ତେଣୁ ଯିହାଶୂେୟଙ୍କକ୍ସ୍ଟ ସଦାପ୍ରଭୁ ପକ୍ସ୍ଟଣିଥରେ କହିଲେ, ଦେଖ, ଯିରୀହାେ ନଗର ସହିତ ରାଜାମାନଙ୍କୁ ଓ ଶକ୍ତିଶାଳୀ ୈସନ୍ଯମାନଙ୍କୁ ପରାସ୍ତ କରିବାକୁ ମୁ ତୁମ୍ଭକୁ ଅନକ୍ସ୍ଟମତି ଦବେି।
Cross references
ଆଉ ସେ ସମାନଙ୍କେର ରାଜାଗଣକକ୍ସ୍ଟ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବେ, ଯାହାଫଳ ରେ ତୁମ୍ଭେ ଆକାଶ ମଣ୍ତଳର ତଳକ୍ସ୍ଟ ସମାନଙ୍କେ ନାମ ପୋଛି ଦବେ। ଯେତବେେଳେ ତୁମ୍ଭେ ସମାନଙ୍କେୁ ବିନାଶ କରିବ କହେି ତୁମ୍ଭମାନଙ୍କୁ ଅଟକାଇବାକକ୍ସ୍ଟ ସମର୍ଥ ହବେ ନାହିଁ।
ମୁ ଜାଣେ, ସଦାପ୍ରଭୁ ଏହି ଦେଶକକ୍ସ୍ଟ ତକ୍ସ୍ଟମ୍ଭ ଲୋକମାନଙ୍କୁ ଦଇେଛନ୍ତି ଏବଂ ତୁମ୍ଭମାନେେ ଆମ୍ଭଙ୍କକ୍ସ୍ଟ ଭୟ ଜନ୍ମାଉଅଛ, ଏହି ସକାେଶ ଏହି ଦେଶ ନିବାସୀ ସମସ୍ତେ ତୁମ୍ଭମାନଙ୍କୁ ଭୟ କରିଛନ୍ତି।
ସମାନେେ ଯିହାଶୂେୟଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ବାସ୍ତବ ରେ ଆମ୍ଭକକ୍ସ୍ଟ ସମସ୍ତ ଦେଶ ଦାନ କରିଛନ୍ତି। ସହେି ଦେଶ ରେ ସମସ୍ତ ଲୋକ ଆମ୍ଭକକ୍ସ୍ଟ ଭୟ କରୁଛନ୍ତି।
ଯେତବେେଳେ ଯିହାଶୂେୟ ଯିରୀହାେ ନିକଟରେ ଛିଡା ହାଇେଥିଲେ, ତାଙ୍କ ସମ୍ମକ୍ସ୍ଟଖ ରେ ଏକ ଲୋକ ଛିଡା ହାଇେଥିଲା। ସେ ଲକ୍ଷ୍ଯ କଲେ ଲୋକଟି ତା'ହାତ ରେ ଏକ ଖଣ୍ତା ଟାଣି ବାହାର କଲା। ଯିହାଶୂେୟ ତା'ର ନିକଟକକ୍ସ୍ଟ ଗଲେ ଓ ପଚାରିଲେ, ତୁମ୍ଭେ ଆମ୍ଭର ଲୋକମାନଙ୍କର ବନ୍ଧକ୍ସ୍ଟ ନା ଶତୃ?
