Cross references
ପ୍ରଥମ ବଂଶାବଳୀ 24:20
ଲବେୀଙ୍କ ଅବଶିଷ୍ଟ ବଂଶଧରଙ୍କ ନାମ ଏହା ଥିଲା : ଅମ୍ରାମଙ୍କ ବଂଶଧରମାନଙ୍କ ମଧ୍ଯରୁ : ଶୂଯଲେ ଶବୂଯଲଙ୍କେ ବଂଶଧରମାନଙ୍କ ମଧ୍ଯରୁ : ଯହଦେିଯ
ପ୍ରଥମ ବଂଶାବଳୀ 25:20
ତ୍ରଯୋଦଶ ରେ, ଶବୂଯଲଙ୍କେ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ
ପ୍ରଥମ ବଂଶାବଳୀ 26:24
ନେତା ଶବୂଯଲେ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ବହୁମୂଲ୍ଯ ସାମଗ୍ରୀଗୁଡ଼ିକର ରକ୍ଷଣାବେକ୍ଷଣ ଦାଯିତ୍ବ ରେ ଥିଲେ। ଶବୂଯଲେ, ଗେର୍ଶୋନଙ୍କ ପୁତ୍ର ଥିଲେ। ଗେର୍ଶୋନ ମାଶାଙ୍କେ ପୁତ୍ର ଥିଲେ।