କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:38 · ଓଡ଼ିଆ ବାଇବେଲ
ତା'ପରେ ପରମେଶ୍ବର ଯେପରି ଇଚ୍ଛା କରନ୍ତି, ସହେିପରି ଶରୀର ତାହାକୁ ପ୍ରଦାନ କରନ୍ତି। ପରମେଶ୍ବର ସମସ୍ତ ବୀଜ ମଧ୍ଯରୁ ପ୍ରେତ୍ୟକକକୁ ତାହାର ନିଜ ଶରୀର ଦିଅନ୍ତି।
Cross references
ଆଦି ପୁସ୍ତକ 1:11
ପରମେଶ୍ବର କହିଲେ, ପୃଥିବୀ ତୃଣ ଓ ସଜୀବ ଶାକ, ଜୀବ ସମ୍ବଳିତ ନିଜ ନିଜ ଜାତି ଅନୁୟାଯୀ ଫଳ ଉତ୍ପନ୍ନ କରୁ, ଏହିପରି ହେଲା।
ଗୀତସଂହିତା 104:14
ତୁମ୍ଭେ ପଶୁଗଣଙ୍କ ନିମନ୍ତେ ତୃଣ ଓ ମନୁଷ୍ଯର ସବୋ ନିମନ୍ତେ ବୃକ୍ଷ ଅଙ୍କୁରିତ କର। ଏହିପରି ଭାବରେ ସମାନେେ ପୃଥିବୀରୁ ଖାଦ୍ୟ ପାଆନ୍ତି।
ଯିଶାଇୟ 61:11
କାରଣ ଭୂମି ଯେପରି ବୀଜକୁ ଅଙ୍କୁରିତ କରାଏ ଓ ଉଦ୍ୟାନ ରେ ବୁଣା ୟାଇଥିବା ମଞ୍ଜି ଯେପରି ଅଙ୍କୁରିତ ହାଇେ ବଢ଼େ, ସହେିପରି ସଦାପ୍ରଭୁ ସମଗ୍ର ଜାତିଗଣଙ୍କ ମଧିଅରେ ଧର୍ମ ଓ ପ୍ରଶଂସା ଅଙ୍କୁରିତ କରିବେ।
ମାର୍କଲିଖିତ ସୁସମାଚାର 4:26
ଯୀଶୁ ପୁଣି କହିଲେ, ପରମେଶ୍ବରଙ୍କ ରାଜ୍ଯ, ଜମି ରେ ବୀଜ ବୁଣୁଥିବା ଲୋକଟିଏ ଭଳି।
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 3:7
ତେଣୁ ଗଛ ଲଗଇେଥିବା ବା ପାଣି ଦଇେଥିବା କହେି ନୁହେଁ, କିନ୍ତୁ ଗଛକୁ ବଢ଼ାଉଥିବା ପରମେଶ୍ବର କବଳେ ପ୍ରଧାନ ଅଟନ୍ତି।