ସଦାପ୍ରଭୁ ବାଶାଙ୍କ ବିରୁଦ୍ଧର ବାକ୍ଯ ଅନୁସାରେ ଭବିଷ୍ଯଦ୍ବକ୍ତା ଯହେୁଙ୍କୁ ସିମ୍ରି ବାଶାଙ୍କର ସମଗ୍ର ବଂଶକୁ ଧ୍ବଂସ କଲେ।
Cross references
ସମଗ୍ର ଇଶ୍ରାୟେଲ ତା' ପାଇଁ ଶାେକ କଲେ ଓ ତାକୁ କବର ଦେଲେ। ସଦାପ୍ରଭୁ ନିଜର ଦାସ ଅହିଯଙ୍କୁ ଯାହା ଯାହା କହିଥିଲେ, ସହେିପରି ସମସ୍ତ କାର୍ୟ୍ଯ ଘଟିଲା।
ଅନନ୍ତର ବାଶାଙ୍କ ବିରୁଦ୍ଧ ରେ ସଦାପ୍ରଭୁ ହନାନିର ପୁତ୍ର ଯହେୂଙ୍କୁ କହିଲେ,
ତେଣୁ ହେ ବାଶା, ମୁଁ ତୁମ୍ଭକୁ ଓ ତୁମ୍ଭ ପରିବାରକୁ ବିନାଶ କରିବି। ଯେପରି ନବାଟର ପୁତ୍ର ୟାରବିଯାମର ପରିବାରକୁ ଧ୍ବଂସ କରିଥିଲି।
ସଦାପ୍ରଭୁ ବାଶା ଓ ତା'ର ପରିବାରର ବିପକ୍ଷ ଭବିଷ୍ଯଦ୍ବକ୍ତା ହନାନିଯଙ୍କ ପୁତ୍ର ଯହେୂଙ୍କ ନିକଟକୁ ଏକବାର୍ତ୍ତା ପଠାଇଲେ। ବାଶା ଘୃଣିତ କାର୍ୟ୍ଯଦ୍ବାରା ସଦାପ୍ରଭୁଙ୍କୁ କୋର୍ଧିତ କଲେ। ୟାରବିଯାମର ପରିବାର ପୂର୍ବରୁ ଯାହା କରିଥିଲେ, ସେ ଠିକ୍ ସଇେ କାର୍ୟ୍ଯ କଲେ। ସଦାପ୍ରଭୁ ମଧ୍ଯ କୋରଧିତ ଥିଲେ କାରଣ ସେ ସମସ୍ତ ୟାରବିଯାମ ପରିବାରକୁ ହତ୍ଯା କଲେ।
ସହେି ମଇଦା କଳସ ଓ ତୈଳପାତ୍ର କବେେ ଶୂନ୍ଯ ହେଲା ନାହିଁ। ସଦାପ୍ରଭୁ ଏଲିଯ ମାଧ୍ଯମ ରେ ଯାହାସବୁ କହିଥିଲେ ସେ ସମସ୍ତ ଘଟିଲା।
ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ବାକ୍ଯ ଅନୁସାରେ ଅମିତ୍ତଯର ପୁତ୍ର ଗାଥ ହଫରେ ନିବାସୀ ଆପଣା ସବେକ ୟୂନସ ଭବିଷ୍ଯତବକ୍ତାଙ୍କ ହସ୍ତ ରେ ଯାହା କହିଥିଲେ, ତାଙ୍କର ସହେି ବାକ୍ଯାନୁସା ରେ ସେ ହମାତର ପ୍ରବେଶ ସ୍ଥାନଠାରୁ ଅରାବା ସାଗର ପର୍ୟ୍ଯନ୍ତ ଇଶ୍ରାୟେଲର ସୀମା ପୁନର୍ବାର ୟାରବିଯାମ ଖଳେ କଲେ।
ତେଣୁ ରାଜା ରିହବିଯାମ୍ ବୃଦ୍ଧ ଲୋକମାନଙ୍କର କଥା ଶୁଣିଲେ ନାହିଁ। ପରମେଶ୍ବର ଏହି ପ୍ରକା ରେ ଏହିସବୁ ଘଟାଇଲେ। ସଦାପ୍ରଭୁ ଅହିଯଙ୍କ ମାଧ୍ଯମ ରେ ୟାରବିଯାମ୍ଙ୍କୁ ଯେଉଁ କଥା କହିଥିଲେ, ତାହା ଯେପରି ସଫଳ ହୁଏ, ଏହା ସପରେି ଘଟିଲା ଅହିଯ ଶିଲୋନୀଯ ଲୋକ ଥିଲେ, ଏବଂ ୟାରବିଯାମ୍ ନବାଟଙ୍କ ପୁତ୍ର ଥିଲେ।
ମୂର୍ଖ ମାଧ୍ଯମ ରେ ଯେ ସମାଚାର ପଠାଏ, ସେ ଆପଣା ପାଦ ଆପେ କାଟି କ୍ଷତି ଭୋଗ କରେ। ସେ ନିଜ ଉପରକୁ ଅସୁବିଧା ନିଜେ ଆଣେ।