Home Bibles କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:25 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:25 · ଓଡ଼ିଆ ବାଇବେଲ

ଏପରିକି ପରମେଶ୍ବରଙ୍କ 'ମୂର୍ଖତା' ମନୁଷ୍ଯର ଜ୍ଞାନଠାରୁ ଅଧିକ ଶକ୍ତିୟୁକ୍ତ। ସହେିପରି ପରମେଶ୍ବରଙ୍କ ଦୁର୍ବଳତା ମନୁଷ୍ଯର ଶକ୍ତିଠାରୁ ଅଧିକ ଶକ୍ତିୟୁକ୍ତ।

Cross references

ଯାତ୍ରା ପୁସ୍ତକ 13:17

ଏବଂ ତା'ପରେ ଯେତବେେଳେ ଫାରୋ ମାରେ ଲୋକମାନଙ୍କୁ ମିଶର ଛାଡିବାକୁ ଦେଲେ, ଯଦିଓ ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ୟିବା ପାଇଁ ନିକଟ ବାଟ ଥିଲା, ସଦାପ୍ରଭୁ, ସେ ପଥରେ ନେଲେ ନାହିଁ। ସଦାପ୍ରଭୁ କହିଲେ, ଯଦି ଲୋକମାନେ ଏ ବାଟରେ ୟାଆନ୍ତି। ସମାନଙ୍କେୁ ହୁଏତ ୟୁଦ୍ଧ କରିବାକୁ ପଡିପା ରେ। ତବେେ ହୁଏତ ସମାନେେ ତାଙ୍କର ମତ ପରିବର୍ତ୍ତନ କରି ପାରନ୍ତି ଓ ମିଶରକୁ ଫରେିୟାଇ ପାରନ୍ତି।

ଯାତ୍ରା ପୁସ୍ତକ 14:2

ଇଶ୍ରାୟେଲର ଲୋକମାନଙ୍କୁ କୁହ, ସମାନେେ ପୀହହୀରୋତକୁ ଫରେି ୟାଆନ୍ତୁ ଏବଂ ସାମନା ରେ ଛାଉଣୀ ପକାନ୍ତୁ। ସମାନଙ୍କେୁ କୁହ, ସମାନେେ ମିଗ୍ଦୋଲ ଓ ସମୁଦ୍ର ମଧିଅରେ ଏବଂ ବାଲ୍ସଫୋନ୍ ଆଗ ରେ ଛାଉଣୀ ସ୍ଥାପନ କରନ୍ତୁ।

ଯିହୋଶୂୟ 6:2

ତେଣୁ ଯିହାଶୂେୟଙ୍କକ୍ସ୍ଟ ସଦାପ୍ରଭୁ ପକ୍ସ୍ଟଣିଥରେ କହିଲେ, ଦେଖ, ଯିରୀହାେ ନଗର ସହିତ ରାଜାମାନଙ୍କୁ ଓ ଶକ୍ତିଶାଳୀ ୈସନ୍ଯମାନଙ୍କୁ ପରାସ୍ତ କରିବାକୁ ମୁ ତୁମ୍ଭକୁ ଅନକ୍ସ୍ଟମତି ଦବେି।

ବିଚାରକର୍ତାମାନଙ୍କ ବିବରଣ 7:2

ଏହାପରେ ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ କହିଲେ, ମିଦିଯନମାନଙ୍କୁ ପରାସ୍ତ କରିବା ପାଇଁ ମୁ ତୁମ୍ଭର ଲୋକମାନଙ୍କୁ ସହାୟ ହବେି। କିନ୍ତୁ ତୁମ୍ଭର ଏତେ ସୈନ୍ଯ ଅଛନ୍ତି ଯେ ମୁ ସମାନଙ୍କେୁ ପରାସ୍ତ କରାଇଲେ ତୁମ୍ଭର ସୈନ୍ଯମାନେ ଭାବିବେ ଯେ, ସମାନେେ ନିଜ ଶକ୍ତି ବଳ ରେ ଶତୃମାନଙ୍କୁ ପରାସ୍ତ କରିଛନ୍ତି। ଇଶ୍ରାୟେଲର ଲୋକମାନେ ମାେତେ ଭୂଲିୟାଆନ୍ତକ୍ସ୍ଟ ବୋଲି ଓ ସମାନେେ ନିଜକକ୍ସ୍ଟ ନିଜେ ରକ୍ଷା କରିଛନ୍ତି ବୋଲି ଆତ୍ମାଶ୍ଲାଘା କରନ୍ତକ୍ସ୍ଟ ବୋଲି ମୁ ଗ୍ଭ ହେଁ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 15:15

