ଆସା ଓ ତାଙ୍କର ପିତା କିଛି ଧନ ପରମେଶ୍ବରଙ୍କୁ ଦେଲେ। ସମାନେେ ସମାନଙ୍କେର ସୁବର୍ଣ୍ଣ ଓ ରେ ୗପ୍ୟ ଉପହାରଗୁଡିକ ଓ ଅନ୍ଯାନ୍ଯ ସାମଗ୍ରୀଗୁଡିକ ସଦାପ୍ରଭୁଙ୍କ ମନ୍ଦିର ରେ ଦେଲେ।
Cross references
ଏହିରୂଲପ ସଦାପ୍ରଭୁଙ୍କ ମନ୍ଦିରର ସମସ୍ତ କାର୍ୟ୍ଯ ରାଜା ଶଲଲାମନ ସଂପୂର୍ଣ କଲଲ।ସସ ମନ୍ଦିର ନିମନ୍ଲତ ଉତ୍ସର୍ଗିତ କରିଥିବା ସମସ୍ତ ସାମଗ୍ରୀ, ଯଥା: ରୂପା, ସୁନା ଓ ପାତ୍ରଗୁଡିକ ତାଙ୍କ ପ୍ରତି ଦାଉଦଙ୍କ ଦ୍ବାରା ସଦାପ୍ରଭୁଙ୍କ ମନ୍ଦିରରସକାଷାଗରସର ରଖିଲଲ।
ଦାଉଦ ଯେଉଁ ସମସ୍ତ ବସ୍ତୁ ମନ୍ଦିର ନିମନ୍ତେ ସଂଗ୍ରହ କରିଥିଲେ, ଶ ଲୋମୀତ୍ ଓ ତାଙ୍କର ଆତ୍ମୀଯମାନେ ତାହାର ଦାଯିତ୍ବ ରେ ଥିଲେ।
ଆସା ଏବଂ ତାଙ୍କ ସୈନ୍ଯଦଳ ଇଥିଓପିଯ ସୈନ୍ଯଦଳଙ୍କ ପେଛ ପେଛ ଗରାର୍ ସହର ପର୍ୟ୍ଯନ୍ତ ଗୋଡ଼ାଇଲେ। ବହୁ ସଂଖ୍ଯକ ସୈନ୍ଯଗଣ ସାଂଘାତିକ ଭାବରେ କ୍ଷତାକ୍ତ ହେଲେ ଏବଂ ଆରୋଗ୍ୟ ହାଇପୋରିଲେ ନାହିଁ। ସମାନେେ ସଦାପ୍ରଭୁ ଓ ତାଙ୍କ ସୈନ୍ଯଦଳ ଦ୍ବାରା ଚୂର୍ଣ୍ଣ ବିଚୂର୍ଣ୍ଣ ହାଇଗେଲେ ଆସା ଓ ତାଙ୍କର ସୈନ୍ଯଦଳ ଶତ୍ରୁମାନଙ୍କଠାରୁ ଅନକେ ବହୁମୂଲ୍ଯ ପଦାର୍ଥ ଲୁଟି ନେଲେ।
ଆଉ, ଆସା, ତାଙ୍କର ପିତା ଓ ସେ ନିଜେ ଦଇେଥିବା ପବିତ୍ର ଭଟେୀସବୁକୁ ପରମେଶ୍ବରଙ୍କ ମନ୍ଦିର ରେ ଆଣି ରଖିଲେ। ସହେି ବସ୍ତୁଗୁଡ଼ିକ ରୂପା ଓ ସୁନା ରେ ନିର୍ମିତ ହାଇେଥିଲା।