ପ୍ରଥମ ରାଜାବଳୀ 15:16 · ଓଡ଼ିଆ ବାଇବେଲ
ପୁଣି ଆସା ଯିହୁଦା ରେ ରାଜତ୍ବ କଲା ବେଳେ ୟାବଜ୍ଜୀବନ ଇଶ୍ରାୟେଲର ରାଜା ବାଶାଙ୍କ ସହିତ ୟୁଦ୍ଧ ରେ ରତ ରହିଲେ।
Cross references
ପ୍ରଥମ ରାଜାବଳୀ 14:30
ରିହବିଯାମ ଓ ୟାରବିଯାମ ସର୍ବଦା ପରସ୍ପର ମଧିଅରେ ୟୁଦ୍ଧ ରେ ରତ ରହୁଥିଲେ।
ପ୍ରଥମ ରାଜାବଳୀ 15:6
ରିହବିଯାମ ଓ ୟାରବିଯାମ ସର୍ବଦା ପରସ୍ପର ବିରୁଦ୍ଧ ରେ ୟୁଦ୍ଧ ରେ ରତ ରହୁଥିଲେ।
ପ୍ରଥମ ରାଜାବଳୀ 15:32
ଆସା ଓ ବାଶାଙ୍କ ମଧିଅରେ ସମାନଙ୍କେ ୟାବଜ୍ଜୀବନ ୟୁଦ୍ଧ ଲାଗି ରହିଲା।
ଦିତୀୟ ବଂଶାବଳୀ 15:19
ଆସାଙ୍କ ରାଜତ୍ବର ପଞ୍ଚତିରିଶତମ ବର୍ଷ ପର୍ୟ୍ଯନ୍ତ ଆଉ ୟୁଦ୍ଧ ହେଲା ନାହିଁ।
ଦିତୀୟ ବଂଶାବଳୀ 16:1
ଆସା ରାଜା ହବୋର ଛତିଶ୍ତମ ବର୍ଷ ରେ, ବାଶା ଯିହୁଦା ଦେଶକୁ ଆକଅମଣ କଲେ। ବାଶା ଇଶ୍ରାୟେଲର ରାଜା ଥିଲେ। ସେ ରାମା ସହରକୁ ଗଲେ ଓ ତାହାକୁ ଏକ ଦୁର୍ଗ ରେ ପରିଣତ କଲେ। ଯିହୁଦାର ରାଜା ଆସାଙ୍କ ନିକଟକୁ ୟିବା ଆସିବା କରୁଥିବା ଲୋକମାନଙ୍କୁ ସ୍ଥଗିତ କରାଇବାର ଏକ ସ୍ଥାନରୂପେ ବାଶା ରାମା ସହରକୁ ବ୍ଯବହାର କଲେ।