Home Bibles ଯିହୋଶୂୟ 10:38 · ଓଡ଼ିଆ ବାଇବେଲ
ଯିହୋଶୂୟ 10:38 · ଓଡ଼ିଆ ବାଇବେଲ

ଏହାପରେ ଯିହାଶୂେୟ ଏବଂ ଇଶ୍ରାୟେଲର ସମସ୍ତ ଲୋକମାନେ ଦବୀରକକ୍ସ୍ଟ ଫରେିଲେ ଏବଂ ସେ ସହରକକ୍ସ୍ଟ ଆକ୍ରମଣ କଲେ।

Cross references

ଯିହୋଶୂୟ 12:13

ଦବୀରର ରାଜା 1, ଗେଦରର ରାଜା 1

ଯିହୋଶୂୟ 15:15

ଏହାପରେ କାଲବେ ଦବୀର ନିବାସୀମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ପୂର୍ବକାଳ ରେ ସହେି କିରିଯଥ ସଫରେ ନାମ ରେ ବିଖ୍ଯାତ ଥିଲା।

ଯିହୋଶୂୟ 15:49

ଦନ୍ନା, କିରିଯଥ-ସନ୍ନା,

ଯିହୋଶୂୟ 21:15

ହୋଲୋନ୍, ତା'ର ତଳଭୂମି, ଦବୀର ଓ ତା'ର ତଳଭୂମି।

ବିଚାରକର୍ତାମାନଙ୍କ ବିବରଣ 1:11

ୟିହକ୍ସ୍ଟଦାର ଲୋକମାନେ ସେ ସ୍ଥାନକକ୍ସ୍ଟ ପରିତ୍ଯାଗ କଲେ। ସମାନେେ ଦବୀର ସହର ଅଭିମକ୍ସ୍ଟଖେ ସମାନଙ୍କେର ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗଲେ। ଅତୀତ କାଳ ରେ ଦବୀର ନାମ ଥିଲା କିରିଯଥ ସଫରେ।

Interlinear

Choose Theme