Cross references
ସହେିଦିନ ସଦାପ୍ରଭୁ ସମଗ୍ର ପୃଥିବୀ ଉପ ରେ ରାଜା ହବେେ। କବଳେ ସଠାେ ରେ ଜଣେ ସଦାପ୍ରଭୁ ଓ ତାଙ୍କର ଗୋଟିଏ ମାତ୍ର ନାମ ରହିବ।
ତେଣୁ ଯାଅ ଓ ସବୁ ଦେଶର ଲୋକମାନଙ୍କୁ ମାରେ ଶିଷ୍ଯ କର। ପରମପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମ ରେ ତୁମ୍ଭମାନେେ ସମାନଙ୍କେୁ ବାପ୍ତିସ୍ମ ଦିଅ।
ତେଣୁ ଇଶ୍ରାୟେଲର ସମସ୍ତେ ଏହା ଭଲ ଭାବରେ ଜାଣନ୍ତୁ ଯେ, ଏହି ଯେଉଁ ଯୀଶୁଙ୍କୁ ତୁମ୍ଭମାନେେ କୃଶ ରେ ବିଦ୍ଧ କରିଛ, ଇଶ୍ବର ତାହାଙ୍କୁ ପ୍ରଭୁ ଓ ମଶୀହ ପଦ ରେ ନିୟୁକ୍ତ କରିଛନ୍ତି।
ପରମେଶ୍ବର ଇଶ୍ରାୟେଲ ଲୋକମାନଙ୍କ ପାଖକୁ ତାହାଙ୍କ ସମାଚ଼ାର ପଠାଇଥିଲେ। ସେ ମଧ୍ଯ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ତାହାଙ୍କର ଶାନ୍ତି ସୁସମାଚ଼ାର ପଠାଇଛନ୍ତି। ସେ ସମସ୍ତଙ୍କର ପ୍ରଭୁ।
ପରମେଶ୍ବର ହେଉଛନ୍ତି ମାତ୍ର ଜଣେ, ସେ ଯିହୂଦୀ ମାନଙ୍କୁ ସମାନଙ୍କେ ବିଶ୍ବାସ ଆଧାର ରେ ତାହାଙ୍କ ସହିତ ଧାର୍ମିକ କରିବେ। ଅଣଯିହୂଦୀମାନଙ୍କୁ ମଧ୍ଯ ସମାନଙ୍କେର ବିଶ୍ବାସ ପାଇଁ ସେ ଧାର୍ମିକ କରିବେ।
ତୁମ୍ଭମାନେେ କଣ ମନେ ରଖିଛ କି ଯେତବେେଳେ ଆମ୍ଭେ ସମସ୍ତେ ବାପ୍ତିଜିତ ହେଲୁ, ସେତବେେଳେ ଯୀଶୁଖ୍ରୀଷ୍ଟଙ୍କର ଅଂଶ ହାଇଗେଲୁ। ଆମ୍ଭର ବାପ୍ତିଜିତ ହବୋ ରେ ଆମ୍ଭେ ତାହାଙ୍କର ମୃତ୍ଯୁର ମଧ୍ଯ ଭାଗୀଦାର ହେଲୁ।
ଆମ୍ଭେ ଜୀବିତ ରହିଲେ ପ୍ରଭୁଙ୍କ ପାଇଁ ଜୀବିତ ରହୁ ଓ ମୃତ୍ଯୁବରଣ କଲେ ମଧ୍ଯ ତାହାଙ୍କ ପାଇଁ ମୃତ୍ଯୁ ବରଣ କରୁ। ତା ହେଲେ ଜୀବିତ ରହୁ ବା ମୃତ୍ଯୁ ବରଣ କରୁ, ଆମ୍ଭେ ପରମେଶ୍ବରଙ୍କର ହିଁ ଅଟୁ।
