ଦାଉଦ ଇଶ୍ରାୟେଲର ଲୋକମାନଙ୍କୁ ଗଣିବା ନମସ୍ତେ ସ୍ଥିର କଲେ। ସଠାେରେ ବହୁତ ଅଧିକ ଲୋକ ଥିଲେ, କାରଣ ପରମେଶ୍ବର ପ୍ରତିଜ୍ଞା କରିଥିଲେ ଯେ, ସେ ଇଶ୍ରାୟେଲର ଲୋକମାନଙ୍କୁ ଆକାଶର ତାରାଗଣ ତୁଲ୍ଯ ଅଗଣ୍ଯ କରିବେ। ତେଣୁ ଦାଉଦ କବଳେ 20 ବର୍ଷ ବଯସ୍କ ଓ ତଦୁଦ୍ଧର୍ବ ବଯସର ଲୋକଙ୍କୁ ଗଣନା କଲେ।
Cross references
ଏହାପରେ ପରମେଶ୍ବର ତାଙ୍କୁ ବାହାରକୁ ନେଲେ ଓ କହିଲେ, ଉର୍ଦ୍ଧ ରେ ଆକାଶକୁ ଦେଖ ଏବଂ ତାରାଗଣ ଗଣନା କର, ତୁମ୍ଭେ ଯଦି ତାକୁ ଗଣନା କରିପାରିବ। ଏବଂ ସେ ମଧ୍ଯ କହିଲେ, ତୁମ୍ଭର ବଂଶଧର ତାରାଗଣ ପରି ବହୁସଂଖ୍ଯକ ହବେେ।
ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ଯ ଓ ସମୁଦ୍ର କୂଳର ଅସଂଖ୍ଯ ବାଲି ତୁଲ୍ଯ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସହେି ସହର ରେ ବାସକରିବ।
ମାଶାେ ଓ ହାରୋଣ ଦ୍ବିତୀୟ ମାସର ପ୍ରଥମ ଦିନ ରେ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କଲେ ଏବଂ ସମାନଙ୍କେର ପିତୃବଂଶ ଓ ପିତୃପରିବାର ଅନୁସାରେ କୋଡିଏ ବର୍ଷ କିମ୍ବା ତଦୁର୍ଦ୍ଧ ବଯସ୍କ ଲୋକମାନଙ୍କର ନାମ ଲେଖିଲେ।
ସଦାପ୍ରଭୁ ପକ୍ସ୍ଟନ୍ନରାଯ ଇଶ୍ରାୟେଲୀୟମାନଙ୍କ ଉପରେ କୋର୍ଧାନ୍ବିତ ହେଲେ। ସଦାପ୍ରଭୁ ଦାଉଦଙ୍କକ୍ସ୍ଟ ଇଶ୍ରାୟେଲୀୟମାନଙ୍କ ବିରକ୍ସ୍ଟଦ୍ଧ ରେ କାର୍ୟ୍ଯ କରଇେଲେ। ତେଣୁ ଦାଉଦ ଆଦେଶ ଦେଲେ, ୟାଅ, ଇଶ୍ରାୟେଲ ଓ ୟିହକ୍ସ୍ଟଦାକକ୍ସ୍ଟ ଗଣନା କର।
ତେଣୁ ଦାଉଦ ଯୋୟାବ ଓ ଲୋକମାନଙ୍କର ନେତାମାନଙ୍କୁ କହିଲେ, ୟାଅ, ଓ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଗଣନା କର। ବରେଶବୋ ସହରଠାରୁ ଦାନ ସହର ପର୍ୟ୍ଯନ୍ତ ଦେଶ ରେ ଥିବା ପ୍ରେତ୍ୟକକ ଜଣକୁ ଗଣନା କର। ଏହାପରେ ଆସି ମାେତେ ସତ୍ଯ କୁହ, ତବେେ ଦେଶର ଲୋକସଂଖ୍ଯା କେତେ, ତାହା ମୁଁ ଜାଣିପାରିବି।
ଏହି ଲୋକ ଜଣକ ଏତେ ବୃଦ୍ଧ ଥିଲେ ଯେ ସେ ମୃତବତ ଥିଲେ। କିନ୍ତୁ ସହେି ଜଣେ ଲୋକଙ୍କଠାରୁ ଆକାଶର ତାରାଗଣ ଓ ସମୁଦ୍ର କୂଳର ବାଲି ଭଳି ଅସଂଖ୍ଯ ସନ୍ତାନ ଜନ୍ମଗ୍ରହଣ କଲେ।