣସି ବୃକ୍ଷର ଫଳ ନଖାଇବା ପାଇଁ ତୁମ୍ଭଙ୍କୁ କହିଲେ?

ଆଦି ପୁସ୍ତକ 4:8

କଯିନ ତା'ର ଭାଇ ହବେଲକୁ କହିଲା, ଚ଼ାଲ କ୍ଷତକେୁ ୟିବା। ତେଣୁ କଯିନ ଏବଂ ହବେଲ କ୍ଷତକେୁ ବାହାରି ଗଲେ। ଏହାପରେ କଯିନ ହବେଲକୁ ଆକ୍ରମଣ କରି ହତ୍ଯା କଲେ।

ଆଦି ପୁସ୍ତକ 9:5

ମୁଁ ରକ୍ତ ପାତ, ଦ୍ବାରା ଦଣ୍ଡିତ କରିବି, ତାହା ପ୍ରାଣୀ ଦ୍ବାରା ହେଉ ବା ଲୋକମାନଙ୍କ ଦ୍ବାରା। ଯଦି ଲୋକମାନେ ପରସ୍ପରକୁ ହତ୍ଯା କରନ୍ତି, ମୁଁ ରକ୍ତପାତ ଦ୍ବାରା ଦଣ୍ଡିତ କରିବି।

ଆଦି ପୁସ୍ତକ 42:21

ସମାନଙ୍କେ ମଧିଅରେ କଥାବାର୍ତ୍ତା ହେଲେ, ଆମ୍ଭମାନେେ ଆମ୍ଭର ସାନ ଭାଇ ଯୋଷଫେକୁ ହତ୍ଯା କରିଥିବାରୁ ଆମ୍ଭମାନେେ ଦଣ୍ଡ ଭୋଗୁଅଛୁ। ଆମ୍ଭମାନେେ ଦେଖିଥିଲୁ ସେ କି କଷ୍ଟ ପାଉଥିଲା। ତାକୁ ରକ୍ଷା କରିବାକୁ ସେ କେତେ ଅନୁ ରୋଧ କରିଥିଲା। କିନ୍ତୁ ଆମ୍ଭେ ତା'ପ୍ରତି କର୍ଣ୍ଣପାତ କରି ନଥିଲୁ। ତେଣୁ ବର୍ତ୍ତମାନ ଆମ୍ଭେ ବିପଦ ରେ ପଡ଼ିଅଛୁ।

ଗଣନା ପୁସ୍ତକ 35:31

ଆହୁରି ମୃତ୍ଯୁଦଣ୍ତ ରେ ଦଣ୍ତିତ ନରହତ୍ଯାକାରୀର ପ୍ରାଣ ନିମନ୍ତେ କୌଣସି ପ୍ରାପ୍ଯ ଗ୍ରହଣ କରାୟାଇ ନପା ରେ। ତାକୁ ନିଶ୍ଚିତ ଭାବରେ ହତ୍ଯା କରାୟିବ।

ହିତୋପଦେଶ 28:17

ଯେଉଁ ଲୋକ କୌଣସି ଲୋକର ରକ୍ତ ରେ ଭାରଗ୍ରସ୍ତ ହୁଏ, ସେ ଗର୍ତ୍ତ ପର୍ୟ୍ଯନ୍ତ ପଳାଇବ। ତାକୁ କହେି ଅଟକାଇବେ ନାହିଁ।

ଯିଶାଇୟ 13:21

ସହେି ମରୁଭୂମିରେ କବଳେ କେତକେ ବନ୍ଯପ୍ରାଣୀ ବାସ କରିବେ। ବାବିଲନୀଯମାନେ ସମାନଙ୍କେ ନିଜ ଗୃହ ରେ ଆଉ ରହିବେ ନାହିଁ। ସହେି ଗୃହଗୁଡ଼ିକ ପଚୋ ଓ ଓଟପକ୍ଷୀ ବାସ କରିବେ ଏବଂ ବନ୍ଯଛାଗ ସଠାେ ରେ ନୃତ୍ଯ କରିବେ।

