Home Bibles ପ୍ରଥମ ବଂଶାବଳୀ 6:18 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 6:18 · ଓଡ଼ିଆ ବାଇବେଲ

କହାତ୍ଙ୍କ ପୁତ୍ରମାନେ ଥିଲେ ଅମ୍ରାମ୍, ୟିଷହର, ହିବ୍ରୋଣ୍ ଓ ଉଷୀଯଲେ।

Cross references

ପ୍ରଥମ ବଂଶାବଳୀ 6:2

କହାତଙ୍କର ପୁତ୍ରମାନେ ଥିଲେ ଅମା୍ରମ୍, ୟିଷହାର, ହିବ୍ରୋଣ୍ ଓ ଉଷିଯଲେ।

ପ୍ରଥମ ବଂଶାବଳୀ 6:13

ଶକ୍ଲୁମ୍ ହିଲକିଯଙ୍କ ପିତା ଥିଲେ। ହିଲକିଯ ଅସରିଯଙ୍କ ପିତା ଥିଲେ।

ପ୍ରଥମ ବଂଶାବଳୀ 15:17

ଏହାପରେ ଲବେୀୟମାନେ ହମେନ ଏବଂ ତାଙ୍କ ଭ୍ରାତାଗଣ ଆସଫ ଓ ଏଥନଙ୍କୁ ଆଣିଲେ। ହମେନ ଯାୟେଲଙ୍କ ପୁତ୍ର ଥିଲେ। ଆସଫ ବରେିଖିଯଙ୍କ ପୁତ୍ର ଥିଲେ। ଏଥନ କୁଶାଯଙ୍କ ପୁତ୍ର ଥିଲେ। ଏହି ଲୋକମାନେ ମରାରି ପରିବାରବର୍ଗର ଥିଲେ।

ପ୍ରଥମ ବଂଶାବଳୀ 23:12

କହାତଙ୍କର ଚାରିପୁତ୍ର ଥିଲେ। ସମାନେେ ହେଲେ ଅମ୍ରାମ୍, ୟିଷ୍ହର, ହିବ୍ରୋଣ ଓ ଉଷୀଯଲେ।

ଗୀତସଂହିତା 88:1

ହେ ସଦାପ୍ରଭୁ ପରମେଶ୍ବର, ତୁମ୍ଭେ ମାରେ ପରିତ୍ରାଣକର୍ତ୍ତା। ମୁଁ ଦିନ ଓ ରାତ୍ରି ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।

Interlinear

Choose Theme