Home Bibles ☰ Books ପ୍ରଥମ ବଂଶାବଳୀ 24:27 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 24:27 · ଓଡ଼ିଆ ବାଇବେଲ

ମରାରିଙ୍କ ପୁତ୍ର ୟାସିଯଙ୍କ ପୁତ୍ରମାନେ ଥିଲେ : ବିନୋ, ଶୋହମ୍, ସକୂର ଓ ଇବ୍ରି।

Cross references

ଯାତ୍ରା ପୁସ୍ତକ 6:19

ମରାରିର ସନ୍ତାନମାନେ ଥିଲେ, ମହଲି ଓ ମୂଶି ଏହିସବୁ ବଂଶ ଇଶ୍ରାୟେଲୀୟ ଲବେୀ ବଂଶୀଯ ଥିଲେ।

ଗଣନା ପୁସ୍ତକ 3:20

ପୁଣି ଆପଣା ବଂଶ ଅନୁସାରେ ମରାରିର ପରିବାରବର୍ଗର ନାମ ମହଲି ଓ ମୂଶି।

ପ୍ରଥମ ବଂଶାବଳୀ 6:19

ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି।

ପ୍ରଥମ ବଂଶାବଳୀ 23:21

ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି। ମହଲିଙ୍କ ପୁତ୍ରମାନେ ଥିଲେ ଇଲୀଯାସର ଓ କୀଶ୍।

Interlinear

Choose Theme