ପ୍ରଥମ ବଂଶାବଳୀ 23:17 · ଓଡ଼ିଆ ବାଇବେଲ
ଇଲୀଯଷେରଙ୍କ ଜେଷ୍ଠ ପୁତ୍ର ଥିଲେ ରହବିଯ। ଇଲୀଯଷେରଙ୍କ ଆଉ କୌଣସି ପୁତ୍ର ସନ୍ତାନ ନ ଥିଲେ। କିନ୍ତୁ ରହବିଯଙ୍କର ଅନକେ ପୁତ୍ର ଥିଲେ।
Cross references
ପ୍ରଥମ ବଂଶାବଳୀ 24:21
ରହବିଯରୁ : ୟିଶିଯ (ୟିଶିଯ ଜେଷ୍ଠ ପୁତ୍ର ଥିଲେ)
ପ୍ରଥମ ବଂଶାବଳୀ 26:24
ନେତା ଶବୂଯଲେ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ବହୁମୂଲ୍ଯ ସାମଗ୍ରୀଗୁଡ଼ିକର ରକ୍ଷଣାବେକ୍ଷଣ ଦାଯିତ୍ବ ରେ ଥିଲେ। ଶବୂଯଲେ, ଗେର୍ଶୋନଙ୍କ ପୁତ୍ର ଥିଲେ। ଗେର୍ଶୋନ ମାଶାଙ୍କେ ପୁତ୍ର ଥିଲେ।
ପ୍ରଥମ ବଂଶାବଳୀ 26:25
ଏହି ସମସ୍ତ ଶବୂଯଲଙ୍କେର ଆତ୍ମୀଯ ଥିଲେ : ଇଲୀଯଷେର ତାଙ୍କର ଆତ୍ମୀଯ ଥିଲେ : ରହବିଯ, ଇଲୀଯଷେରଙ୍କ ପୁତ୍ର। ୟିଶାଯାହ, ରହବିଯଙ୍କ ପୁତ୍ର। ଯୋରାମ, ୟିଶାଯାଦଙ୍କ ପୁତ୍ର। ସିଖ୍ରି ୟୋରାମଙ୍କ ପୁତ୍ର। ଆଉ ଶ ଲୋମୀତ୍, ସିଖ୍ରିଙ୍କ ପୁତ୍ର।