Home Bibles ନିହିମିୟା 11:10 · ଓଡ଼ିଆ ବାଇବେଲ
ନିହିମିୟା 11:10 · ଓଡ଼ିଆ ବାଇବେଲ

ଏହି ଯାଜକମାନେ ଯେଉଁମାନେ ୟିରୁଶାଲମକୁ ୟାତ୍ରା କରିଥିଲେ। ସମାନେେ ହେଲେ, ୟୋଯାରୀବର ପୁତ୍ର ୟିଦଯିଯ, ୟାଖୀନ,

Cross references

ପ୍ରଥମ ବଂଶାବଳୀ 9:10

ୟିରୁଶାଲମ ରେ ଏହି ଯାଜକମାନେ ବାସ କରୁଥିଲେ : ୟିଦଯିଯ ଯିହାୟୋଦାରରୀବ୍, ୟାଖୀନ୍ ଏବଂ ଅସରିଯ।

ଏଜ୍ରା 2:36

ୟିଦଯିଯର ଯାଜକମାନଙ୍କର ସଂଖ୍ଯା- ଯଶୂେଯ ପରିବାରରୁ 973 ଜଣ।

ଏଜ୍ରା 8:16

ତେଣୁ ମୁଁ ଇଲୀଯଷେର, ଅରୀଯଲେ, ଶମଯିଯ ଓ ଇଲ୍ନାଥନ ଓ ୟାରିବ୍ ଇଲ୍ନାଥନ ଓ ନାଥନ, ଜିଖରୀଯ ଓ ମଶୁଲ୍ଲମ୍ ଏହି ପ୍ରଧାନ ଲୋକମାନଙ୍କୁ ମଧ୍ଯ ୟୋଯାରୀବ ଓ ଇଲ୍ନାଥନ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି।

ନିହିମିୟା 7:39

ଯାଜକଗଣ: ଯେଉଁମାନେ ୟିଦଯିଯର ଭବିଷ୍ଯତ ବଂଶଧର ଓ ଯଶୂେଯ ପରିବାରର ସଭ୍ଯ 973 ଜଣ।

ନିହିମିୟା 12:6

ଶମଯିଯ ଓ ୟୋଯାରୀବ, ୟିଦଯିଯ,

ନିହିମିୟା 12:19

ମତ୍ତନଯ, ୟୋଯାରୀବ ପରିବାରର ମୁଖ୍ଯ ଥିଲେ, ଉଷି ୟିଦଯିଯ ପରିବାରର ମୁଖ୍ଯ ଥିଲେ।

Interlinear

Choose Theme