Home Bibles ଦିତୀୟ ରାଜାବଳୀ 4:10 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 4:10 · ଓଡ଼ିଆ ବାଇବେଲ

ତେଣୁ ମୁଁ ତୁମ୍ଭକୁ ବିନଯ କରୁଛି, ତୁମ୍ଭମାନେେ ଆମ୍ଭର ଛାତ ଉପରେ ଗୋଟିଏ େଛାଟ କଠାେରୀ ନିର୍ମାଣ କର ଓ ସେଥି ରେ ଗୋଟିଏ ଖଟ, ମଜେ, ଆସନ ଓ ଦୀପରୂଖା ରଖିବ, ତେଣୁ ସେ ଆମ୍ଭମାନଙ୍କ ନିକଟକୁ ଆସିଲା ବେଳେ ସଠାେରେ ରହିବ।

Cross references

ପ୍ରଥମ ରାଜାବଳୀ 17:19

ତହୁଁ ଏଲିଯ ତାକୁ କହିଲେ, ତୁମ୍ଭ ପୁତ୍ରକୁ ମାେତେ ଦିଅ। ଏଲିଯ ତା'ର କୋଳରୁ ପୁଅକୁ ନେଲେ ଓ ଆପଣା ରହିବା କଠାେରୀକୁ ନଇୟୋଇ ଆପଣା ଶୟ୍ଯା ରେ ତାକୁ ଶୁଆଇ ଦେଲେ।

ଯିଶାଇୟ 32:8

ମାତ୍ର ଜଣେ ମହାତ୍ମା ଉତ୍ତମ କଥା କଳ୍ପନା କରେ ଓ ସହେି ଉତ୍ତମ ଆଚରଣ ରେ ସେ ସ୍ଥିର ରହେ।

ମାଥିଉଲିଖିତ ସୁସମାଚାର 10:41

ଯାଉଁ ଲୋକ ପରମେଶ୍ବରଙ୍କ ଭବିଷ୍ଯଦ୍ବକ୍ତାଙ୍କୁ ଭଟେି ତାହାଙ୍କୁ ସ୍ବାଗତ କରେ, ତବେେ ସେ ଭବିଷ୍ଯଦ୍ବକ୍ତାର ପୁରସ୍କାର ପାଇବ। ଯେଉଁ ଲୋକ ଜଣେ ଧାର୍ମିକ ଲୋକକୁ ଧାର୍ମିକ ଲୋକ ରୂପେ ସ୍ବୀକାର କରେ ତବେେ ସେ ଧାର୍ମିକ ଲୋକର ପୁରସ୍କାର ପାଇବ।

ମାଥିଉଲିଖିତ ସୁସମାଚାର 25:40

ସେତବେେଳେ ରାଜା ଉତ୍ତର ଦବେେ, 'ମୁଁ ତୁମ୍ଭକୁ ସତ୍ଯ କହୁଛି। ଏଠା ରେ ତୁମ୍ଭେ ମାରେ ଉପେକ୍ଷିତ ଭାଇମାନଙ୍କ ଭିତରୁ ଜଣଙ୍କ ପାଇଁ ଯାହା କିଛି କଲ, ତାହା ତୁମ୍ଭେ ମାେ ପାଇଁ କଲ।'

ମାର୍କଲିଖିତ ସୁସମାଚାର 9:41

ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ତୁମ୍ଭମାନେେ ଖ୍ରୀଷ୍ଟଙ୍କ ଲୋକ ବୋଲି ଯଦି କହେି ତୁମ୍ଭମାନଙ୍କୁ ଗିନାଏ ପାଣି ପିଇବାକୁ ଦିଏ, ତବେେ ତାକୁ ଏଥି ପାଇଁ ନିଶ୍ଚୟ ପୁରସ୍କାର ମିଳିବ।

ଲୂକଲିଖିତ ସୁସମାଚାର 8:3

େ ହରୋଦଙ୍କ ଗୁମାସ୍ତା ଖୂଜାଙ୍କ ସ୍ତ୍ରୀ ୟୋହାନ୍ନା, ଶୋଶାନ୍ନା, ପୁଣି ଏହିଭଳି ଆହୁରି ଅନକେ ସ୍ତ୍ରୀ ଲୋକ ମଧ୍ଯ ଯାଉଥିଲେ। ସହେି ସ୍ତ୍ରୀ ଲୋକମାନେ ଯୀଶୁ ଓ ତାହାଙ୍କ ପ୍ ରରେିତମାନଙ୍କୁ ସାହାୟ୍ଯ କରିବା ପାଇଁ ସମାନଙ୍କେ ନିଜ ଟଙ୍କା ଖର୍ଚ୍ଚ କରୁଥିଲେ।

ରୋମୀୟଙ୍କ ପ୍ରତି ପତ୍ର 12:13

ପରମେଶ୍ବରଙ୍କ ନିଜ ଲକମାନଙ୍କେର କାମ ରେ ସାହାୟ୍ଯ କର। ଯେଉଁ ମାନଙ୍କୁ ସାହାୟ୍ଯ ଦରକାର ସମାନଙ୍କେ ପ୍ରତି ଦୃଷ୍ଟି ରଖ, ନିଜ ଘରକୁ ସମାନଙ୍କେୁ ଅତିଥି ଭାବରେ ସ୍ବାଗତ କର।

ଏବ୍ରୀ 10:24

ଆମ୍ଭେ ପରସ୍ପର ବିଷୟ ରେ ଚିନ୍ତା କରିବା ଏବଂ ପରସ୍ପରକୁ ଭଲ ପାଇବା ଓ ଭଲ କାମ କରିବା ପାଇଁ ଉତ୍ସାହିତ କରିବା ଉଚିତ୍।

ଏବ୍ରୀ 13:2

ନିଜ ଘ ରେ ସ୍ବାଗତ ଜଣାଇ ସର୍ବଦା ଲୋକଙ୍କୁ ସାହାୟ୍ଯ କରିବା କଥା ମନେ ରଖ। କେତବେେଳେ ଏହିପରି କରି ଅଜାଣତ ରେ ସ୍ବର୍ଗଦୂତମାନଙ୍କୁ ସାହାୟ୍ଯ କରିଛନ୍ତି।

ପିତରଙ୍କ ପ୍ରଥମ ପତ୍ 4:9

ପ୍ ରମେ ଅନକେ ପାପ ଆଚ୍ଛାଦିତ କରେ। କୌଣସି ପ୍ରକାରର ଆପତ୍ତି ନ ଉଠାଇ ପରସ୍ପରକୁ ନିଜ ଘରକୁ ସ୍ବାଗତ ଜଣାଅ।

Interlinear

Choose Theme