Home Bibles ☰ Books କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 8:6 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 8:6 · ଓଡ଼ିଆ ବାଇବେଲ

କିନ୍ତୁ ଆମ୍ଭ ପାଇଁ ଜଣେ ପରମେଶ୍ବର ଅଛନ୍ତି। ସେ ଆମ୍ଭର ପରମପିତା। ସମସ୍ତ ବିଷୟ ତାହାଙ୍କଠାରୁ ଆ ସେ, ଓ ଆମ୍ଭେ ତାହାଙ୍କ ପାଇଁ ଜୀବିତ ଅଛୁ। ପ୍ରଭୁ କବଳେ ଜଣେ। ସେ ଯୀଶୁଖ୍ରୀଷ୍ଟ ଅଟନ୍ତି। ପ୍ରେତ୍ୟକକ ବିଷୟ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ନିର୍ମିତ, ଓ ସେ ଆମ୍ଭମାନଙ୍କୁ ଜୀବନ ଦଇେଛନ୍ତି।

Cross references

ଦିତୀୟ ବିବରଣ 6:4

ହେ, ଇଶ୍ରାୟେଲ ଶକ୍ସ୍ଟଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଏକମାତ୍ର ସଦାପ୍ରଭୁ ଅଟନ୍ତି।

ଯୂନସ 1:9

ୟୂନସ ସହେି ନାବିକମାନଙ୍କୁ କହିଲେ, ମୁଁ ଜଣେ ହିବ୍ରୁ ଏବଂ ସଦାପ୍ରଭୁଙ୍କୁ ଉପାସନା କରେ ୟିଏକି ସ୍ବର୍ଗର ପରମେଶ୍ବର। ସହେି ହେଉଛନ୍ତି ପରମେଶ୍ବର ୟିଏକି ସମୁଦ୍ର ଓ ଦେଶର ସୃଷ୍ଟିକର୍ତ୍ତା।

ମଲାଖୀ 2:10

ପରମେଶ୍ବର ଆମ୍ଭ ସମସ୍ତଙ୍କର ପିତା ଓ ଆମ୍ଭ ସମସ୍ତଙ୍କର ସୃଷ୍ଟିକର୍ତ୍ତା। ତେଣୁ କାହିଁକି ଆମ ମଧ୍ଯରୁ କହେି ଜଣେ ଅନ୍ୟ ଜଣକୁ ପ୍ରତାରଣା କରୁଛି? କାହିଁକି ଆମ୍ଭମାନେେ ଜଣେ ଅନ୍ୟ ଜଣ ପ୍ରତି ଅବିଶ୍ବସ୍ତ? କାହିଁକି ପରମେଶ୍ବର ଯେଉଁ ଚୁକ୍ତି ଆମ୍ଭ ପୂର୍ବପୁରୁଷଙ୍କ ସହିତ କରିଥିଲେ, ଆମ୍ଭମାନେ ତାହା ଭାଙ୍ଗୁଛୁ?

ମାଥିଉଲିଖିତ ସୁସମାଚାର 11:27

ମାରେ ପରମ ପିତା ମାେତେ ସବୁକିଛ ଦଇେଛନ୍ତି। ପରମପିତାଙ୍କ ଛଡା ପୁତ୍ରଙ୍କୁ ଅନ୍ଯକହେି ଜାଣିନାହାଁନ୍ତି। ପୁତ୍ରଙ୍କ ଛଡା କହେି ପରମପିତାଙ୍କୁ ପ୍ରକୃତ ରେ ଜାଣିନାହାଁନ୍ତି। ଆଉ ପୁତ୍ର ଯେଉଁମାନଙ୍କୁ ମନନେୀତ କରିବେ, ସହେିମାନେ କବଳେ ପରମପିତାଙ୍କ ନିକଟରେ ପ୍ରକାଶିତ ହବେେ।

ମାଥିଉଲିଖିତ ସୁସମାଚାର 28:18

ତେଣୁ ଯୀଶୁ ସମାନଙ୍କେ ପାଖକୁ ଆସି କହିଲେ, ସ୍ବର୍ଗ ଓ ପୃଥିବୀର ସମସ୍ତ ଅଧିକାର ମାେତେ ଦିଆ ଯାଇଛି।

ଯୋହନଲିଖିତ ସୁସମାଚାର 1:3

ତାହାଙ୍କ ଦ୍ବାରା ସବୁ କିଛି ସୃଷ୍ଟି ହାଇେଛି। ଏହି ସଂସାର ରେ ଏପରି କିଛି ବସ୍ତୁ ନାହିଁ, ଯାହା ତାହାଙ୍କ ଦ୍ବାରା ସୃଷ୍ଟି ହାଇେ ନାହିଁ।

