Home Bibles ପ୍ରଥମ ରାଜାବଳୀ 1:11 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 1:11 · ଓଡ଼ିଆ ବାଇବେଲ

ଏଥି ରେ ନାଥନ ଶଲୋମନଙ୍କର ମାତା ବତ୍ଶବୋଙ୍କୁ କହିଲେ, ଆମ୍ଭମାନଙ୍କର ପ୍ରଭୁ ଦାଉଦଙ୍କ ଅଜ୍ଞାତସାର ରେ ହଗୀତଙ୍କର ପୁତ୍ର ଅଦୋନିଯ ନିଜକୁ ରାଜା କରିଅଛନ୍ତି। ଏହା କ'ଣ ତୁମ୍ଭେ ଶୁଣି ନାହିଁ?

Cross references

ଦିତୀୟ ଶାମୁୟେଲ 3:4

ଚତକ୍ସ୍ଟର୍ଥ ପକ୍ସ୍ଟତ୍ର ଜନ୍ମ ହେଲ, ତାଙ୍କର ନାମ ଅଦୋନୀଯ, ଅଦୋନୀଯର ମାତା ହେଲ, ହଗୀତ୍ ଏବଂ ପଞ୍ଚମ ପକ୍ସ୍ଟତ୍ର ହେଲ ଶଫଟୀଯ ସେ ଅବିଟଲର ପକ୍ସ୍ଟତ୍ର।

ଦିତୀୟ ଶାମୁୟେଲ 7:12

ଯେତବେେଳେ ତୁମ୍ଭେ ମୃତକ୍ସ୍ଟ୍ଯବରଣ କରିବ, ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ମଧିଅରେ କବର ଦିଆୟିବ। ତା'ପରେ ମୁ ତୁମ୍ଭର ଔରଷରକ୍ସ୍ଟ ରାଜା କରିବି ଏବଂ ତାଙ୍କର ରାଜ୍ଯ ସ୍ଥାପନ କରିବି।

ଦିତୀୟ ଶାମୁୟେଲ 12:24

ତା'ପରେ ଦାଉଦ ବତ୍ଶବୋକକ୍ସ୍ଟ ସାନ୍ତ୍ବନା ଦେଲେ ଓ ତାଙ୍କ ସହିତ ୟୌନସଐର୍କ ରଖିଲେ ଓ ସେ ଗର୍ଭବତୀ ହେଲ ଓ ସେ ଆଉ ଏକ ପକ୍ସ୍ଟତ୍ରକକ୍ସ୍ଟ ଜନ୍ମ ଦେଲେ। ଦାଉଦ ସେ ପିଲାଟିର ନାମ ଶଲୋମନ ରଖିଲେ। ସଦାପ୍ରଭୁ ଶଲୋମନଙ୍କକ୍ସ୍ଟ ପ୍ ରମେ କଲେ।

ଦିତୀୟ ଶାମୁୟେଲ 15:10

ଅବଶା ଲୋମ ଇଶ୍ରାୟେଲର ଗ୍ଭରିଆଡେ ଲୋକ ପଠାଇ ଥିଲେ, ତୁମ୍ଭମାନେେ ତୂରୀଧ୍ବନି ଶକ୍ସ୍ଟଣିବା ମାତ୍ ରେ ତୁମ୍ଭମାନେେ ଘାଷେଣା କର ଅବଶାଲୋମ ହିବ୍ରୋଣର ରାଜା ହାଇେଛନ୍ତି।'

ପ୍ରଥମ ରାଜାବଳୀ 1:10

ମାତ୍ର ସେ ନାଥନ ଭବିଷ୍ଯଦ୍ବକ୍ତାଙ୍କୁ, ବନାଯଙ୍କୁ, ପିତାଙ୍କର ସ୍ବତନ୍ତ୍ର ବୀରମାନଙ୍କୁ ଓ ନିଜର ଭାଇ ଶଲୋମନଙ୍କୁ ନିମନ୍ତ୍ରଣ କଲେ ନାହିଁ।

ପ୍ରଥମ ରାଜାବଳୀ 2:13

ତା'ପରେ ହଗୀତର ପୁତ୍ର ଅଦୋନିଯ ଶଲୋମନଙ୍କର ମାତା ବତ୍ଶବୋ ନିକଟକୁ ଆସିଲେ। ବତ୍ଶବୋ ତାଙ୍କୁ ପଚାରିଲେ, ଶାନ୍ତି ରେ ଆସିଲ ତ?

