ପ୍ରଥମ ରାଜାବଳୀ 15:7 · ଓଡ଼ିଆ ବାଇବେଲ
ଅବିଯାମଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
Cross references
ପ୍ରଥମ ରାଜାବଳୀ 14:29
ରିହବିଯାମଙ୍କ ସମସ୍ତ କାର୍ୟ୍ଯ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଛି।
ଦିତୀୟ ବଂଶାବଳୀ 13:2
ଅବିଯ ୟିରୁଶାଲମ ରେ ତିନିବର୍ଷ ରାଜାରୂପେ ରହିଲେ। ଅବିଯଙ୍କର ମାତା ଥିଲେ ମୀଖାଯା, ସେ ଉରିଯଲଙ୍କେର କନ୍ଯା ଥିଲେ। ଉରିଯଲେ ଗିବିଯା ସହରରୁ ଆସିଥିଲେ। ଅବିଯ ଓ ୟାରବିଯାମ୍ଙ୍କ ମଧିଅରେ ୟୁଦ୍ଧ ଲାଗି ରହିଥିଲା।