Home Bibles ☰ Books ପ୍ରଥମ ବଂଶାବଳୀ 9:13 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 9:13 · ଓଡ଼ିଆ ବାଇବେଲ

ସମୁଦାଯ 1,760 ଜଣ ଯାଜକ ଥିଲେ, ଯେଉଁମାନେ କି ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନେେ ପରମେଶ୍ବରଙ୍କ ମନ୍ଦିର ରେ ସବୋ କରିବା ରେ ଦକ୍ଷ ଲୋକ ଥିଲେ।

Cross references

ପ୍ରଥମ ବଂଶାବଳୀ 26:6

ଶମେଯିଯଙ୍କର ମଧ୍ଯ ପୁତ୍ରମାନେ ଥିଲେ। ଶମଯିଯଙ୍କ ପୁତ୍ରମାନେ ତାଙ୍କ ପରିବାରର ମୁଖ୍ଯ ଥିଲେ, କାରଣ ସମାନେେ ଅତି ସାହସୀ ଯୋଦ୍ଧା ଥିଲେ।

ପ୍ରଥମ ବଂଶାବଳୀ 26:30

ହିବ୍ରୋଣଙ୍କର ପରିବାରରୁ ହଷବିଯ ଓ ତାଙ୍କର ଆତ୍ମୀଯମାନେ ସଦାପ୍ରଭୁଙ୍କର ସମସ୍ତ କାର୍ୟ୍ଯ ଓ ୟର୍ଦ୍ଦନ ନଦୀର ପଶ୍ଚିମ ରେ ଥିବା ରାଜାଙ୍କର ବ୍ଯବସାଯ ଦାଯିତ୍ବ ରେ ଥିଲେ। ହଷବିଯଙ୍କ ଦଳ ରେ 1,700 ଜଣ ପରାକ୍ରମୀ ବ୍ଯକ୍ତି ଥିଲେ।

ପ୍ରଥମ ବଂଶାବଳୀ 26:32

ୟିରିଯର ଆତ୍ମୀଯମାନେ ଦକ୍ଷ ଲୋକ ଥିଲେ ସମାନଙ୍କେ ମଧ୍ଯରୁ 2,700 ଜଣ ପରିବାରର ମୁଖ୍ଯ ଥିଲେ। ରାଜା ଦାଉଦ ସମାନଙ୍କେୁ ରୁବନେ ଓ ଗାଦ୍ ପରିବାରବର୍ଗମାନଙ୍କର ଓ ମନଃଶିଙ୍କର ଅର୍ଦ୍ଧକେ ପରିବାରବର୍ଗମାନଙ୍କୁ ପରମେଶ୍ବରଙ୍କ ସବୋ ପାଇଁ ଏବଂ ରାଜାଙ୍କ କାର୍ୟ୍ଯର ଦାଯିତ୍ବ ଦେଲେ।

ନିହିମିୟା 11:14

ଆଉ ସମାନଙ୍କେ ଭାତୃଗଣ 128 ଜଣ ମହାବିକ୍ରମଶାଳୀ ପୁରୁଷ ଥିଲେ ଓ ହଗ୍ଦୋଲୀମର ପୁତ୍ର ସବ୍ଦୀଯଲେ ସମାନଙ୍କେର ନିରୀକ୍ଷକ ଥିଲା।

Interlinear

Choose Theme