ପ୍ରଥମ ବଂଶାବଳୀ 27:34 · ଓଡ଼ିଆ ବାଇବେଲ
ୟିହୋଯାଦା ଓ ଅବିଯାଥର୍ ପରେ ଅହୀଥୋଫଲଙ୍କ ସ୍ଥାନ ରେ ରାଜାଙ୍କର ପରାମର୍ଶଦାତା ହେଲେ। ଯିହାୟୋଦାରଦା ବନାଯଙ୍କ ପୁତ୍ର ଥିଲେ। ଯୋୟାବ୍ ରାଜାଙ୍କ ସୈନ୍ଯଦଳର ସନୋପତି ଥିଲେ।
Cross references
ପ୍ରଥମ ରାଜାବଳୀ 1:7
ପୁଣି ସେ ସରୁଯାର ପୁତ୍ର ଯୋୟାବ ଓ ଅବିଯାଥର ଯାଜକ ସହିତ ପରାମର୍ଶ କଲେ। ସମାନେେ ଅଦୋନିଯର ଅନୁଗତ ହାଇେ ତାଙ୍କୁ ରାଜା କରିବାକୁ ସାହାୟ୍ଯ କଲେ।
ପ୍ରଥମ ବଂଶାବଳୀ 11:6
ଦାଉଦ କହିଲେ, ଯେଉଁ ବ୍ଯକ୍ତି ୟିବୂଷୀଯ ଲୋକମାନଙ୍କ ଉପରେ ଆକ୍ରମଣର ନତେୃତ୍ବ ନବେ, ସେ ମାରେ ସମଗ୍ର ସନୋବାହିନୀର ସନୋପତି ହବେ। ତେଣୁ ଯୋୟାବ୍ ଏହି ଆକ୍ରମଣର ନତେୃତ୍ବ ନେଲେ। ଯୋୟାବ୍ ସରୁଯାଙ୍କ ପୁତ୍ର ଥିଲେ। ଯୋୟାବ ସୈନ୍ଯଦଳର ସନୋପତି ହେଲେ।
ପ୍ରଥମ ବଂଶାବଳୀ 18:15
ସରୁଯାର ପୁତ୍ର ଯୋୟାବ ଦାଉଦଙ୍କ ସୈନ୍ଯଦଳର ସନୋପତି ଥିଲେ। ଦାଉଦ ଯେଉଁସବୁ କର୍ମ କରୁଥିଲେ, ତାହାକୁ ଅହୀଲୂଦଙ୍କ ପୁତ୍ର ଯିହାଶାଫେଟ୍ ଲେଖି ରଖୁଥିଲେ।
ପ୍ରଥମ ବଂଶାବଳୀ 27:5
ବନାଯ ତୃତୀୟ ସନୋଧ୍ଯକ୍ଷ ଥିଲେ। ବନାଯ ତୃତୀୟ ମାସର ସନୋଧ୍ଯକ୍ଷ ଥିଲେ। ବନାଯ ଯିହାୟୋଦାରଦାଙ୍କ ପୁତ୍ର ଥିଲେ। ଯିହାୟୋଦାରଦା ମୁଖ୍ଯ ଯାଜକ ଥିଲେ। ବନାଯଙ୍କ ଦଳ ରେ 24,000 ଲୋକ ଥିଲେ।