Home Bibles ପ୍ରଥମ ବଂଶାବଳୀ 26:25 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 26:25 · ଓଡ଼ିଆ ବାଇବେଲ

ଏହି ସମସ୍ତ ଶବୂଯଲଙ୍କେର ଆତ୍ମୀଯ ଥିଲେ : ଇଲୀଯଷେର ତାଙ୍କର ଆତ୍ମୀଯ ଥିଲେ : ରହବିଯ, ଇଲୀଯଷେରଙ୍କ ପୁତ୍ର। ୟିଶାଯାହ, ରହବିଯଙ୍କ ପୁତ୍ର। ଯୋରାମ, ୟିଶାଯାଦଙ୍କ ପୁତ୍ର। ସିଖ୍ରି ୟୋରାମଙ୍କ ପୁତ୍ର। ଆଉ ଶ ଲୋମୀତ୍, ସିଖ୍ରିଙ୍କ ପୁତ୍ର।

Cross references

ଯାତ୍ରା ପୁସ୍ତକ 18:4

ଅନ୍ୟ ପୁତ୍ରଟିର ନାମ ଦଇେଥିଲେ ଇଲିଯଷେର, କାରଣ ତା'ର ଜନ୍ମ ସମୟରେ ମାଶାେ କହିଲେ, ମାରେପିତାଙ୍କର ପରମେଶ୍ବର ମାେତେ ସାହାୟ୍ଯ କଲେ ଏବଂ ଫାରୋଙ୍କର ଖଡ୍ଗରୁ ରକ୍ଷା କଲେ।

ପ୍ରଥମ ବଂଶାବଳୀ 23:15

ମାଶାଙ୍କେ ପୁତ୍ରମାନେ ଥିଲେ ଗେର୍ଶୋନ ଓ ଇଲୀଯଷେର।

ପ୍ରଥମ ବଂଶାବଳୀ 23:17

ଇଲୀଯଷେରଙ୍କ ଜେଷ୍ଠ ପୁତ୍ର ଥିଲେ ରହବିଯ। ଇଲୀଯଷେରଙ୍କ ଆଉ କୌଣସି ପୁତ୍ର ସନ୍ତାନ ନ ଥିଲେ। କିନ୍ତୁ ରହବିଯଙ୍କର ଅନକେ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 24:21

ରହବିଯରୁ : ୟିଶିଯ (ୟିଶିଯ ଜେଷ୍ଠ ପୁତ୍ର ଥିଲେ)

Interlinear

Choose Theme