Home Bibles ☰ Books ଯୋହନଲିଖିତ ସୁସମାଚାର 4:51 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 4:51 · ଓଡ଼ିଆ ବାଇବେଲ

ଘରକୁ ୟିବା ବାଟରେ ତାହାଙ୍କର କେତଜେଣ ଚାକର ଆସି ତାହାଙ୍କୁ ଭଟେିଲେ। ସମାନେେ ତାହାଙ୍କୁ କହିଲେ, ତୁମ୍ଭର ପୁଅ ସୁସ୍ଥ ହେଲାଣି।

Cross references

ପ୍ରଥମ ରାଜାବଳୀ 17:23

ତା'ପରେ ଏଲିଯ ପୁଅଟିକୁ ଧରି ତଳକୁ ଓହ୍ଲାଇ ଆସିଲେ ଓ ସହେି ସ୍ତ୍ରୀ ଲୋକଟିକୁ କହିଲେ, ଦେଖ, ତୁମ୍ଭର ପୁତ୍ର ଜୀବିତ।

ଯୋହନଲିଖିତ ସୁସମାଚାର 4:50

ଯୀଶୁ ଉତ୍ତର ଦେଲେ, ଯାଅ, ତୁମ୍ଭର ପୁଅ ବଞ୍ଚିବ।

ଯୋହନଲିଖିତ ସୁସମାଚାର 4:53

ତୁମ୍ଭର ପୁଅ ବଞ୍ଚିବ, ବୋଲି ଯୀଶୁ ଠିକ୍ ସହେି ସମୟରେ କହିଥିଲେ, ଏହା ପିଲାର ବାପା ଜାଣିଲେ। ତେଣୁ ସହେି ରାଜକର୍ମଚାରୀ ଓ ତାହାଙ୍କର ସମସ୍ତ ପରିବାରବର୍ଗ ଯୀଶୁଙ୍କଠା ରେ ବିଶ୍ବାସ କଲେ।

Interlinear

Choose Theme