Home Bibles ☰ Books ପ୍ରଥମ ରାଜାବଳୀ 15:8 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 15:8 · ଓଡ଼ିଆ ବାଇବେଲ

ଯେତବେେଳେ ଅବିଯାମ ମଲେ ତାଙ୍କୁ ପୁତୃ ଲୋକଙ୍କ ସହିତ ଦାଉଦ ନଗର ରେ କବର ଦିଆଗଲା। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଆସା ପରବର୍ତ୍ତୀ ରାଜା ହେଲେ।

Cross references

ପ୍ରଥମ ରାଜାବଳୀ 2:10

ତା'ପରେ ଦାଉଦଙ୍କର ମୃତ୍ଯୁ ହେଲା ଓ ସେ ଦାଉଦ ନଗର ରେ କବରପ୍ରାପ୍ତ ହେଲେ।

ପ୍ରଥମ ରାଜାବଳୀ 14:1

ସହେି ସମୟରେ ୟାରବିଯାମଙ୍କ ପୁତ୍ର ଅବିଯ ଅତିଶଯ ପୀଡିତ ହେଲେ।

ପ୍ରଥମ ରାଜାବଳୀ 14:31

ରିହବିଯାମଙ୍କ ମୃତ୍ଯୁ ହେଲା ଓ ସେ ନିଜ ପିତୃଲୋକଙ୍କ ସହିତ କବର ପାଇଲା। ସେ ଦାଉଦ ନଗରର ପିତୃଲୋକଙ୍କ କବର ରେ କବର ପାଇଲା। ତାଙ୍କର ମାତା ଅମ୍ମୋନୀଯା ନଯମା ଥିଲେ। ତାଙ୍କ ପରେ ତାଙ୍କ ପୁତ୍ର ଅବିଯାମ ରାଜା ହେଲେ।

ପ୍ରଥମ ବଂଶାବଳୀ 3:9

ଏମାନେ ସମସ୍ତେ ଦାଉଦଙ୍କ ପୁତ୍ରଗଣ ଥିଲେ। ଏହାଛଡ଼ା ତାଙ୍କର ଉପପତ୍ନୀମାନଙ୍କର ମଧ୍ଯ ପୁତ୍ରଗଣ ଥିଲେ। ତାମର ସମାନଙ୍କେର ଭଉଣୀ ଥିଲେ।

ପ୍ରଥମ ବଂଶାବଳୀ 3:10

ଶଲୋମନଙ୍କର ପୁତ୍ର ଥିଲେ ରିହବିଯାମ୍ ଓ ରିହବିଯାମ୍ଙ୍କର ପୁତ୍ର ଥିଲେ ଅବିଯ। ଅବିଯଙ୍କର ପୁତ୍ର ଥିଲେ ଆସା। ଆସାଙ୍କର ପୁତ୍ର ଥିଲେ ଯିହାଶାଫେଟ୍।

ଦିତୀୟ ବଂଶାବଳୀ 14:1

ଅବିଯ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ଶଯନ କଲେ।ଲୋକମାନେ ତାଙ୍କୁ ଦାଉଦଙ୍କ ନଗର ରେ କବର ଦେଲେ। ଏହାପରେ ଅବିଯଙ୍କ ପୁତ୍ର ଆସା, ଅବିଯଙ୍କ ସ୍ଥାନ ରେ ନୂତନ ରାଜା ହେଲେ। ଦଶ ବର୍ଷ ପର୍ୟ୍ଯନ୍ତ ଦେଶ ରେ ଶାନ୍ତି ଅବସ୍ଥାନ କରିଥିଲା।

ମାଥିଉଲିଖିତ ସୁସମାଚାର 1:7

ଶଲମାନେ ରିହବିଯାମଙ୍କ ବାପା।

Interlinear

Choose Theme