Home Bibles ପ୍ରଥମ ରାଜାବଳୀ 15:34 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 15:34 · ଓଡ଼ିଆ ବାଇବେଲ

ମାତ୍ର ବାଶା ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ। ସେ ୟାରବିଯାମଙ୍କ ପରି ପାପ କରି ଚାଲିଲେ। ୟାରବିଯାମ ଇଶ୍ରାୟେଲର ଲୋକମାନଙ୍କର ପାପ କରିବାର କାରଣ ହେଲେ।

Cross references

ପ୍ରଥମ ରାଜାବଳୀ 12:28

ତହୁଁ ରାଜା ତାଙ୍କର ଉପଦେଷ୍ଟାମାନଙ୍କ ସହିତ ବିଗ୍ଭର ବିମର୍ଷ କଲେ ଓ ସମାନେେ ତାଙ୍କୁ ଦୁଇଟି ସୁବର୍ଣ୍ଣର ଗୋବତ୍ସ ନିର୍ମାଣ କରିବାକୁ କହିଲେ। ପୁଣି ସେ ଲୋକମାନଙ୍କୁ କହିଲେ, ତୁମ୍ଭର ୟିରୁଶାଲମକୁ ଉପାସନା କରିବା ପାଇଁ ୟିବା ଦରକାର ନାହିଁ। ହେ ଇଶ୍ରାୟେଲର ସନ୍ତାନଗଣ, ତୁମ୍ଭ ଦବେତାମାନଙ୍କୁ ଦେଖ, ସମାନେେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ।

ପ୍ରଥମ ରାଜାବଳୀ 13:33

ଏ ଘଟଣା ପରେ ମଧ୍ଯ ରାଜା ୟାରବିଯାମ କୌଣସି ପରିବର୍ତ୍ତନ ହେଲନୋହିଁ। ସେ ନାନା ମନ୍ଦକର୍ମ କରି ଚାଲିଲେ। ସେ ପୁନର୍ବାର ସମସ୍ତ ପରିବାରବର୍ଗରୁ ଉଚ୍ଚସ୍ଥଳୀର ଯାଜକ ନିୟୁକ୍ତି କଲେ। ଯେଉଁ ଲୋକ ଉଚ୍ଚସ୍ଥଳୀର ଯାଜକ ହବୋକୁ ଇଚ୍ଛା କଲା, ସେ ତାକୁ ନିୟୁକ୍ତି କଲେ।

ପ୍ରଥମ ରାଜାବଳୀ 14:16

ୟାରବିଯାମ ନିଜେ ପାପସବୁ କରିଛି ଓ ଇଶ୍ରାୟେଲ ଲୋକମାନଙ୍କୁ ପାପ କରାଇଲେ। ତେଣୁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ପରାଜିତ କରିବାକୁ ଦବେେ।

ପ୍ରଥମ ରାଜାବଳୀ 15:26

ସଦାପ୍ରଭୁଙ୍କ ଦୃଷ୍ଟି ରେ ନାଦବ୍ ବହୁ କୁକର୍ମ କଲେ। ସେ ନିଜର ପିତା ୟାରବିଯାମଙ୍କ ପରି ପାପ କଲେ, ୟିଏ ଇଶ୍ରାୟେଲର ଲୋକମାନଙ୍କର ପାପ କରିବାର କାରଣ ହେଲେ।

ଯିଶାଇୟ 1:4

ଇଶ୍ରାୟେଲ ଗୋଷ୍ଠୀ ପାପ ରେ ପରିପୂର୍ଣ୍ଣ। ସମାନେେ ଅଧର୍ମ ଓ ପାପ ରେ ଭାରାକ୍ରାନ୍ତ। ସମାନେେ ଏକ ଭ୍ରଷ୍ଟାଚାରୀ ବଂଶ ଦୁଷ୍କର୍ମକାରୀ ସନ୍ତାନଗଣ। ସମାନେେ ସଦାପ୍ରଭୁଙ୍କୁ ପରିତ୍ଯାଗ କରିଛନ୍ତି। ସମାନେେ ଇଶ୍ରାୟେଲର ପବିତ୍ର ପୁରୁଷଙ୍କୁ ଅବଜ୍ଞା କରିଛନ୍ତି। ସମାନେେ ତାଙ୍କୁ ଜଣେ ଅଜଣାବ୍ଯକ୍ତି ପରି ବ୍ଯବହାର କରିଛନ୍ତି ଓ ଛାଡ଼ି ଚାଲିୟାଇଛନ୍ତି।

Interlinear

Choose Theme