କରିନ୍ଥଠା ରେ ଥିବା ପରମେଶ୍ବରଙ୍କ ମଣ୍ଡଳୀ, ପୁଣି ଯେଉଁମାନେ ଖ୍ରୀଷ୍ଟଯୀଶୁଙ୍କଠା ରେ ପବିତ୍ର କରାଯାଇଛନ୍ତି ସମାନଙ୍କେ ନିକଟକୁ ଏହି ପତ୍ର ଲଖାେ ଯାଉଅଛି। ତୁମ୍ଭମାନେେ ଈଶ୍ବରଙ୍କ ପବିତ୍ର ଲୋକ ହବୋ ନିମନ୍ତେ ଆହୂତ ହାଇେଅଛ। ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମ ରେ ସର୍ବତ୍ର ଯେଉଁମାନେ ବିଶ୍ବାସ କରନ୍ତି ଏପରି ସବୁ ଖ୍ରୀଷ୍ଟବିଶ୍ବାସୀଙ୍କ ସହିତ ତୁମ୍ଭମାନେେ ଆହୂତ ହାଇେଅଛ।
ଖ୍ରୀଷ୍ଟଙ୍କୁ ଭାଗଭାଗ କରାଯାଇ ନ ପା ରେ। ପାଉଲ କ'ଣ ତୁମ୍ଭମାନଙ୍କ ପାଇଁ କୃଶ ଉପରେ ପ୍ରାଣ ତ୍ଯାଗ କରିଥିଲେ କି ? ନା ! ତୁମ୍ଭମାନେେ କ'ଣ ପାଉଲଙ୍କ ନାମ ରେ ବାପ୍ତିଜିତ ହାଇେଛି ? ନା !
କିନ୍ତୁ ଆମ୍ଭ ପାଇଁ ଜଣେ ପରମେଶ୍ବର ଅଛନ୍ତି। ସେ ଆମ୍ଭର ପରମପିତା। ସମସ୍ତ ବିଷୟ ତାହାଙ୍କଠାରୁ ଆ ସେ, ଓ ଆମ୍ଭେ ତାହାଙ୍କ ପାଇଁ ଜୀବିତ ଅଛୁ। ପ୍ରଭୁ କବଳେ ଜଣେ। ସେ ଯୀଶୁଖ୍ରୀଷ୍ଟ ଅଟନ୍ତି। ପ୍ରେତ୍ୟକକ ବିଷୟ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ନିର୍ମିତ, ଓ ସେ ଆମ୍ଭମାନଙ୍କୁ ଜୀବନ ଦଇେଛନ୍ତି।
ସବୋ ମଧ୍ଯ ଅନକେ ପ୍ରକାରର, ମାତ୍ର ଆମ୍ଭେ ଯାହାଙ୍କର ସବୋ କରୁ, ସହେି ପ୍ରଭୁ ଏକ ଅଟନ୍ତି।
ଆମ୍ଭ ଭିତରୁ କେତକେ ହେଉଛୁ ୟିହୁଦୀ, କେତକେ ଅଣୟିହୁଦୀ, ଆମ୍ଭ ଭିତରୁ କେତକେ କ୍ରୀତଦାସ ଓ କେତକେ ସ୍ବାଧୀନ। କିନ୍ତୁ ଆମ୍ଭମାନେେ ସମସ୍ତେ ଗୋଟିଏ ଆତ୍ମା ଦ୍ବାରା ଏକ ଶରୀର ହବୋ ଉଦ୍ଦେଶ୍ଯ ରେ ବାପ୍ତିଜିତ ପ୍ରାପ୍ତ ହାଇେ ଅଛୁ। ଆମ୍ଭ ସମସ୍ତଙ୍କୁ ଗୋଟିଏ ଆତ୍ମା ମଧ୍ଯ ପ୍ରଦାନ କରାଯାଇଛି।
