Home Bibles ପ୍ରଥମ ରାଜାବଳୀ 2:22 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 2:22 · ଓଡ଼ିଆ ବାଇବେଲ

ରାଜା ଶଲୋମନ ତାଙ୍କ ମାତାଙ୍କୁ ପଚାରିଲେ, ତୁମ୍ଭେ ମାେତେ କାହିଁକି ଅବୀଶଗ ସହିତ ଅଦୋନିଯକୁ ବିବାହ ଦବୋ ପାଇଁ କହୁଛ? ତୁମ୍ଭେ ମାେତେ କାହିଁକି ପଗ୍ଭରୁନାହଁ ତାକୁ ରାଜା କରିବା ପାଇଁ? କାରଣ ସେ ତ ମାରେବଡଭାଇ। ଯାଜକ ଅବିଯାଥର ଓ ସରୁଯାର ପୁତ୍ର ଯୋୟାବ ତାକୁ ସମର୍ଥନ କରନ୍ତି।

Cross references

ଦିତୀୟ ଶାମୁୟେଲ 12:8

ମୁ ତୁମ୍ଭକୁ ତକ୍ସ୍ଟମ୍ଭ ପ୍ରଭକ୍ସ୍ଟର ଗୃହ ଓ ତା'ର ସ୍ତ୍ରୀମାନଙ୍କୁ ଦଲେି। ଇଶ୍ରାୟେଲ ଓ ୟିହକ୍ସ୍ଟଦାକକ୍ସ୍ଟ ଶାସନ କରିବା ପାଇଁ ମଧ୍ଯ ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଲେି। ଯଦି ଏହା ଅଳ୍ପ ହେଲା, ତବେେ ମୁ ତୁମ୍ଭକୁ ଅଧିକ ଦଇେଥାନ୍ତି।

ଦିତୀୟ ଶାମୁୟେଲ 16:21

ଅହୀଥୋଫଲ ଅବଶା ଲୋମକକ୍ସ୍ଟ କହିଲା, ତକ୍ସ୍ଟମ୍ଭ ପିତା ଗୃହ ଜଗିବା ନିମନ୍ତେ ନିଜର ଯେଉଁ ଉପପତ୍ନୀମାନଙ୍କୁ ଛାଡିୟାଇ ଅଛନ୍ତି, ତୁମ୍ଭେ ସମାନଙ୍କେ ସହିତ ସହବାସ କରିବାକୁ ୟାଅ। ଏହା ସମକ୍ସ୍ଟଦାଯ ଇଶ୍ରାୟେଲୀୟମାନେ ଶକ୍ସ୍ଟଣିବେ। ସମାନେେ ହୃଦ୍ବୋଧ କରିବେ ଯେ, ତୁମ୍ଭର ପିତା ବର୍ତ୍ତମାନ ତୁମ୍ଭରକ୍ସ୍ଟ ଘୃଣା କରନ୍ତି। ତା ହେଲେ ତୁମ୍ଭର ସମର୍ଥକମାନେ ତୁମ୍ଭକୁ ସମର୍ଥନ ଦବୋ ପାଇଁ ଅଧିକ ଉତ୍ସାହିତ ହବେେ।

ପ୍ରଥମ ରାଜାବଳୀ 1:5

ରାଜା ଦାଉଦ ଓ ପତ୍ନୀ ହଗୀତଙ୍କର ପୁତ୍ର ଅଦୋନିଯ ଅତି ସୁନ୍ଦର ଥିଲେ। ସେ ତାଙ୍କର ଭାଇ ଅବଶାଲୋମଙ୍କ ପରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ସେ ଅତ୍ଯନ୍ତ ଗର୍ବୀ ଥିଲେ ଓ ନିଜେ ପରବର୍ତ୍ତୀ ରାଜା ହବୋକୁ ସ୍ଥିର କଲେ।

ପ୍ରଥମ ରାଜାବଳୀ 1:7

ପୁଣି ସେ ସରୁଯାର ପୁତ୍ର ଯୋୟାବ ଓ ଅବିଯାଥର ଯାଜକ ସହିତ ପରାମର୍ଶ କଲେ। ସମାନେେ ଅଦୋନିଯର ଅନୁଗତ ହାଇେ ତାଙ୍କୁ ରାଜା କରିବାକୁ ସାହାୟ୍ଯ କଲେ।