ଯିଶାଇୟ 26:21

ଦେଖ, ସଦାପ୍ରଭୁ ପୃଥିବୀବାସୀଙ୍କୁ ସମାନଙ୍କେର ଅପରାଧ ଲାଗି ଶାସ୍ତି ଦବୋକୁ ନିଜ ସ୍ଥାନ ପରିତ୍ଯାଗ କରିଛନ୍ତି। ପୃଥିବୀ ନିଜର ଶକ୍ତି ପ୍ରକାଶ କରିବ। ସେ ଆଉ ନିହତ ଲୋକମାନଙ୍କୁ ଆଚ୍ଛାଦନ କରି ରଖିବ ନାହିଁ।

ଯିଶାଇୟ 43:20

ଏପରିକି କ୍ଷେତ୍ରର ପଶୁଗଣ, ଶୃଗାଳ ଓ ଉଷ୍ଟ୍ର ପକ୍ଷୀଗଣ ଆମ୍ଭର ଗୌରବ ଗାନ କରିବେ। କାରଣ ଆମ୍ଭେ ଆପଣା ମନୋନୀତ ଲୋକମାନଙ୍କର ଜଳପାନ ପାଇଁ ପ୍ରାନ୍ତର ଓ ମରୁଭୂମିରେ ନଦନଦୀ କରୁଥିବାରୁ ସମାନେେ ଆମ୍ଭର ଗୌରବ କରିବେ।

ସିଫନିୟ 2:15

ନୀନିବୀ ବର୍ତ୍ତମାନ ଗର୍ବିତ ଅଟେ। ଲୋକମାନେ ନିଜକୁ ଅତି ନିରାପଦ ମନେ କରନ୍ତି। ସମାନେେ ଭାବନ୍ତି ନୀନିବୀ ପୃଥିବୀ ରେ ସବୁଠାରୁ ମହାନ୍ ସ୍ଥାନ। କିନ୍ତୁ ସହେି ନଗରୀ ମଧ୍ଯ ଧ୍ବଂସ ହବେ। ଏହା ଏକ ଶୂନ୍ଯସ୍ଥାନ ହବେ ଯେଉଁଠା ରେ କବଳେ ବନ୍ଯପ୍ରାଣୀମାନେ ବିଶ୍ରାମ କରିବେ। ସହେି ବାଟ ଦଇେ ଯାଉଥିବା ଲୋକମାନେ ଶୁଶୁରି ବଜାଇବେ, ମୁଣ୍ତ ହଲାଇବେ ଯେତବେେଳେ ସମାନେେ ସହେି ନଗରୀଟିକୁ ଅତି ଶୋଚନୀଯ ଭାବରେ ଧ୍ବଂସ ହବୋର ଦେଖିବେ।

ମାଥିଉଲିଖିତ ସୁସମାଚାର 23:35

ତେଣୁ ଧାର୍ମିକ ଲୋକ ହବେଲଙ୍କଠାରୁ ଆରମ୍ଭ କରି ବରେିଖିୟଙ୍କ ପୁତ୍ର ୟିଖରିୟଙ୍କ ପର୍ୟ୍ଯନ୍ତ ଏ ପୃଥିବୀ ରେ ଯେତେ ଭଲ ଲୋକଙ୍କୁ ମାରି ଦିଆ ଯାଇଛି, ସେଥିପାଇଁ ତୁମ୍ଭମାନେେ ଦୋଷୀ ସାବ୍ଯସ୍ତ ହବେ। ବରେିଖିୟଙ୍କ ପୁତ୍ରୟିଖରିୟଙ୍କୁ ମନ୍ଦିର ଓ ବଦେୀ ମଧ୍ଯ ସ୍ଥଳ ରେ ତୁମ୍ଭମାନେେ ହତ୍ଯା କରିଥିଲ।

