Home Bibles ☰ Books ପ୍ରଥମ ବଂଶାବଳୀ 7:2 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 7:2 · ଓଡ଼ିଆ ବାଇବେଲ

ତାେଲୟଙ୍କର ପୁତ୍ରମାନେ ଥିଲେ, ଉଷି, ରଫାଯ, ୟିରୀଯଲେ, ୟହମଯ, ୟିବସମ୍ ଓ ଶାମୁଯଲେ। ସମାନେେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସହେି ବ୍ଯକ୍ତିଗଣ ସମାନଙ୍କେର ବଂଶାନୁସା ରେ ଅତି ଶକ୍ତିଶାଳୀ ଯୋଦ୍ଧା ଥିଲେ। ରାଜା ଦାଉଦଙ୍କ ସମୟରେ ସମାନଙ୍କେର ସଂଖ୍ଯା ବୃଦ୍ଧି ଘଟି 22,600 ରେ ପହଞ୍ଚି ଥିଲା, ସମାନେେ ୟୁଦ୍ଧ ନିମନ୍ତେ ସଦାପ୍ରସ୍ତୁତ ଥିଲେ।

Cross references

ଦିତୀୟ ଶାମୁୟେଲ 24:1

ସଦାପ୍ରଭୁ ପକ୍ସ୍ଟନ୍ନରାଯ ଇଶ୍ରାୟେଲୀୟମାନଙ୍କ ଉପରେ କୋର୍ଧାନ୍ବିତ ହେଲେ। ସଦାପ୍ରଭୁ ଦାଉଦଙ୍କକ୍ସ୍ଟ ଇଶ୍ରାୟେଲୀୟମାନଙ୍କ ବିରକ୍ସ୍ଟଦ୍ଧ ରେ କାର୍ୟ୍ଯ କରଇେଲେ। ତେଣୁ ଦାଉଦ ଆଦେଶ ଦେଲେ, ୟାଅ, ଇଶ୍ରାୟେଲ ଓ ୟିହକ୍ସ୍ଟଦାକକ୍ସ୍ଟ ଗଣନା କର।

ପ୍ରଥମ ବଂଶାବଳୀ 21:1

ଶଯତାନ ଇଶ୍ରାୟେଲର ବିରୁଦ୍ଧ ରେ ଛିଡ଼ା ହେଲା। ଶଯତାନ ଇଶ୍ରାୟେଲ ଲୋକମାନଙ୍କୁ ଗଣନା କରିବା ନିମନ୍ତେ ସେ ଦାଉଦଙ୍କୁ ପ୍ରବର୍ତ୍ତାଇଲା।

ପ୍ରଥମ ବଂଶାବଳୀ 27:1

ରାଜାଙ୍କ ସୈନ୍ଯବାହିନୀ ରେ ସବୋକାର୍ୟ୍ଯ କରୁଥିବା ଇଶ୍ରାୟେଲୀୟ ଲୋକଙ୍କର ତାଲିକା ଏହି। ପ୍ରେତ୍ୟକକ ଦଳକୁ ପ୍ରତିବର୍ଷର ଗୋଟିଏ ମାସ ନିମନ୍ତେ କାର୍ୟ୍ଯ ରେ ରହିବାକୁ ପଡ଼ୁଥିଲା। ଏହି ସମସ୍ତ ପରିବାରର ଶାସକ, କ୍ଯାପଟନ୍େ, ସନୋଧ୍ଯକ୍ଷ ଓ ପୋଲିସମାନେ ରାଜାଙ୍କର ସବୋକାର୍ୟ୍ଯ କରୁଥିଲେ। ପ୍ରେତ୍ୟକକ ସନୋଦଳ ରେ 24,000 ଲୋକ ଥିଲେ।

ପ୍ରଥମ ବଂଶାବଳୀ 27:23

ଦାଉଦ ଇଶ୍ରାୟେଲର ଲୋକମାନଙ୍କୁ ଗଣିବା ନମସ୍ତେ ସ୍ଥିର କଲେ। ସଠାେରେ ବହୁତ ଅଧିକ ଲୋକ ଥିଲେ, କାରଣ ପରମେଶ୍ବର ପ୍ରତିଜ୍ଞା କରିଥିଲେ ଯେ, ସେ ଇଶ୍ରାୟେଲର ଲୋକମାନଙ୍କୁ ଆକାଶର ତାରାଗଣ ତୁଲ୍ଯ ଅଗଣ୍ଯ କରିବେ। ତେଣୁ ଦାଉଦ କବଳେ 20 ବର୍ଷ ବଯସ୍କ ଓ ତଦୁଦ୍ଧର୍‌ବ ବଯସର ଲୋକଙ୍କୁ ଗଣନା କଲେ।

Interlinear

Choose Theme