Home Bibles ପ୍ରଥମ ବଂଶାବଳୀ 9:15 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 9:15 · ଓଡ଼ିଆ ବାଇବେଲ

ୟିରୁଶାଲମ ରେ ଆହୁରି ମଧ୍ଯ ଏହିମାନେ ବାସ କରୁଥିଲେ : ବକ୍ବକର, ହରେଶ, ଗାଲଲ୍ ଓ ମତ୍ତନିଯ। ମତ୍ତନିଯ ମୀଖାଙ୍କ ପୁତ୍ର ଥିଲେ। ମୀଖା ସିଖ୍ରିଙ୍କ ପୁତ୍ର ଥିଲେ। ସିଖ୍ରି ଆସଫ୍ଙ୍କ ପୁତ୍ର ଥିଲେ।

Cross references

ପ୍ରଥମ ବଂଶାବଳୀ 6:24

ତହତ୍ ଅସୀରଙ୍କ ପୁତ୍ର ଥିଲେ। ଊରିଯଲେ ତହତ୍ଙ୍କ ପୁତ୍ର ଥିଲେ। ଊଷିଯ ଉରିଯଲଙ୍କେ ପୁତ୍ର ଥିଲେ। ଶୌଲ୍ ଉଷିୟଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 11:17

ଦାଉଦ କହିଲେ, ବୈଥଲହମର ଫାଟକ ନିକଟରେ ଥିବା କୂଅରୁ କହେି ମାେତେ ପାଣି ପିଇବାକୁ ଦିଅନ୍ତା କି ?

ପ୍ରଥମ ବଂଶାବଳୀ 12:25

ଶିମିୟୋନ ଗୋଷ୍ଠୀରୁ 7,100 ଲୋକ ଥିଲେ। ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ସମାନେେ ସାହସୀ ସୈନ୍ଯଗଣ ଥିଲେ।

ପ୍ରଥମ ବଂଶାବଳୀ 12:35

ଦାନୀଯ ଗୋଷ୍ଠୀ 28,600 ଲୋକ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହାଇେ ରହିଥିଲେ।

ପ୍ରଥମ ବଂଶାବଳୀ 25:2

ଆସଫଙ୍କ ପରିବାରରୁ : ସକ୍କୁର, ଯୋଷେଫ୍, ନଥନିଯ ଓ ଅସା ରେଲ। ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ନିମନ୍ତେ ରାଜା ଦାଉଦ ଆସଫଙ୍କୁ ମନୋନୀତ କରିଥିଲେ। ଆଉ ଆସଫ ତାଙ୍କର ପୁତ୍ରମାନଙ୍କୁ ପରିଚାଳନା କଲେ।

ନିହିମିୟା 10:12

ସତ୍କୁର, ଶେ ରବେୀଯ, ଶବନିଯ,

ନିହିମିୟା 11:17

ମୀକାର ପୁତ୍ର ମତ୍ତନିଯ ୟିଏକି ସବ୍ଦିର ଆସଫର ପୁତ୍ର ଥିଲା, ୟିଏକି ଶମ୍ମୁଯର ପୁତ୍ର ବକ୍ବୁକିଯ ଓ ଅବଦା ସହିତ ଧନ୍ଯବାଦ ଅର୍ପଣର ପ୍ରାର୍ଥନା କରୁଥିଲେ। ୟିଏକି ଗାଲଲର ପୁତ୍ର, ଗାଲଲ ୟିଏକି ୟିଦୂଥୂନର ପୁତ୍ର ଥିଲା।

ନିହିମିୟା 11:22

ଉଷି ୟିରୁଶାଲମ ରେ ଲବେୀୟମାନଙ୍କର ନିରୀକ୍ଷକ ଥିଲେ। ଉଷି ବାନିର ପୁତ୍ର, ବାନି ହଶବିଯର ପୁତ୍ର, ହଶବିଯ ୟିଏକି ମତ୍ତନିଯର ପୁତ୍ର, ମତ୍ତନିଯ ୟିଏକି ମୀକାର ପୁତ୍ର ଥିଲେ। ଉଷି ପରମେଶ୍ବରଙ୍କ ମନ୍ଦିର ରେ ସବୋ କରୁଥିବା ଗାଯକର ଓ ଆସଫର ବଂଶଧର ଥିଲେ।

Interlinear

Choose Theme