ମାଥିଉଲିଖିତ ସୁସମାଚାର 27:25

ସବୁ ଲୋକ ଉତ୍ତର ଦେଲେ, ଆମ୍ଭେ ତାହାଙ୍କ ମୃତ୍ଯୁ ପାଇଁ ଦାଯୀ ରହିବୁ। ତାହାଙ୍କ ମୃତ୍ଯୁ ପାଇଁ ଯେ କୌଣସି ଦଣ୍ଡ ପାଇବାକୁ ଯୋଗ୍ଯ, ଆମ୍ଭ ନିଜ ପାଇଁ ଓ ଆମ୍ଭ ପିଲାମାନଙ୍କ ପାଇଁ ସେଥି ରେ ରାଜି ଅଛୁ।

ଲୂକଲିଖିତ ସୁସମାଚାର 13:2

ଯୀଶୁ ଉତ୍ତର ଦେଲେ, ତୁମ୍ଭମାନେେ କ'ଣ ଭାବୁଛ ଯେ ଏହି ଲୋକମାନେ ଗାଲୀଲୀର ସବଠାରୁ ଅଧିକ ପାପୀ ଥିଲେ ବୋଲି ସମାନଙ୍କେୁ ଏ ଦଶା ଭୋଗିବାକୁ ପଡିଲା?

ଲୂକଲିଖିତ ସୁସମାଚାର 13:4

ଶୀଲୋହ ରେ ସହେି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀଗୃହ ଭାଙ୍ଗି ପଡିଲା, ତୁମ୍ଭମାନେେ କ'ଣ ଭାବୁଛ ଯେ ସମାନେେ ୟିରୂଶାଲମ ରେ ରହୁଥିବା ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ପାପୀ ଥିଲେ?

ଯୋହନଲିଖିତ ସୁସମାଚାର 7:24

କୌଣସି ବିଷୟର ବାହ୍ଯରୂପ ଦେଖି ବିଚାର କର ନାହିଁ। ପ୍ରକୃତ ରେ ଯାହା ଠିକ୍, ତଦନୁଯାଯୀ ବିଚାର କର।

ଯୋହନଲିଖିତ ସୁସମାଚାର 9:1

ଯୀଶୁ ଯାଉଥିବା ବେଳେ ଜଣେ ଅନ୍ଧକୁ ଦେଖିଲେ। ସେ ଲୋକଟି ଜନ୍ମରୁ ଅନ୍ଧ ଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:2

ବହୁତ ଥଣ୍ଡା ଲାଗୁଥିଲା, ଦ୍ବୀପର ବାସିନ୍ଦାମାନେ ଆମ୍ଭମାନଙ୍କ ପ୍ରତି ବହୁତ ଦୟା ଦଖାଇେଲେ। ସମାନେେ ଆମ୍ଭପାଇଁ ନିଆଁ ଜଳଇେ ଆମ୍ଭକୁ ସ୍ବାଗତ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:5

ମାତ୍ର ପାଉଲ ହାତ ଛିଞ୍ଚାଡ଼ି ସାପଟିକୁ ନିଆଁ ରେ ଫିଙ୍ଗି ଦେଲେ। ଏଥି ରେ ତା'ର କିଛି କ୍ଷତି ହେଲା ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:8

କିନ୍ତୁ ଯେଉଁ ଲୋକମାନେ ଭୀରୁ, ଅବିଶ୍ବାସୀ, ଘୃଣାକାର୍ୟ୍ଯ, ନରହତ୍ଯା, ୟୌନଗତ ପାପ, ମନ୍ଦ କୁହୁକ କହନ୍ତି ଓ ପ୍ରତିମାପୂଜକ ଏବଂ ମିଥ୍ଯାବାଦୀ ସମାନେେ ଅଗ୍ନି ଓ ଗନ୍ଧକ ଜଳୁଥିବା ହ୍ରଦ ରେ ସ୍ଥାନ ପାଇବେ। ଏହା ଦ୍ବିତୀୟ ମୃତ୍ଯୁ।

Interlinear

Choose Theme