ନିହିମିୟା 11:19 · ଓଡ଼ିଆ ବାଇବେଲ
ଦ୍ବାରପାଳ ଅକ୍କୁବ୍ ଟଲ୍ମୋନ ଓ ସମାନଙ୍କେର ଭାଇମାନେ, ଯେଉଁମାନେ ନଗର ଫାଟକର ପ୍ରହରି ଥିଲେ, ସମାନେେ 172 ଜଣ ଥିଲେ।
Cross references
ପ୍ରଥମ ବଂଶାବଳୀ 9:17
ୟିରୁଶାଲମ୍ ରେ ଏହି ଦ୍ବାରପାଳକାନେ ବାସ କରୁଥିଲେ : ଶଲ୍ଲୁମ, ଅକ୍ଲ୍ବବ୍, ଟଲମାେନ୍, ଅହୀମାନ ଓ ସମାନଙ୍କେର ଆତ୍ମୀଯବର୍ଗ। ଶଲ୍ଲୁମ୍ ସମାନଙ୍କେର ମୁଖ୍ଯ ଥିଲେ।
ନିହିମିୟା 7:45
ଏହିମାନେ ହେଲେ ଦ୍ବାରପାଳଗଣ: ଶଲ୍ଲୁମର ବଂଶଧରମାନେ, ଆଟର, ଟଲ୍ମୋନ, ଅକ୍କବ, ହଟୀଟା ଓ ଶୋବଯ 138 ଜଣ।
ନିହିମିୟା 12:25
ମତ୍ତନୀଯ ଓ ବକ୍ବୁକିଯ, ଓବଦିଯ, ମଶୁଲ୍ଲମ, ଟଲ୍ମୋନ୍, ଅକ୍କୁବ୍ ଦ୍ବାରପାଳ ହାଇେ ଦ୍ବାର ନିକଟବର୍ତ୍ତୀ ଭଣ୍ତାର ଗୃହ ସକଳର ପ୍ରହରୀ କର୍ମ କଲେ।
ଗୀତସଂହିତା 84:10
ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ। ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା ପରମେଶ୍ବରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହବୋ ଭଲ।