Home Bibles ପ୍ରଥମ ବଂଶାବଳୀ 21:21 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 21:21 · ଓଡ଼ିଆ ବାଇବେଲ

ଦାଉଦ ଅରଣନ୍ଙ୍କ ନିକଟକୁ ଗଲେ। ଅରଣନ୍ ତାଙ୍କୁ ଦେଖି ଶସ୍ଯଦଳିବା ସ୍ଥାନରୁ ଉଠି ଆସି ଦାଉଦଙ୍କ ନିକଟକୁ ଗଲେ ଓ ଭୂମି ଆଡ଼କୁ ମୁହଁ କରି ମଥାନତ କଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 13:20

ମ ନୋହ ଏବଂ ତାଙ୍କର ସ୍ତ୍ରୀ କ'ଣ ସବୁ ଘଟକ୍ସ୍ଟଛି ତାହା ଦେଖକ୍ସ୍ଟଥାନ୍ତି। ଯେତବେେଳେ ଅଗ୍ନିଶିଖା ୟଜ୍ଞବଦେୀରକ୍ସ୍ଟ ଆକାଶକକ୍ସ୍ଟ ଉଠିଲା, ସେତବେେଳେ ସଦାପ୍ରଭୁଙ୍କ ଦୂତ ଅଗ୍ନି ସହିତ ସ୍ବର୍ଗକକ୍ସ୍ଟ ଗ୍ଭଲିଗଲେ।

ପ୍ରଥମ ଶାମୁୟେଲ 25:23

ଠିକ୍ ସହେି ସମୟରେ ଅବୀଗଲ୍ ପହଞ୍ଚିଗଲା, ଯେତବେେଳେ ଅବୀଗଲ ଦାଉଦଙ୍କକ୍ସ୍ଟ ଦେଖିଲା, ସେ ସଙ୍ଗେ ସଙ୍ଗେ ଗଧ ପିଠିରକ୍ସ୍ଟ ଓହ୍ଲାଇ ପଡି ନତମସ୍ତକ ହାଇେ ଦାଉଦ ସମ୍ମକ୍ସ୍ଟଖ ରେ ସମ୍ମାନ ଜଣାଇଲା।

ଦିତୀୟ ଶାମୁୟେଲ 24:18

ସହେିଦିନ ଗାଦ ଦାଉଦଙ୍କ ନିକଟକକ୍ସ୍ଟ ୟାଇ ତାହାଙ୍କକ୍ସ୍ଟ କହିଲା, ୟାଅ, ୟିବୂଷୀଯ ଅରୌଣାର ଶସ୍ଯ ମର୍ଦ୍ଦନ ସ୍ଥାନ ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ସ୍ଥାପନ କର।

Interlinear

Choose Theme