Home Bibles ପ୍ରଥମ ବଂଶାବଳୀ 21:22 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 21:22 · ଓଡ଼ିଆ ବାଇବେଲ

ଦାଉଦ ଅରଣନ୍ଙ୍କୁ କହିଲେ, ତୁମ୍ଭର ଶସ୍ଯଦଳିବା ସ୍ଥାନକୁ ମାେତେ ବିକ୍ରୀ କର। ମୁଁ ତୁମ୍ଭକୁ ତାହାର ସମ୍ପୂର୍ଣ୍ଣ ମୂଲ୍ଯ ଦବେି। ତବେେ ମୁଁ ସଦାପ୍ରଭୁଙ୍କ ନିମନ୍ତେ ଏକ ୟଜ୍ଞବଦେୀ ନିର୍ମାଣ କରିବି। ଆଉ ତା'ପରେ ଏହି ମହାମାରୀ ଦୂର ହବେ।

Cross references

ଆଦି ପୁସ୍ତକ 23:9

ସେ ହୁଏତ ମକ୍ପଲୋର ଗୁମ୍ଫା ଉଚିତ ମୂଲ୍ଯ ରେ ମାେତେ ବିକି ଦବେେ, ଯାହା ତାଙ୍କର ଅଛି, ତାଙ୍କର କ୍ଷତରେ ଶଷେ ଭାଗ ରେ ଯାହା ଅଛି। ମୁଁ ଚା ହେଁ ତୁମ୍ଭମାନେେ ସମସ୍ତେ ଏହି ଦିଆନିଆର ସାକ୍ଷୀ ହିଅ। ମୁଁ ଏହାକୁ କବର ସ୍ଥାନ ରୂପେ ବ୍ଯବହାର କରିବା ପାଇଁ କ୍ରଯ କରୁଛି।

ଗଣନା ପୁସ୍ତକ 16:48

ହାରୋଣ ମୃତ ଓ ଜୀବିତ ଲୋକମାନଙ୍କ ମଧିଅରେ ଠିଆ ହେଲେ। ତା'ପରେ ମହାମାରୀ ନିବୃତ୍ତ ହେଲା।

ଗଣନା ପୁସ୍ତକ 25:8

ତା'ପରେ ସେ ତମ୍ବୁ ଭିତ ରେ ପ୍ରବେଶ କଲା ଏବଂ ସେ ଉଭୟ ପୁରୁଷ ଓ ସ୍ତ୍ରୀର ପଟେକୁ ବର୍ଚ୍ଛା ରେ ବିଦିର୍ଣ୍ଣ କଲା, ଫଳ ରେ ଇଶ୍ରାୟେଲ ମଧିଅରେ ମହାମାରୀ ବନ୍ଦ ହାଇେ ଗଲା।

ଦିତୀୟ ଶାମୁୟେଲ 24:21

ପକ୍ସ୍ଟଣି ଅରୌଣା ପଗ୍ଭରିଲା, ମାେ ପ୍ରଭକ୍ସ୍ଟ ମହାରାଜ ଆପଣା ଦାସ ନିକଟକକ୍ସ୍ଟ କି କାରଣ ରେ ଆସିଲେ? ସଦାପ୍ରଭୁଙ୍କ ପାଇଁ ବଦେୀ ତିଆରି କରିବାକୁ ମୁ ତୁମ୍ଭର ଖଳାର ଭୂମି କିଣିବାକକ୍ସ୍ଟ ଆସିଛି। ତା'ପରେ ମହାମାରୀ ବନ୍ଦ ହବେ।

ପ୍ରଥମ ରାଜାବଳୀ 21:2

ଦିନେ ନାବୋତକୁ ରାଜା ଆହାବ୍ ଡାକି କହିଲେ, ମାେତେ ତୁମ୍ଭର ଏହି ଦ୍ରାକ୍ଷାକ୍ଷେତ୍ରଟି ଦିଅ, ମୁଁ ସେଥି ରେ ପନିପରିବା କରିବି। କାରଣ ଏହା ମାେ ପ୍ରାସାଦ ନିକଟରେ ଅଛି। ଏହି କ୍ଷେତ୍ର ବଦଳ ରେ ମୁଁ ତୁମ୍ଭକୁ ଏକ ଭଲ ଦ୍ରାକ୍ଷାକ୍ଷେତ୍ର ଦବେି। ନଚେତ୍ ତୁମ୍ଭେ ଯଦି ଇଚ୍ଛା କରିବ, ତବେେ ମୁଁ ଏହାର ମୂଲ୍ଯ ରେ ୗପ୍ୟ-ମୁଦ୍ରା ଆକାର ରେ ଦବେି।

Interlinear

Choose Theme