କାରଣ ଆମ୍ଭେ ଯେଉଁ ଯୀଶୁଙ୍କ ପ୍ରଚାର କରିଛୁ, ତାହାଠାରୁ ଭିନ୍ନ କଥା କହେି ଯୀଶୁଙ୍କର ବିଷୟ ରେ ପ୍ରଚାର କଲେ, ଅଥବା ଆମ୍ଭଠାରୁ ଯେଉଁ ପବିତ୍ର ଆତ୍ମା ବା ସୁସମାଚାର ବିଷୟ ରେ ତୁମ୍ଭମାନେେ ଶୁଣିଛ, ତା'ଠାରୁ ଭିନ୍ନ ଅନ୍ୟ ଆତ୍ମା ବା ସୁସମାଚାର ବିଷୟ ରେ ଯେତବେେଳେ ସମାନେେ କୁହନ୍ତି, ସେତବେେଳେ ତୁମ୍ଭମାନେେ ର୍ଧୈୟ୍ଯ ପୂର୍ବକ ସମାନଙ୍କେ ଠାରୁ ଶୁଣୁଛ।
ଅଳ୍ପକ୍ଷଣ ପୂର୍ବରୁ ପରମେଶ୍ବର ତାହାଙ୍କର ଅନୁଗମନ କରିବା ନିମନ୍ତେ ତୁମ୍ଭମାନଙ୍କୁ ତାହାଙ୍କ ଅନୁଗ୍ରହ ରେ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ଡ଼ାକିଥିଲେ। କିନ୍ତୁ ଏବେ ମୁଁ ଏହା ଜାଣି ଅତି ଆଶ୍ଚର୍ୟ୍ଯ ହଲିେ ଯେ, ତୁମ୍ଭମାନେେ ସହେି ପରମେଶ୍ବରଙ୍କଠାରୁ ଦୂ ରଇେ ଯାଇ, କୌଣସି ଅନ୍ୟ ସୁସମାଚାରକୁ ବିଶ୍ବାସ କରୁଛ।
ଖ୍ରୀଷ୍ଟ ଯୀଶୁଙ୍କଠା ରେ ବିଶ୍ବାସ ଦ୍ବାରା ତୁମ୍ଭେ ସମସ୍ତେ ପରମେଶ୍ବରଙ୍କ ସନ୍ତାନଗଣ ଅଟ।
ଆତ୍ମାଙ୍କ ସାହାୟ୍ଯ ରେ ଆମେ ଏଥି ପାଇଁ ଅପେକ୍ଷା କରି ରହିଛୁ। ଯଦି କହେି ଖ୍ରୀଷ୍ଟ ଯୀଶୁଙ୍କଠା ରେ ଅଛି, ତା ହେଲେ ସେ ସୁନ୍ନତ ହାଇେଛି ନା ନାହିଁ, ଏହା ମହତ୍ବପୂର୍ଣ୍ଣ ନୁହେଁ। ମହତ୍ବପୂର୍ଣ୍ଣ ବିଷୟ ହେଲା, ପ୍ ରମଜେନକ ବିଶ୍ବାସ, ଯାହା କାର୍ୟ୍ଯ ରେ ପରିପ୍ରକାଶ ହୁଏ।
ସମସ୍ତ ଲୋକେ ପରମେଶ୍ବରଙ୍କ ପୁତ୍ରଙ୍କ ବିଷୟକ ସମାନ ବିଶ୍ବାସ ଓ ସମାନ ଜ୍ଞାନ ସହିତ ଏକତ୍ର ହବୋ ପର୍ୟ୍ଯନ୍ତ ଏହି କାମ ଚାଲିଥିବା ନିତାନ୍ତ ଆବଶ୍ଯକ, ଯେପର୍ୟ୍ଯନ୍ତ ଆମ୍ଭେ ଖ୍ରୀଷ୍ଟଙ୍କ ସଦୃଶ ସିଦ୍ଧ ଓ ସମ୍ପୂର୍ଣ୍ଣ ନ ହାଇେଛୁ, ସେ ପର୍ୟ୍ଯନ୍ତ ଆମ୍ଭକୁ ବୃଦ୍ଧି ପାଇ ପୂର୍ଣ୍ଣବୟସ୍କ ହବୋକୁ ପଡ଼ିବ।
