Home Bibles ପ୍ରଥମ ବଂଶାବଳୀ 9:12 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 9:12 · ଓଡ଼ିଆ ବାଇବେଲ

ପଶ୍ହୂର ମଲକିଯଙ୍କ ପୁତ୍ର ଥିଲେ। ଆହୁରି ମଧ୍ଯ ସଠାେରେ ଅଦୀଯଲଙ୍କେ ପୁତ୍ର ମାସଯ ଥିଲେ। ଅଦୀଯଲେ ୟହ ସରୋଙ୍କ ପୁତ୍ର ଥିଲେ। ୟହ ସରୋ ମଶୁଲ୍ଲମଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ମଶିଲ୍ଲମାେତ୍ଙ୍କ ପୁତ୍ର ଥିଲେ। ମଶିଲ୍ଲମାେତ୍ ଇମ୍ମରଙ୍କେ ପୁତ୍ର ଥିଲେ।

Cross references

ପ୍ରଥମ ବଂଶାବଳୀ 24:14

ପଞ୍ଚଦଶ ଦଳ ଥିଲା ବିଲଗାଙ୍କ ଦଳ।

ଏଜ୍ରା 2:37

ଇମ୍ମରେ ବଂଶଧର 1,052 ଜଣ।

ଏଜ୍ରା 2:38

ପଶ୍ହୂରର ବଂଶଧର 1 ,247 ଜଣ।

ନିହିମିୟା 7:40

ଇମ୍ମରରେ ବଂଶଧର 1,052 ଜଣ।

ନିହିମିୟା 11:12

ସମାନଙ୍କେର ଆତ୍ମୀଯମାନଙ୍କ ସହିତ ଏକାଠି ହାଇେ ଯେଉଁମାନେ ପରମେଶ୍ବରଙ୍କ ମନ୍ଦିର ରେ କାମ କରୁଥିଲେ ସମାନେେ 822 ଜଣ ଥିଲେ। ୟିରୋହମର ପୁତ୍ର ଅଦାଯା, ପଲଲିଯର ୟିରୋହମ ପୁତ୍ର, ଅମ୍ସିର ପୁତ୍ର ପଲଲିଯ, ଜିଖରିଯର ପୁତ୍ର ଅମସି, ପଶ୍ହୂରର ପୁତ୍ର ଜିଖରିଯ, ମଲ୍ଲିଯଲରେ ପୁତ୍ର ପଶ୍ହୂର।

ଯିରିମିୟ 21:1

ରାଜା ସିଦିକିଯ ମଲ୍କିଯର ପୁତ୍ର ପଶ୍ହୂରକୁ ଓ ମା ସଯରେ ପୁତ୍ର ସଫନିଯ ଯାଜକକୁ ସଦାପ୍ରଭୁଙ୍କର ବାକ୍ଯ ଦଇେ ଯିରିମିୟ ନିକଟକୁ ପଠାଇଲେ।

Interlinear

Choose Theme