ପ୍ରଥମ ରାଜାବଳୀ 15:33 · ଓଡ଼ିଆ ବାଇବେଲ
ଯିହୁଦା ରେ ଆସା ରାଜତ୍ବ କରିବାର ତୃତୀୟ ବର୍ଷ ରେ ଅହିଯଙ୍କ ପୁତ୍ର ବାଶା ଇଶ୍ରାୟେଲର ରାଜା ହେଲେ। ବାଶା ତିର୍ସା ରେ ଚବିଶ ବର୍ଷ ରାଜତ୍ବ କଲେ।
Cross references
ପ୍ରଥମ ରାଜାବଳୀ 14:17
ଏହାପରେ ୟାରବିଯାମଙ୍କ ପତ୍ନୀ ଉଠି ଗ୍ଭଲିଗଲା ଓ ତିର୍ସା ରେ ଉପସ୍ଥିତ ହେଲା। ସେ ଗୃହର ଦ୍ବାରବନ୍ଧ ନିକଟରେ ପହଞ୍ଚୁ ନପହଞ୍ଚୁଣୁ ତା'ର ପୁତ୍ର ମଲା।
ପ୍ରଥମ ରାଜାବଳୀ 16:8
ଯିହୁଦା ରେ ଆସାର ଛବିଶ୍ ବର୍ଷ ରାଜତ୍ବ କାଳ ରେ ବାଶାର ପୁତ୍ର ଏଲା ତିର୍ସା ରେ ଇଶ୍ରାୟେଲ ଉପରେ ଦୁଇବର୍ଷ ରାଜତ୍ବ କଲେ।
ଦିତୀୟ ବଂଶାବଳୀ 15:19
ଆସାଙ୍କ ରାଜତ୍ବର ପଞ୍ଚତିରିଶତମ ବର୍ଷ ପର୍ୟ୍ଯନ୍ତ ଆଉ ୟୁଦ୍ଧ ହେଲା ନାହିଁ।