ଅତଏବ ପ୍ରେତ୍ୟକକ ଲୋକ ଯୀଶୁଖ୍ରୀଷ୍ଟ ଯେ ପ୍ରଭୁ ଏହା ସ୍ବୀକାର କରିବେ। ଏହା ସମାନେେ କହିବା ଦ୍ବାରା ପିତା ପରମେଶ୍ବରଙ୍କର ଗୌରବ ହବେ।
ମୁଁ ମାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା ହତେୁ, ଅନ୍ୟ ସମସ୍ତ ବିଷୟକୁ ଏବେ ତୁଚ୍ଛ ମନକରେେ, ସଗେୁଡ଼ିକ ମାେ ପାଇଁ ମୂଲ୍ଯହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଯେଉଁ ବିଷୟଗୁଡ଼ିକୁ ମହତ୍ବପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ଯାଗ କରିଛି। ମୁଁ ଏବେ ଜାଣେ ଯେ ସଗେୁଡ଼ିକ ମୂଲ୍ଯହୀନ ସଢ଼ାକୁଟା ପରି।
ପରମେଶ୍ବରଙ୍କ ସବେକ, ଓ ଯୀଶୁଖ୍ରୀଷ୍ଟଙ୍କ ପ୍ ରରେିତ ପାଉଲଙ୍କଠାରୁ ପତ୍ର। ପରମେଶ୍ବରଙ୍କ ମନୋନୀତ ଲୋକମାନଙ୍କ ବିଶ୍ବାସ ରେ ସାହାୟ୍ଯ କରିବା ପାଇଁ ମାେତେ ପଠାଯାଇଛି। ସତ୍ଯ ଜାଣିବା ପାଇଁ ସହେି ଲୋକମାନଙ୍କୁ ସାହାୟ୍ଯ କରିବା ପାଇଁ ମାେତେ ପଠାଯାଇଛି। ପରମେଶ୍ବରଙ୍କୁ ଲୋକେ କିପରି ସବୋ କରିବେ, ତାହା ସହେି ସତ୍ଯ ଦଖାଇେ ଥାଏ।
ଏହି ପତ୍ର ତୀତସଙ୍କୁ ଲଖାଯାେଉଛି। ତୁମ୍ଭେ ସମବିଶ୍ବାସ ରେ ମାରେ ପ୍ରକୃତ ପୁତ୍ର ଭଳି। ଆମ୍ଭର ପରମପିତା ପରମେଶ୍ବର ଖ୍ରୀଷ୍ଟ ଯୀଶୁ, ଆମ୍ଭର ତ୍ରାଣକର୍ତ୍ତାଙ୍କଠାରୁ ତୁମ୍ଭକୁ ଅନୁଗ୍ରହ ଓ ଶାନ୍ତି ମିଳୁ।
ସମାନେେ ଯୀଶୁଙ୍କୁ ପୁନର୍ବାର କୃଶ ରେ ଚଢ଼ାଇ କଣ୍ଟା ମାରୁଛନ୍ତି। ସମାନେେ ସମସ୍ତଙ୍କ ଆଗ ରେ ଯୀଶୁଖ୍ରୀଷ୍ଟଙ୍କୁ ଅପମାନିତ କରୁଛନ୍ତି।
ତୁମ୍ଭମାନେେ ତୁମ୍ଭମାନଙ୍କର ନେତାମାନଙ୍କୁ ମନେ ପକାଅ। ସମାନେେ ପରମେଶ୍ବରଙ୍କ ବାକ୍ଯ ତୁମ୍ଭମାନଙ୍କୁ ଶିଖାଇଛନ୍ତି। ସମାନେେ କିପରି ଜୀବନଯାପନ କରିଥିଲେ, ଓ ମୃତ୍ଯୁ ଭୋଗ କଲେ ତାହା ମନେ ପକାଅ, ଏବଂ ସମାନଙ୍କେର ବିଶ୍ବାସର ଉଦାହରଣକୁ ଅନୁସରଣ କର।
