Home Bibles ପ୍ରଥମ ରାଜାବଳୀ 17:19 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 17:19 · ଓଡ଼ିଆ ବାଇବେଲ

ତହୁଁ ଏଲିଯ ତାକୁ କହିଲେ, ତୁମ୍ଭ ପୁତ୍ରକୁ ମାେତେ ଦିଅ। ଏଲିଯ ତା'ର କୋଳରୁ ପୁଅକୁ ନେଲେ ଓ ଆପଣା ରହିବା କଠାେରୀକୁ ନଇୟୋଇ ଆପଣା ଶୟ୍ଯା ରେ ତାକୁ ଶୁଆଇ ଦେଲେ।

Cross references

ଦିତୀୟ ରାଜାବଳୀ 4:10

ତେଣୁ ମୁଁ ତୁମ୍ଭକୁ ବିନଯ କରୁଛି, ତୁମ୍ଭମାନେେ ଆମ୍ଭର ଛାତ ଉପରେ ଗୋଟିଏ େଛାଟ କଠାେରୀ ନିର୍ମାଣ କର ଓ ସେଥି ରେ ଗୋଟିଏ ଖଟ, ମଜେ, ଆସନ ଓ ଦୀପରୂଖା ରଖିବ, ତେଣୁ ସେ ଆମ୍ଭମାନଙ୍କ ନିକଟକୁ ଆସିଲା ବେଳେ ସଠାେରେ ରହିବ।

ଦିତୀୟ ରାଜାବଳୀ 4:21

ଏହାପରେ ସ୍ତ୍ରୀ ଲୋକଟି ଉପର କଠାେରୀକୁ ୟାଇ ପରମେଶ୍ବର ଲୋକଙ୍କ ଖଟ ଉପରେ ପୁଅକୁ ଶୁଆଇ ଦଇେ ଦ୍ବାର ବନ୍ଦ କରି ବାହାରକୁ ଆସିଲା।

ଦିତୀୟ ରାଜାବଳୀ 4:32

ଅନନ୍ତର ଇଲୀଶାୟ ଗୃହ ମଧିଅରେ ପ୍ରବେଶ କରି ଦେଖିଲେ ବାଳକଟି ମୃତ ଅବସ୍ଥା ରେ ଶୟ୍ଯା ଉପରେ ଶାଇେଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:37

ପିତର ଯେତବେେଳେ ଲୂଦ ରେ ଥିଲେ, ସେତବେେଳେ ସେ ଅସୁସ୍ଥ ହାଇେ ମରିଗଲେ। ଲୋକମାନେ ତାହାଙ୍କର ଶରୀରକୁ ଧୋଇ ଉପର ମହଲାର କୋଠରୀ ରେ ଶୁଆଇ ଦେଲେ।

Interlinear

Choose Theme