Home Bibles ପ୍ରଥମ ବଂଶାବଳୀ 29:26 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 29:26 · ଓଡ଼ିଆ ବାଇବେଲ

ୟିଶୀଙ୍କ ପୁତ୍ର ଦାଉଦ ସମଗ୍ର ଇଶ୍ରାୟେଲ ଉପରେ ଚାଳିଶ ବର୍ଷ ବ୍ଯାପି ରାଜା ଥିଲେ। ଦାଉଦ ହିବ୍ରୋଣ ନଗର ରେ ସାତବର୍ଷ ପର୍ୟ୍ଯନ୍ତ ରାଜା ଥିଲେ।

Cross references

ପ୍ରଥମ ବଂଶାବଳୀ 18:14

ଦାଉଦ ସମଗ୍ର ଇଶ୍ରାୟେଲର ଉପରେ ରାଜା ଥିଲେ। ଏବଂ ସେ ସମସ୍ତଙ୍କ ପାଇଁ ନ୍ଯାଯବାନ ଥିଲେ।

ଗୀତସଂହିତା 78:71

ସେ ଦାଉଦଙ୍କୁ ମଷେ ଓ ମଷେଶାବକ ଜଗିବା କାମରୁ ଆଣି, ତାଙ୍କୁ ଆପଣାର ଲୋକମାନଙ୍କୁ ଜଗିବାର ଦାଯିତ୍ବ ଦେଲେ। କାରଣ ଇଶ୍ରାୟେଲୀୟ ଓ ୟାକୁବର ଲୋକମାନେ, ପରମେଶ୍ବରଙ୍କର ସମ୍ପତ୍ତି ଥିଲେ।

Interlinear

Choose Theme