ପ୍ରଥମ ବଂଶାବଳୀ 6:7 · ଓଡ଼ିଆ ବାଇବେଲ
ମରାଯୋତ ଅମରିଯଙ୍କ ପିତା ଥିଲେ। ଅମରିଯ ଅହୀଟୂବ୍ଙ୍କ ପିତା ଥିଲେ।
Cross references
ଗଣନା ପୁସ୍ତକ 26:11
କିନ୍ତୁ କୋରହର ଅନ୍ୟ ପରିବାର ଅନ୍ୟ ଲୋକମାନେ ହତ ହେଲେ ନାହିଁ।
ପ୍ରଥମ ବଂଶାବଳୀ 6:22
ଏହିମାନେ କହାତଙ୍କ ବଂଶଧର ଥିଲେ। ଅମ୍ମୀନାଦବ୍ କହାତ୍ଙ୍କ ପୁତ୍ର ଥିଲେ। କୋରହ ଅମ୍ମୀନାଦବଙ୍କ ପୁତ୍ର ଥିଲେ। ଅସୀର କୋରହଙ୍କ ପୁତ୍ର ଥିଲେ।
ନିହିମିୟା 11:11
ହିଲ୍କିଯର ପୁତ୍ର ସରାଯ, ହିଲ୍କିଯ ମଶୁଲ୍ଲମର ପୁତ୍ର, ମଶୁଲ୍ଲମ ସାଦୋକର ପୁତ୍ର, ସାଦୋକ୍ ମରାଯୋତର ପୁତ୍ର, ମରାଯୋତ୍ ଅହୀଟୁବ୍ର ପୁତ୍ର, ସରାଯ ପରମେଶ୍ବରଙ୍କ ମନ୍ଦିରର ନିରୀକ୍ଷକ ଥିଲେ।