ଯୋହନଲିଖିତ ସୁସମାଚାର 5:20

ପିତା ପୁତ୍ରକୁ ପ୍ ରମେ କରନ୍ତି। ପିତା ନିଜେ କରିଥିବା ପ୍ରେତ୍ୟକକ କାର୍ୟ୍ଯ ପୁତ୍ରକୁ ଦଖାେନ୍ତି। ଏହି ରୋଗୀଟି ସୁସ୍ଥ ହାଇଗେଲା। ଆଉ ତୁମ୍ଭମାନେେ ଯେପରି ଆଶ୍ଚର୍ୟ୍ଯାନ୍ବିତ ହୁଅ, ଏ ନିମନ୍ତେ ପିତା ପୁତ୍ରଙ୍କୁ ଏହାଠାରୁ ଆହୁରି ମହତ୍ କର୍ମ ଦଖାଇବେେ।

ଯୋହନଲିଖିତ ସୁସମାଚାର 10:30

ପରମପିତା ଓ ମୁଁ ଏକ।

ଯୋହନଲିଖିତ ସୁସମାଚାର 13:13

ତୁମେ ମାେତେ 'ଗୁରୁ' ଓ 'ପ୍ରଭୁ' କହୁଛ। ଅବଶ୍ଯ, ଏହା ଠିକ୍, କାରଣ ମୁଁ ତାହା ଅଟେ।

ଯୋହନଲିଖିତ ସୁସମାଚାର 14:9

ଯୀଶୁ ଉତ୍ତର ଦେଲେ, ଫିଲିପ୍ପ, ମୁଁ ତୁମ୍ଭ ସହିତ ଦୀର୍ଘ ସମୟଧରି ରହିଛି। ସେଥିପାଇଁ ତୁମ୍ଭେ ମାେତେ ଜାଣିବା ଉଚିତ। ମାେତେ ୟିଏ ଦେଖିଛି, ସେ ପରମପିତାଙ୍କୁ ମଧ୍ଯ ଦେଖିଛି। ତେଣୁ ତୁମ୍ଭେ ମାେତେ କାହିଁକି କହୁଛ, 'ଆମ୍ଭକୁ ପରମପିତାଙ୍କୁ ଦଖାେଅ?'

ଯୋହନଲିଖିତ ସୁସମାଚାର 14:20

ତୁମ୍ଭେ ସଦେିନ ଜାଣିବ ଯେ, ମୁଁ ପରମପିତାଙ୍କଠା ରେ ରହିଛି। ତୁମ୍ବେ ଜାଣିବ ଯେ, ତୁମ୍ଭେ ମାେ'ଠା ରେ ଓ ମୁଁ ତୁମ୍ଭଠା ରେ ଅଛି।

ଯୋହନଲିଖିତ ସୁସମାଚାର 17:3

ମ୍ଭେ ଯେ ଏକମାତ୍ର ସତ୍ଯ ପରମେଶ୍ବର, ତୁମ୍ଭଙ୍କୁ ଓ ଯାହାଙ୍କୁ ତୁମ୍ଭେ ପଠାଇଛ, ସହେି ଯୀଶୁଖ୍ରୀଷ୍ଟଙ୍କୁ ଜାଣିବାହିଁ ଅନନ୍ତଜୀବନ ଅଟେ।

ଯୋହନଲିଖିତ ସୁସମାଚାର 17:21

ହେ ପରମପିତା, ମୁଁ ତୁମ୍ଭଠା ରେ ପ୍ରାର୍ଥନା କରେ ଯେପରି ମାେ ଉପରେ ବିଶ୍ବାସ ରଖୁଥିବା ଲୋକମାନେ ଏକ ହାଇପୋରିବେ। ତୁମ୍ଭେ ମାଠାେ ରେ ରହିଛ ଓ ମୁଁ ତୁମ୍ଭଠା ରେ ଅଛି। ମୁଁ ପ୍ରାର୍ଥନା କରେ, ଏହି ଲୋକମାନେ ଆମ୍ଭଠା ରେ ଯେପରି ଏକ ହାଇେ ପାରିବେ। ତଦ୍ଦ୍ବାରା ଜଗତ ବିଶ୍ବାସ କରିବ, ଯେ ତୁମ୍ଭେ ମାେତେ ପଠାଇଅଛ।

ଯୋହନଲିଖିତ ସୁସମାଚାର 20:17

ଯୀଶୁ ତାହାଙ୍କୁ କହିଲେ, ମାେତେ ଧର ନାହିଁ। ମୁଁ ଏ ପର୍ୟ୍ଯନ୍ତ ପରମପିତାଙ୍କ ପାଖକୁ ଯାଇନାହିଁ। କିନ୍ତୁ ତୁମ୍ଭେ ଯାଇ ମାରେ ଭାଇମାନଙ୍କୁ କୁହ ଯେ, ମୁଁ ମାରେ ଓ ତୁମ୍ଭର ପରମପିତାଙ୍କ ପାଖକୁ ଫରେିଯାଉଛି। ମୁଁ ମାରେ ଓ ତୁମ୍ଭର ପରମେଶ୍ବରଙ୍କ ପାଖକୁ ଯାଉଅଛି।

Interlinear

Choose Theme