Home Bibles ପ୍ରଥମ ବଂଶାବଳୀ 21:19 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 21:19 · ଓଡ଼ିଆ ବାଇବେଲ

ଗାଦ ଏହିସବୁ ବିଷଯ ଦାଉଦଙ୍କୁ କହିଲେ ଓ ଦାଉଦ ଅରଣନର ଶସ୍ଯଦଳିବା ସ୍ଥାନକୁ ଗଲେ।

Cross references

ଦିତୀୟ ରାଜାବଳୀ 5:10

ଇଲୀଶାୟ ଏକ ଦୂତ ନାମାନ୍ ନିକଟକୁ ପଠାଇ କହିଲେ, ୟାଅ, ୟର୍ଦ୍ଦନ ନଦୀ ରେ ସାତଥର ସ୍ନାନ କର। ତାହାହେଲେ ତୁମ୍ଭର ନୂତନ ମାଂସ ହବେ ଓ ତୁମ୍ଭେ ଶୁଚି ହବେ।

ଯୋହନଲିଖିତ ସୁସମାଚାର 2:5

ଯୀଶୁଙ୍କର ମାଆ ସବେକମାନଙ୍କୁ କହିଲେ, ଯୀଶୁ ଯେପରି କହନ୍ତି, ତୁମ୍ଭମାନେେ ସପରେି କର।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:6

ଏବେ ଉଠ ଓ ନଗରକୁ ଯାଅ। ସଠାେରେ ତୁମ୍ଭକୁ କ'ଣ କରିବାକୁ ହବେ, ତାହା ତୁମ୍ଭକୁ ଜଣେ କହିବେ।

Interlinear

Choose Theme