Home Bibles ପ୍ରଥମ ବଂଶାବଳୀ 6:22 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 6:22 · ଓଡ଼ିଆ ବାଇବେଲ

ଏହିମାନେ କହାତଙ୍କ ବଂଶଧର ଥିଲେ। ଅମ୍ମୀନାଦବ୍ କହାତ୍ଙ୍କ ପୁତ୍ର ଥିଲେ। କୋରହ ଅମ୍ମୀନାଦବଙ୍କ ପୁତ୍ର ଥିଲେ। ଅସୀର କୋରହଙ୍କ ପୁତ୍ର ଥିଲେ।

Cross references

ଯାତ୍ରା ପୁସ୍ତକ 6:21

ୟିଷ୍ହରର ସନ୍ତାନ କୋରହ, ନଫେଗ୍ ଓ ସିଖ୍ରି।

ଯାତ୍ରା ପୁସ୍ତକ 6:24

କୋରହର ସନ୍ତାନ ଅସୀର, ଇଲ୍କାନା ଓ ଅବୀଯାସଫ୍। ଏମାନେ କୋରହର ବଂଶ।

ପ୍ରଥମ ବଂଶାବଳୀ 6:2

କହାତଙ୍କର ପୁତ୍ରମାନେ ଥିଲେ ଅମା୍ରମ୍, ୟିଷହାର, ହିବ୍ରୋଣ୍ ଓ ଉଷିଯଲେ।

ପ୍ରଥମ ବଂଶାବଳୀ 6:7

ମରାଯୋତ ଅମରିଯଙ୍କ ପିତା ଥିଲେ। ଅମରିଯ ଅହୀଟୂବ୍ଙ୍କ ପିତା ଥିଲେ।

ପ୍ରଥମ ବଂଶାବଳୀ 6:18

କହାତ୍ଙ୍କ ପୁତ୍ରମାନେ ଥିଲେ ଅମ୍ରାମ୍, ୟିଷହର, ହିବ୍ରୋଣ୍ ଓ ଉଷୀଯଲେ।

ଗୀତସଂହିତା 42:1

ହେ ପରମେଶ୍ବର, ହରିଣଟି ୟପରେି ପାଣି ପାଇଁ ସୋର୍ତ ଆଡ଼କୁ ଧାଏଁ ସପରେି ମାରେ ପ୍ରାଣ ତୁମ୍ଭ ଆଡ଼କୁ ଆକାଂକ୍ଷା କରେ।

Interlinear

Choose Theme