ପ୍ରଥମ ବଂଶାବଳୀ 23:19 · ଓଡ଼ିଆ ବାଇବେଲ
ହିବ୍ରୋଣଙ୍କ ଜେଷ୍ଠପୁତ୍ର ଥିଲେ ୟିରୀଯ। ହିବ୍ରୋଣଙ୍କ ଦ୍ବିତୀୟ ପୁତ୍ର ଥିଲେ ଅମରିଯ। ୟହସୀଯଲେ ତୃତୀୟ ପୁତ୍ର ଓ ୟିକମିଯାମ୍ ଚତୁର୍ଥ ପୁତ୍ର ଥିଲେ।
Cross references
ପ୍ରଥମ ବଂଶାବଳୀ 15:9
ହିବ୍ରୋଣଙ୍କ ପରବାରବର୍ଗରୁ 80 ଜଣ ଲୋକ ଆସିଲେ। ଇଲୀଯଲେ ସମାନଙ୍କେର ନେତା ଥିଲେ।
ପ୍ରଥମ ବଂଶାବଳୀ 23:12
କହାତଙ୍କର ଚାରିପୁତ୍ର ଥିଲେ। ସମାନେେ ହେଲେ ଅମ୍ରାମ୍, ୟିଷ୍ହର, ହିବ୍ରୋଣ ଓ ଉଷୀଯଲେ।
ପ୍ରଥମ ବଂଶାବଳୀ 24:23
ହିବ୍ରୋଣଙ୍କ ଜେଷ୍ଠପୁତ୍ର ଥିଲେ ୟିରିଯ।
ପ୍ରଥମ ବଂଶାବଳୀ 26:31
ହିବ୍ରୋଣ ପରିବାରର ଇତିହାସ ଦର୍ଶାଏ ଯେ, ୟିରିଯ ସମାନଙ୍କେର ନେତା ଥିଲେ। ଦାଉଦ ଚାଳିଶ ବର୍ଷ ବ୍ଯାପି ରାଜା ଥିବା ସମୟରେ ପାରିବାରିକ ଇତିହାସଗୁଡ଼ିକୁ ଅନୁସନ୍ଧାନ କରି ବଳବାନ୍ ଓ ଦକ୍ଷ ଲୋକମାନଙ୍କୁ ଖାଜେି ବାହାର କରିବାକୁ ଆଦେଶ ଦଇେଥିଲେ। ଗିଲିଯଦର ୟା ସରେ ସହର ରେ ବାସ କରୁଥିବା ହିବ୍ରୋଣ୍ ପରିବାର ମଧିଅରେ ଏହିପରି କେତଜେଣ ଲୋକ ମିଳିଲେ।