Home Bibles ପ୍ରଥମ ରାଜାବଳୀ 16:11 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 16:11 · ଓଡ଼ିଆ ବାଇବେଲ

ସିମ୍ରି ରାଜା ହେଲାପରେ ସେ ବାଶାଙ୍କର ସମୁଦାଯ ବଂଶ, ଜ୍ଞାତି ଓ ବନ୍ଧୁମାନଙ୍କୁ ହତ୍ଯା କଲେ। ଏପରିକି ଜଣେ ପୁରୁଷ ସେ ଛାଡିଲେ ନାହିଁ।

Cross references

ବିଚାରକର୍ତାମାନଙ୍କ ବିବରଣ 1:7

ଏହାପରେ ଅଦୋନୀବଷେକ୍ ସମାନଙ୍କେୁ କହିଲେ, ହସ୍ତପାଦର ଛିନ୍ନା ଅଙ୍ଗକ୍ସ୍ଟଳି ସତକ୍ସ୍ଟରି ଜଣ ରାଜା ଆମ୍ଭ ମଜେ ତଳେ ନିଜର ଆହାର ସାଉଣ୍ଟକ୍ସ୍ଟ ଥିଲେ। ମୁ ଯେପରି କରିଥିଲି ପରମେଶ୍ବର ମାେତେ ସହେିପରି ଦେଲେ। ଏହାପରେ ୟିହକ୍ସ୍ଟଦାର ଲୋକମାନେ ଅଦୋନୀବଷେକ୍ଙ୍କକ୍ସ୍ଟ ଯିରୁଶାଲମକୁ ଆଣିଲେ ଓ ସେ ସଠାେରେ ମୃତକ୍ସ୍ଟ୍ଯବରଣ କଲା।

ପ୍ରଥମ ଶାମୁୟେଲ 25:22

ଯଦି ତାପରଦିନ ସକାଳ ପର୍ୟ୍ଯନ୍ତ ନାବଲ ପରିବାରର ଗୋଟିଏ ବି ଲୋକକୁ ମୁ ବଞ୍ଚିବାକକ୍ସ୍ଟ ଦିଏ, ତା ହେଲେ ପରମେଶ୍ବର ମାେତେ ଦଣ୍ତ ଦିଅନ୍ତକ୍ସ୍ଟ।

ପ୍ରଥମ ଶାମୁୟେଲ 25:34

ସଦାପ୍ରଭୁ ମାେତେ ତୁମ୍ଭକୁ ଆଘାତ କରିବାରକ୍ସ୍ଟ ବାରଣ କଲେ। ନିଶ୍ଚିତ ଭାବରେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଯେ ପର୍ୟ୍ଯନ୍ତ ଅଛନ୍ତି, ଯଦି ତୁମ୍ଭେ ମାେତେ ସାକ୍ଷାତ କରିବା ପାଇଁ ଶିଘ୍ର ଆସି ନଥାନ୍ତ, ପ୍ରତକ୍ସ୍ଟ୍ଯଷ ବଳକେକ୍ସ୍ଟ ନାବଲ ପରିବାର କହେି ଜଣେ ପୁରୁଷ ଜୀବିତ ରହି ନଥାନ୍ତା।

ପ୍ରଥମ ରାଜାବଳୀ 14:10

ହେ ୟାରବିଯାମ, ମୁଁ ତୁମ୍ଭର ପରିବାରକୁ ଉଚ୍ଛନ୍ନ କରିବାକୁ ଯାଉଛ। ତୁମ୍ଭ ପରିବାରର ପ୍ରେତ୍ୟକକ ପୁରୁଷଙ୍କୁ ମୁଁ ହତ୍ଯା କରିବି। ଅଗ୍ନି ଯେପରି ଘାସକୁ ପୋଡି଼ ପାଉଁଶ କରିଦିଏ, ସହେିପରି ମୁଁ ତୁମ୍ଭର ପରିବାରକୁ ସମ୍ପୂର୍ଣ୍ଣ ଧ୍ବଂସ କରି ଦବେି।

ପ୍ରଥମ ରାଜାବଳୀ 15:29

ବାଶା ରାଜା ହବୋ ମାତ୍ ରେ ୟାରବିଯାମଙ୍କ ପରିବାରକୁ ଧ୍ବଂସ କଲେ। ସଦାପ୍ରଭୁ ଆପଣା ଦାସ ଶୀଲୋନୀଯ ଅହିଯ ମାଧ୍ଯମ ରେ ଯେଉଁ କଥା କହିଥିଲେ ତଦନୁସା ରେ ବାଶା ୟାରବିଯାମଙ୍କ ବଂଶରୁ ଜଣଙ୍କୁ ଛାଡିଲେ ନାହିଁ। ସେ ସମସ୍ତଙ୍କୁ ସଂହାର କଲେ।

ପ୍ରଥମ ରାଜାବଳୀ 16:3

ତେଣୁ ହେ ବାଶା, ମୁଁ ତୁମ୍ଭକୁ ଓ ତୁମ୍ଭ ପରିବାରକୁ ବିନାଶ କରିବି। ଯେପରି ନବାଟର ପୁତ୍ର ୟାରବିଯାମର ପରିବାରକୁ ଧ୍ବଂସ କରିଥିଲି।

ଦିତୀୟ ରାଜାବଳୀ 9:9

ଆଉ ମଧ୍ଯ ଆମ୍ଭେ ଆହାବ୍ର ବଂଶକୁ ନବାଟର ପୁତ୍ର ୟାରବିଯାମର ବଂଶ ତୁଲ୍ଯ ଓ ଅହିଯର ପୁତ୍ର ବାଶାର ବଂଶ ତୁଲ୍ଯ କରିବା।

ଗୀତସଂହିତା 109:13

ତାଙ୍କର ସବୁ ସନ୍ତାନ-ସନ୍ତତି ମରନ୍ତୁ। ଗୋଟିଏ ପିଢ଼ି ଭିତରେ ତା'ର ନାମକୁ ଲୁପ୍ତ କରିଦିଅନ୍ତୁ।

Interlinear

Choose Theme