ସୈନ୍ଯମାନେ ସମାନଙ୍କେର ଅସ୍ତ୍ରଶସ୍ତ୍ର ସହ ଯେଉଁ ଯାଜକମାନେ ମଷେ ଶିଙ୍ଗା ବଜାଉଥିଲେ ସମାନଙ୍କେର ସମ୍ମକ୍ସ୍ଟଖ ରେ ଚାଲିଲେ। ପ୍ରହରୀଗଣ ପବିତ୍ର ନିଯମ ସିନ୍ଦକ୍ସ୍ଟକ ପେଛ ପେଛ ଚାଲିଲେ। ସମାନେେ ଏହିପରି ଭାବରେ ଅବିରତ ମଷେ ଶିଙ୍ଗା ବଜାଇ ସହର ପରିକ୍ରମଣ କଲେ।
ଏହାପରେ ସଦାପ୍ରଭୁ ଯିହାଶୂେୟକକ୍ସ୍ଟ କହିଲେ, ଭୟ କର ନାହିଁ। ନିରାଶ ହକ୍ସ୍ଟଅ ନାହିଁ। ତୁମ୍ଭର ସମସ୍ତ ସୈନ୍ଯଙ୍କ ସହିତ ଅଯକକ୍ସ୍ଟ ୟାତ୍ରା କର। ମୁ ତୁମ୍ଭକୁ ସହାୟ ହବେି, ଅଯର ରାଜାଙ୍କକ୍ସ୍ଟ ପରାସ୍ତ କରିବା ପାଇଁ। ମୁ ତୁମ୍ଭକୁ ସହେି ନଗର, ଏହାର ରାଜା ଓ ଏହାର ଲୋକମାନଙ୍କୁ ତୁମ୍ଭକୁ ହସ୍ତାନ୍ତର କରିବି।
ଏହାପରେ ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ, ସେ ସମସ୍ତ ୈସନ୍ଯମାନଙ୍କୁ ଭୟ କରନାହିଁ। ସମାନଙ୍କେୁ ପରାସ୍ତ କରିବା ପାଇଁ ମୁ ତୁମ୍ଭକୁ ସହାୟ ହବେି। ଆସନ୍ତା କାଲି ଏହି ସମୟରେ ତୁମ୍ଭମାନେେ ସମାନଙ୍କେୁ ହତ୍ଯା କରିବ। ତୁମ୍ଭମାନେେ ସମାନଙ୍କେର ଘୋଡାମାନଙ୍କୁ େଛାଟା କରି ଦବେ ଓ ରଥଗୁଡିକୁ ପୋଡି଼ ଦବେ।
ଯିରୀହୋର ରାଜା 1, ବୈଥେଲ୍ର ନିକଟସ୍ଥ ଅୟର ରାଜା 1
ଏହାପରେ ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ,
କିନ୍ତୁ ସଦାପ୍ରଭୁ ସୀହାନରେ ସମସ୍ତ ଲୋକମାନଙ୍କୁ ଇଶ୍ରାୟେଲ ହସ୍ତ ରେ ସମର୍ପଣ କରନ୍ତେ ଓ ଇଶ୍ରାୟେଲ ସମାନଙ୍କେୁ ପରାସ୍ତ କଲେ। ଏହିପରି ଭାବରେ ଇଶ୍ରାୟେଲ ଇ ମାରେୀଯମାନଙ୍କ ସମସ୍ତ ଦେଶକକ୍ସ୍ଟ ବଳପୂର୍ବକ ଅଧିକାର କଲେ।
ତୁମ୍ଭମାନଙ୍କର ଦବେତା ସହେି କମାେଶ ତୁମ୍ଭମାନଙ୍କୁ ଯେଉଁ ଦେଶ ହିଅନ୍ତି, ସହେି ଦେଶ ତୁମ୍ଭମାନେେ ଅଧିକାର କରି ପାରିବ। ସହେିପରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଆମ୍ଭମାନଙ୍କୁ ଅେମ୍ମାନୀୟମାନଙ୍କର ଯେଉଁ ଦେଶ ଦିଅନ୍ତି, ତାହା ଆମ୍ଭମାନେେ ଅଧିକାର କରିବକ୍ସ୍ଟ।
ଦାଉଦ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ପଚାରିଲେ, ମାରେପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବା ଉଚିତ୍ କି? ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବା ପାଇଁ ଆପଣ ମାେତେ ସାହାୟ୍ଯ କରିବେ କି?
