Home Bibles ☰ Books ପ୍ରଥମ ବଂଶାବଳୀ 9:25 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 9:25 · ଓଡ଼ିଆ ବାଇବେଲ

ଦ୍ବାରପାଳମାନଙ୍କର ଯେଉଁ ଆତ୍ମୀଯମାନେ େଛାଟ ସହରଗୁଡ଼ିକରେ ବାସ କରୁଥିଲେ, ସମାନଙ୍କେୁ ଆସି କେତକେ ନିର୍ଦ୍ଦିଷ୍ଟ ସମୟରେ ସାହାୟ୍ଯ କରିବାକୁ ପଡ଼ୁଥିଲା। ସମାନେେ ଆସୁଥିଲେ ଓ ପ୍ରେତ୍ୟକକ ଥର ଦ୍ବାରପାଳମାନଙ୍କୁ ସାତଦିନ ପର୍ୟ୍ଯନ୍ତ ସାହାୟ୍ଯ କରୁଥିଲେ।

Cross references

ଦିତୀୟ ରାଜାବଳୀ 11:5

ତା'ପରେ ସେ ସମାନଙ୍କେୁ ଆଜ୍ଞା ଦଇେ କହନ୍ତି, ତୁମ୍ଭମାନେେ ଏହା ନିଶ୍ଚଯ କରିବ। ତୁମ୍ଭମାନଙ୍କ ମଧ୍ଯରୁ ଏକ ତୃତୀଯାଂଶ ବିଶ୍ରାମ ଦିନ ଆରମ୍ଭ ରେ ଏହି ପ୍ରାସାଦକୁ ପ୍ରହରା ଦବୋକୁ ନିଶ୍ଚଯ ଆସିବ।

ଦିତୀୟ ରାଜାବଳୀ 11:7

ପୁଣି ବିଶ୍ରାମ ବାରର ଦୁଇ ଭାଗର ଲୋକ ଯେଉଁମାନେ କର୍ମକ୍ଷେତ୍ରକୁ ୟାଇ ସଦାପ୍ରଭୁଙ୍କ ମନ୍ଦିରର ପ୍ରହରୀ ରହିବେ ଓ ରାଜା ୟୋଯାଶ୍କୁ ରକ୍ଷା କରିବେ।

ଦିତୀୟ ବଂଶାବଳୀ 23:4

ବର୍ତ୍ତମାନ ତୁମ୍ଭମାନଙ୍କୁ ଏହା କରିବାକୁ ପଡ଼ିବ : ତୁମ୍ଭମାନଙ୍କ ମଧ୍ଯରୁ ଏକ ତୃତୀଯାଂଶ ଯାଜକ ଓ ଲବେୀୟ, ଯେଉଁମାନେ ପବିତ୍ର ବିଶ୍ରାମ ଦିନ ରେ କାର୍ୟ୍ଯ କରିବାକୁ ଯିବେ, ସମାନେେ ଦ୍ବାର ନିକଟରେ ଜଗି ରହିବେ।

ଦିତୀୟ ବଂଶାବଳୀ 23:8

ୟିହୋଯାଦା ଯାଜକ ଯେଉଁସବୁ ଆଜ୍ଞା ଦେଲେ, ତାହାକୁ ଲବେୀୟମାନେ ଓ ଯିହୁଦାର ସମସ୍ତ ଲୋକ ପାଳନ କଲେ। ଯାଜକ ୟିହୋଯାଦା, ଯାଜକ ଦଳର କୌଣସି ବ୍ଯକ୍ତିକୁ କ୍ଷମା ଦେଲେ ନାହିଁ। ତେଣୁ ପ୍ରେତ୍ୟକକ କପ୍ତାନ ଓ ତାଙ୍କର ସବୁ ଲୋକ ସମାନଙ୍କେୁ ଯାହା କୁହାଗଲା ତାହା କଲେ, ସମାନେେ ସହେି ସପ୍ତାହ ରେ କାର୍ୟ୍ଯ ରେ ଉପସ୍ଥିତ ରୁହନ୍ତୁ କି ଛୁଟି ନିଅନ୍ତୁ।

Interlinear

Choose Theme