ପ୍ରଥମ ବଂଶାବଳୀ 21:20 · ଓଡ଼ିଆ ବାଇବେଲ
ଅରଣନ୍ ଗହମ ଦଳୁଥିଲେ। ଅରଣନ୍ ବୁଲି ପଡ଼ିଲେ ଓ ସ୍ବର୍ଗଦୂତଙ୍କୁ ଦେଖିଲେ। ଅରଣନ୍ଙ୍କ ଚାରି ପୁତ୍ର ଲୁଚିବା ନିମନ୍ତେ ଦୌଡ଼ିଗଲେ।
Cross references
ବିଚାରକର୍ତାମାନଙ୍କ ବିବରଣ 6:11
ଏହାପରେ ସଦାପ୍ରଭୁଙ୍କର ଦୂତ ଆସି ଅବୀଯେଷ୍ରୀଯ ଯୋୟାସର ଅଧିକାର ସ୍ଥିତି ଅଫ୍ରା ରେ ଅଲୋନ୍ ବୃକ୍ଷ ମୂଳ ରେ ବସିଲେ। ସହେି ସମୟରେ ତା'ର ପକ୍ସ୍ଟତ୍ର ଗିଦ୍ଦଯୋନ ଦ୍ରାକ୍ଷାକକ୍ସ୍ଟଣ୍ତ ରେ ଗହମ ଝାଡକ୍ସ୍ଟଥିଲେ। ସେ ଏଥିପାଇଁ ଲକ୍ସ୍ଟଚକ୍ସ୍ଟଥିଲେ ଯେ, ମିଦିଯନୀଯମାନେ ଯେପରି ଗହମ ନ ଦବେେ।