ଶାମ୍ଶାେନ୍ ଗୋଟିଏ ଗଧର କଞ୍ଚା ଥମାେଣି ପାଇଲେ ସେ ସେଥି ରେ ସଠାେରେ ଥିବା 1,000 ପଲେଷ୍ଟୀୟମାନଙ୍କୁ ହତ୍ଯା କଲେ।

ପ୍ରଥମ ଶାମୁୟେଲ 17:40

ଦାଉଦ ଆପଣା ୟଷ୍ଟି ହାତ ରେ ଧରି ନଦୀରକ୍ସ୍ଟ ପାଞ୍ଚ ଗୋଟି ଚିକ୍କଣ ପଥର ବାଛିଲେ ଓ ସେ ସଗେୁଡିକୁ ନିଜର ମଷେପାଳକ ଥଳି ମଧିଅରେ ରଖିଲେ। ନିଜ ହାତ ରେ ନିଜର ଛାଟିଣୀଟି ଧରି ପଲେଷ୍ଟୀୟ ନିକଟକକ୍ସ୍ଟ ଗଲେ।

ପ୍ରଥମ ରାଜାବଳୀ 20:14

ତହୁଁ ଆହାବ୍ କହିଲେ, କାହାଦ୍ବାରା ପରାଜିତ କରାଇବେ?

ଯିଖରିୟ 4:6

ସେ କହିଲେ, ଏହା ୟିରୁଦ୍ଦାବିଲଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା, 'ଏହା ପରାକ୍ରମ କି ବଳଦ୍ବାରା ନୁହେଁ, ଆମ୍ଭର ଆତ୍ମାରୁ ଆସିବ।' ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କୁହନ୍ତି।

ଯିଖରିୟ 12:7

ସଦାପ୍ରଭୁ ସର୍ବପ୍ରଥମେ ଯିହୁଦାର ତମ୍ବୁଗୁଡିକୁ ରକ୍ଷା କରିବେ। ସେ ଏପରି କରିବେ ୟଦ୍ବାରା ଦାଉଦଙ୍କ ଗୃହର ସମ୍ମାନ ଏବଂ ୟିରୁଶାଲମର ପରାକ୍ରମ ଯିହୁଦାର ଗୌରବଠାରୁ ଅଧିକ ହବେ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 11:33

ପରମେଶ୍ବରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତିକିପରି ନିଅନ୍ତି କହେି ବୁଝାଇ ପାରିବ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:18

ଯେଉଁମାନେ ନଷ୍ଟ ହାଇେ ଯାଇଛନ୍ତି, ସମାନଙ୍କେ ଲାଗି କୃଶର ବାର୍ତ୍ତା ସଂପୂର୍ଣ୍ଣ ମୂର୍ଖତା ଅଟେ। କିନ୍ତୁ ଆମ୍ଭେ ଯେଉଁମାନେ ଉଦ୍ଧାର ପାଇଛୁ, ଆମ୍ଭପ୍ରତି ଏହା ପରମେଶ୍ବରଙ୍କ ଶକ୍ତି ସ୍ବରୂପ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:27

କିନ୍ତୁ ପରମେଶ୍ବର ଜ୍ଞାନୀମାନଙ୍କୁ ଲଜ୍ଜା ଦବୋ ନିମନ୍ତେ ଜଗତର ମୂର୍ଖ ବିଷୟ ଗୁଡ଼ିକୁ ମନୋନୀତ କଲେ। ଜଗତର ବଳବାନ ମାନଙ୍କୁ ଲଜ୍ଜା ଦବୋ ନିମନ୍ତେ ଜଗତର ଦୁର୍ବଳ ବିଷୟଗୁଡ଼ିକୁ ମନୋନୀତ କଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 13:4

ଏହା ସତ୍ଯ ଯେ, ଯେତବେେଳେ ଖ୍ରୀଷ୍ଟ କୃଶ ଉପରେ ଚଢି଼ଲେ ସେତବେେଳେ ସେ ଦୁର୍ବଳ ଥିଲେ, କିନ୍ତୁ ଏବେ ପରମେଶ୍ବରଙ୍କ ମହାଶକ୍ତି ରେ ସେ ଜୀବିତ। ଆମ୍ଭେ ମଧ୍ଯ ଖ୍ରୀଷ୍ଟଙ୍କଠା ରେ ଦୁର୍ବଳ ଅଟୁ। କିନ୍ତୁ ପରମେଶ୍ବରଙ୍କ ଶକ୍ତି ରେ ଆମ୍ଭେ ଖ୍ରୀଷ୍ଟଙ୍କ ତୁଲ୍ଯ ଜୀବିତ ହାଇେ ଉଠିବା। ନିଜକୁ ତନ୍ନ ତନ୍ନ କରି ଦେଖ।

Interlinear

Choose Theme