ପ୍ରଥମ ବଂଶାବଳୀ 24:28 · ଓଡ଼ିଆ ବାଇବେଲ
ମହଲିଙ୍କ ପୁତ୍ର ଥିଲେ ଇଲିଯାସର। କିନ୍ତୁ ଇଲିଯାସରଙ୍କ ପୁତ୍ର ସନ୍ତାନ ନ ଥିଲେ।
Cross references
ପ୍ରଥମ ବଂଶାବଳୀ 23:22
ଇଲୀଯାସର ଅପୁତ୍ରିକ ହାଇେ ମୃତ୍ଯୁବରଣ କଲେ। ତାଙ୍କର କବଳେ କନ୍ଯାମାନେ ଥିଲେ। ଇଲୀଯାସରଙ୍କ କନ୍ଯମାନେ ସମାନଙ୍କେର ନିଜ ଆତ୍ମୀଯମାନଙ୍କୁ ବିବାହ କଲେ। କୀଶଙ୍କର ପୁତ୍ରମାନେ ସମାନଙ୍କେର ଆତ୍ମୀଯ ଥିଲେ।