ଜଣେ ଲୋକ କହିପା ରେ, ତୁମ୍ଭ ପାଖ ରେ ବିଶ୍ବାସ ଅଛି, ପୁଣି ମାେ ପାଖ ରେ କର୍ମ ଅଛି। ତୁମ୍ଭେ କର୍ମବିନା ତୁମ୍ଭର ବିଶ୍ବାସ ମାେତେ ଦଖାେଅ, ଆଉ ମୁଁ ମାେ କର୍ମଗୁଡ଼ିକ ଦ୍ବାରା ମାେ ବିଶ୍ବାସ ତୁମ୍ଭକୁ ଦଖାଇବେି।
ସହେି ଜଳ ବାପ୍ତିସ୍ମ ସଦୃଶ ତୁମ୍ଭକୁ ଏବେ ରକ୍ଷା କରୁଛି। ଶରୀରର ମଇଳା ସଫା କରିବା ବାପ୍ତସ୍ମ ନୁହେଁ। ମାତ୍ର ବାପ୍ତସ୍ମ ହେଉଛି, ପରମେଶ୍ବରଙ୍କୁ ଏକ ହୃଦୟ ମାଗିବା। ଯୀଶୁ ମୃତ୍ଯୁରୁ ଜୀବିତ ହାଇେଥିବାରୁ ଏହା ତୁମ୍ଭକୁ ରକ୍ଷା କରୁଛି।
ଯୀଶୁଖ୍ରୀଷ୍ଟଙ୍କ ସବେକ ଓ ପ୍ ରରେିତ,ଶିମିଯୋନ ପିତର ତୁମ୍ଭମାନଙ୍କୁ, ଯେଉଁମାନଙ୍କର ବିଶ୍ବାସ ଅତି ବହୁମୂଲ୍ଯ, ଏହି ପତ୍ରଟି ଲେଖୁଅଛି।
ପ୍ରିୟ ବନ୍ଧୁମାନେ, ମୁଁ ତୁମ୍ଭମାନଙ୍କ ପାଖକୁ ଆମ୍ଭେ ସମସ୍ତେ ଅଂଶୀଦାର ହାଇେଥିବା ପରିତ୍ରାଣ ସମ୍ବନ୍ଧ ରେ ଲେଖିବା ପାଇଁ ବହୁତ ଇଚ୍ଛା କରୁଥିଲି। କିନ୍ତୁ ତାହା ବଦଳ ରେ ମୁଁ ଅନ୍ୟ କଥା ଲେଖିବା ଆବଶ୍ଯକ ଇଚ୍ଛା କଲି ; ମୁଁ ତୁମ୍ଭକୁ ବିଶ୍ବାସ ସକାେଶ କଠିନ ପରିଶ୍ରମ କରିବା ପାଇଁ ଉତ୍ସାହିତ କରିବାକୁ ଚା ହେଁ। ପରମେଶ୍ବର ତାହାଙ୍କର ପବିତ୍ର ଲୋକମାନଙ୍କୁ ସହେି ବିଶ୍ବାସ ଦଇେଥିଲେ। ପରମେଶ୍ବର ଏକାଥରକେ ଏହି ବିଶ୍ବାସ ଦଇେଛନ୍ତି ଓ ଏହା ସବୁଦିନ ପାଇଁ ଉତ୍ତମ।
କିନ୍ତୁ ମାରେ ପ୍ରିୟ ବନ୍ଧୁଗଣ, ତୁମ୍ଭମାନେେ ନିଜର ପବିତ୍ର ବିଶ୍ବାସ ଉପରେ ନିଜନିଜ ଜୀବନକୁ ଦୃଢ଼ ଭାବରେ ଗଢ଼। ପବିତ୍ର ଆତ୍ମାଙ୍କ ସାହାୟ୍ଯ ରେ ପ୍ରାର୍ଥନା କର।