ପ୍ରଥମ ବଂଶାବଳୀ 22:9

କିନ୍ତୁ ତୁମ୍ଭର ଏକ ପୁତ୍ର ଅଛି, ଯେ କି ଶାନ୍ତିପ୍ରିଯ ଅଟେ। ଆମ୍ଭେ ତୁମ୍ଭର ପୁତ୍ରକୁ ଶାନ୍ତି ରେ ଏକ ସମୟ ପ୍ରଦାନ କରିବା। ତା'ପରେ ଚତୁର୍ଦ୍ଦିଗ ରେ ଥିବା ଶତ୍ରୁମାନେ ତାହାକୁ ବ୍ଯତିବ୍ଯସ୍ତ କରିବେ ନାହିଁ। ତାହାର ନାମ ଶଲୋମନ, ଶଲୋମନ ରାଜା ହବୋ ସମୟରେ ଆମ୍ଭେ ଇଶ୍ରାୟେଲକୁ ଶାନ୍ତି ଓ ସ୍ଥିରତା ପ୍ରଦାନ କରିବା।

ପ୍ରଥମ ବଂଶାବଳୀ 28:4

ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ଇଶ୍ରାୟେଲର ବାର ଗୋଟି ଗୋଷ୍ଠୀକୁ ପରିଚାଳିତ କରିବା ନିମନ୍ତେ ଯିହୁଦା ଗୋଷ୍ଠୀକୁ ମନୋନୀତ କଲେ। ଏହାପରେ ସହେି ଗୋଷ୍ଠୀରୁ ସଦାପ୍ରଭୁ ମାରେ ପିତାଙ୍କ ପରିବାରକୁ ମନୋନୀତ କଲେ। ଆଉ ସହେି ପରିବାରରୁ ପରମେଶ୍ବର ମାେତେ ଚିରକାଳ ନିମନ୍ତେ ଇଶ୍ରାୟେଲର ରାଜା ହବୋ ନିମନ୍ତେ ମନୋନୀତ କଲେ। ପରମେଶ୍ବର ମାେତେ ଇଶ୍ରାୟେଲର ରାଜା କରିବାକୁ ଇଚ୍ଛା କଲେ।

ପ୍ରଥମ ବଂଶାବଳୀ 29:1

ଏକତ୍ରୀତ ହୋଥିବା ଇଶ୍ରାୟେଲର ସମସ୍ତ ଲୋକଙ୍କୁ ରାଜା ଦାଉଦ କହିଲେ, ପରମେଶ୍ବର ମାରେ ପୁତ୍ର ଶଲୋମନକୁ ମନୋନୀତ କରିଅଛନ୍ତି। ଶ ଲୋମନ ଅଳ୍ପବଯସ୍କ ଅଟେ ଓ ଏହି କାର୍ୟ୍ଯ ନିମନ୍ତେ ଯେଉଁ ସମସ୍ତ ବିଷଯ ଆବଶ୍ଯକ, ସେ ତାହା ଜାଣେ ନାହିଁ ? କିନ୍ତୁ ଏହି କାର୍ୟ୍ଯ ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ। ଏହି ମନ୍ଦିର ଲୋକମାନଙ୍କ ନିମନ୍ତେ ନୁହେଁ, ଏହି ମନ୍ଦିର ସଦାପ୍ରଭୁ ପରମେଶ୍ବରଙ୍କ ନିମନ୍ତେ ଅଟେ।

Interlinear

Choose Theme