ଏହିପରି ସହେି ସନ୍ତାନଗଣ ଦେଶ ରେ ପଶି ଅଧିକାର କଲେ। ଆଉ ତୁମ୍ଭେ ସମାନଙ୍କେ ସମ୍ମୁଖ ରେ ସହେି ଦେଶବାସୀ କିଣାନୀଯମାନଙ୍କୁ ପରାସ୍ତ କଲ। ସମାନେେ ଯେପରି ନିଜ ଇଛାମତେ ବ୍ଯବହାର କରିବେ। ଏଥିପାଇଁ ସମାନଙ୍କେୁ ଓ ସମାନଙ୍କେ ରାଜଗଣଙ୍କୁ ଓ ଦେଶସ୍ଥ ନାନା ଗୋଷ୍ଠୀକୁ ସମାନଙ୍କେ ହସ୍ତ ରେ ସମର୍ପଣ କଲ।
ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି। ସେ ରାଜାମାନଙ୍କୁ ପଦଚ୍ଯୁତ କରନ୍ତି ଓ ରାଜାମାନଙ୍କୁ ରାଜପଦ ଦିଅନ୍ତି। ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତ ମାନଙ୍କୁ ସୁବିବଚେନା ଦିଅନ୍ତି।
ଚତୁର୍ଥ ରାଜ୍ଯର ରାଜତ୍ବ ସମୟରେ ସ୍ବର୍ଗସ୍ଥ ପରମେଶ୍ବର ଗୋଟିଏ ରାଜ୍ଯ ସ୍ଥାପନ କରିବେ। ସହେି ରାଜ୍ଯ ଅନନ୍ତକାଳସ୍ଥାଯୀ ହାଇେ ରହିବ। ଆଉ ମଧ୍ଯ ତାହା ଅନ୍ୟ ହାତକୁ ୟିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ଯଗୁଡିକୁ ଧ୍ବଂସ କରି ଦବେ।
ଜଣେ ପବିତ୍ର ସ୍ବର୍ଗଦୂତ ଏହି ଦଣ୍ତ ଘାଷେଣା କଲେ। ସମସ୍ତ ଲୋକ ଏହା ଜାଣିବେ ଯେ, ମନୁଷ୍ଯମାନଙ୍କ ଉପ ରେ ସର୍ବୋପରିସ୍ଥ ପରମେଶ୍ବର ଶାସନ କରନ୍ତି, ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି। ପରମେଶ୍ବର ବିନଯୀ ଲୋକକୁ ରାଜ୍ଯ ଶାସନ ପାଇଁ ନିୟୁକ୍ତି କରନ୍ତି। ତେଣୁ ପୃଥିବୀର ଜୀବିତ ଲୋକମାନେ ତାଙ୍କର ଏ ମହିମା ଜାଣିବେ।
ପୁଣି ପୃଥିବୀ ନିବାସୀ ସମସ୍ତେ ତୁଚ୍ଛ ବସ୍ତୁ ସଦୃଶ। ଆଉ ସ୍ବର୍ଗୀଯ ଶକ୍ତି ବଳ ରେ ପରମେଶ୍ବର ନିଜ ଇଚ୍ଛାନୁସା ରେ ପୃଥିବୀ ନିବାସୀମାନଙ୍କ ମଧିଅରେ କାର୍ୟ୍ଯ କରନ୍ତି। କହେି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନପା ରେ ଓ କହେି ତାଙ୍କୁ କିଛି ପ୍ରଶ୍ନ କରି ନପା ରେ।
ହେ ମହାରାଜା, ସର୍ବୋପରିସ୍ଥ ପରମେଶ୍ବର ଆପଣଙ୍କ ପିତା ନବୂଖଦ୍ନିତ୍ସରଙ୍କୁ ରାଜ୍ଯ, ମହିମା, ଗୌରବ ଓ ପ୍ରତାପ ଦେଲେ।