ପ୍ରଥମ ରାଜାବଳୀ 1:11

ଏଥି ରେ ନାଥନ ଶଲୋମନଙ୍କର ମାତା ବତ୍ଶବୋଙ୍କୁ କହିଲେ, ଆମ୍ଭମାନଙ୍କର ପ୍ରଭୁ ଦାଉଦଙ୍କ ଅଜ୍ଞାତସାର ରେ ହଗୀତଙ୍କର ପୁତ୍ର ଅଦୋନିଯ ନିଜକୁ ରାଜା କରିଅଛନ୍ତି। ଏହା କ'ଣ ତୁମ୍ଭେ ଶୁଣି ନାହିଁ?

ପ୍ରଥମ ରାଜାବଳୀ 1:24

ନାଥନ କହିଲେ, ହେ ମାରେ ମହାରାଜ, ଆପଣ କ'ଣ ଘାଷେଣା କରିଛନ୍ତି କି ଆପଣଙ୍କ ପରେ ଅଦୋନିଯ ରାଜ୍ଯ କରିବେ ଓ ଆପଣଙ୍କ ସିଂହାସନକୁ ଅଧିକାର କରିବେ?

ପ୍ରଥମ ବଂଶାବଳୀ 3:2

ତୃତୀୟ ପୁତ୍ର ଥିଲେ ଅବଶା ଲୋମ୍। ତାଙ୍କର ମାତା ମାଖା ତଲମଯଙ୍କର ଝିଅ ଥିଲେ। ଏହି ତଲ୍ମଗଯ ଗଶୂରର ରାଜା ଥିଲେ।

ପ୍ରଥମ ବଂଶାବଳୀ 3:5

ୟିରୁଶାଲମ ରେ ଦାଉଦଙ୍କର ଏହି ପୁତ୍ରମାନେ ଜନ୍ମ ହାଇେଥିଲେ।

ମାଥିଉଲିଖିତ ସୁସମାଚାର 20:22

ଯୀଶୁ ଉତ୍ତର ଦେଲେ, ତୁମ୍ଭେ କ'ଣ ମାଗୁଛ, ସେ କଥା ତୁମ୍ଭେ ଜାଣି ପାରୁନାହଁ। ଯେଉଁଭଳି ଯାତନା ମୁଁ ଭୋଗ କରିବାକୁ ଯାଉଛି, ତାହା କ'ଣ ତୁମ୍ଭେ ଭୋଗ କରି ପାରିବ?

ମାର୍କଲିଖିତ ସୁସମାଚାର 10:38

ଯୀଶୁ କହିଲେ, ତୁମ୍ଭେ କ'ଣ ମାଗୁଛ, ତାହା ତୁମ୍ଭେ ଜାଣି ପାରୁନାହଁ। ମୁଁ ଯେଉଁ ଯାତନା ଭୋଗ କରିବି, ତୁମ୍ଭେ ମଧ୍ଯ କ'ଣ ସହେି ଭଳି ଯାତନା ଭୋଗ କରି ପାରିବ? ମୁଁ ଯେଉଁ ଭଳି ବାପ୍ତିଜିତ ହବେି, ତୁମ୍ଭେ କ'ଣ ସହେିଭଳି ବାପ୍ତିଜିତ ହାଇେ ପାରିବ?

ଯାକୁବଙ୍କ ପତ୍ 4:3

ବା ଯେତବେେଳେ ତୁମ୍ଭେ ମାଗ, ତାହା ପାଅ ନାହିଁ। କାହିଁକି ? କାରଣ ଯେଉଁ କାରଣରୁ ତୁମ୍ଭେ ମାଗ, ତାହା ଭୁଲ ଥାଏ। ତୁମ୍ଭେ ନିଜର ଅଭିଳାଷ ପାଇଁ ଯେପରି ସଗେୁଡ଼ିକୁ ବ୍ଯବହାର କରିପାର, ସେଥିପାଇଁ ସହେିସବୁ ମାଗିଥାଅ।

Interlinear

Choose Theme