Home Bibles ପ୍ରଥମ ରାଜାବଳୀ 10:4 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 10:4 · ଓଡ଼ିଆ ବାଇବେଲ

ଶିବାର ରାଣୀ ଜାଣିଲେ ଶଲୋମନ ଅତି ଜ୍ଞାନୀ ଓ ସେ ମଧ୍ଯ ତାଙ୍କର ନୂତନ ପ୍ରାସାଦ ଦେଖିଲେ।

Cross references

ପ୍ରଥମ ରାଜାବଳୀ 3:28

ଇଶ୍ରାୟେଲର ସମଗ୍ର ଲୋକେ ରାଜାଙ୍କର ନ୍ଯାଯ ବିଗ୍ଭର ଶୁଣିଲେ ଓ ତାଙ୍କୁ ଭକ୍ତି ଓ ସମ୍ମାନ କଲେ। କାରଣ ସମାନେେ ଜାଣିଲେ ରାଜାଙ୍କର ବିଗ୍ଭର କରିବା ନିମନ୍ତେ ତାଙ୍କ ହୃଦଯ ରେ ପରମେଶ୍ବରଙ୍କ ଦତ୍ତ ଜ୍ଞାନ ରହିଛି।

ପ୍ରଥମ ରାଜାବଳୀ 4:29

ପରମେଶ୍ବର ଶ ଲୋମନଙ୍କୁ ଅତିଶଯ ଜ୍ଞାନୀ ଓ ବୁଦ୍ଧିମାନ କଲେ। ତାଙ୍କର ଜ୍ଞାନ ଅନ୍ତଦୃଷ୍ଟି ଓ ମହତ ବୁଝାମଣା ସମୁଦ୍ରବାଲୁକା ସଦୃଶ ଅକଳନ ହେଲା।

ପ୍ରଥମ ରାଜାବଳୀ 6:1

ଇଶ୍ରାୟେଲୀୟମାନେ ମିଶର ପରିତ୍ଯାଗ କରିବା ପରେ ଶଲୋମନଙ୍କର ଇଶ୍ରାୟେଲ ଉପରେ ରାଜତ୍ବର ଚତୁର୍ଥ ବର୍ଷ ରେ ଓ ସିବ୍ ନାମକ ବର୍ଷର ଦ୍ବିତୀୟ ମାସ ରେ ସେ ସଦାପ୍ରଭୁଙ୍କ ସମ୍ମାନାର୍ଥେ 480 ବର୍ଷ ପର୍ୟ୍ଯନ୍ତ ମନ୍ଦିର ନିର୍ମାଣ କାର୍ୟ୍ଯ ଲାଗିଲା।

ଦିତୀୟ ବଂଶାବଳୀ 9:3

ଶିବାର ରାଣୀ ଶ ଲୋମନଙ୍କର ଜ୍ଞାନ ଓ ତାଙ୍କ ନିର୍ମିତ ଗୃହ ଦେଖିଲେ।

ଉପଦେଶକ 12:9

ଉପଦେଶକ ଜ୍ଞାନବାନ ହବୋରୁ ଲୋକମାନଙ୍କୁ ନିତ୍ଯ ଜ୍ଞାନ ଶିକ୍ଷା ମିଳିଲା। ପୁଣି ସେ ଅନୁଧ୍ଯାନ କରି ଓ ଅନୁସନ୍ଧାନ କରି ଅନକେ ହିତାପଦେେଶ ସଂଗ୍ରହ କଲେ।

ମାଥିଉଲିଖିତ ସୁସମାଚାର 12:42

ଯେଉଁ ଦିନ ବିଚ଼ାର ହବେ ସେ ଦିନ ଦକ୍ଷିଣର ରାଣୀ ପର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆ ହବେେ ଏବଂ ସେ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ। କାରଣ ସେ ଶଲମାନଙ୍କେ ଜ୍ଞାନର କଥା ଶୁଣିବା ପାଇଁ ବହୁତ ଦୂରରୁ ଆସିଥିଲେ। ଏବଂ ମୁଁ ତୁମ୍ଭକୁ କହୁଛି ଯେ ମୁଁ ଶଲମାନଙ୍କେଠାରୁ ଅଧିକ ମହାନ୍।

Interlinear

Choose Theme