Home Bibles ପ୍ରଥମ ବଂଶାବଳୀ 17:21 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 17:21 · ଓଡ଼ିଆ ବାଇବେଲ

ଇଶ୍ରାୟେଲ ପରି ଆଉ କୌଣସି ଦେଶ ଅଛି କି ? ନା ! ଇଶ୍ରାୟେଲ ହିଁ ପୃଥିବୀର ଏକମାତ୍ର ଦେଶ ଅଟେ। ଯାହା ନିମନ୍ତେ ତୁମ୍ଭେ ଏପ୍ରକାର ଆଶ୍ଚର୍ୟ୍ଯ କର୍ମମାନ କରିଅଛ। ତୁମ୍ଭେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲ ଓ ତୁମ୍ଭେ ଆମ୍ଭମାନଙ୍କୁ ମୁକ୍ତ କଲ। ତୁମ୍ଭେ ଆପଣାକୁ ମହାନ୍ କରିଅଛ। ତୁମ୍ଭେ ତୁମ୍ଭର ଲୋକମାନଙ୍କ ଅଗ୍ରତ ରେ ଗମନ କଲ ଓ ଆମ୍ଭମାନଙ୍କ ନିମନ୍ତେ ଅନ୍ୟ ଦେଶୀଯମାନଙ୍କୁ ସମାନଙ୍କେ ଦେଶରୁ ତଡ଼ି ଦଲେ।

Cross references

ଯାତ୍ରା ପୁସ୍ତକ 3:7

ଏହାପରେ ସଦାପ୍ରଭୁ କହିଲେ, ଆମ୍ଭେ ମିଶର ରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଛୁ ଏବଂ ମିଶରୀଯବାସୀ ସମାନଙ୍କେୁ ୟନ୍ତ୍ରଣା ଦବୋ ସମୟରେ ଆମ୍ଭେ ସମାନଙ୍କେର କ୍ରନ୍ଦନ ଶୁଣିଛୁ। ଆମ୍ଭେ ସମାନଙ୍କେର ୟନ୍ତ୍ରଣା ସବୁ ଜାଣିଛୁ।

ଯାତ୍ରା ପୁସ୍ତକ 19:4

ତୁମ୍ଭମାନେେ ଦେଖିଛ ମୁଁ ମିଶର ବାସୀମାନଙ୍କର ଯାହା କରିଛି। ତୁମ୍ଭମାନେେ ଦେଖିଛ ମୁଁ ତୁମ୍ଭକୁ କିପରି ମିଶରରୁ ବାଜପକ୍ଷୀ ସଦୃଶ ଉଠାଇ ମାେ ପାଖକୁ ଆଣିଲି।

ଦିତୀୟ ବିବରଣ 4:7

ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କ ସ୍ମରଣ ରେ ଯେପରି ସର୍ବଦା ଆମ୍ଭମାନଙ୍କର ନିକଟବର୍ତ୍ତୀ ହକ୍ସ୍ଟଅନ୍ତି। ଅନ୍ୟ ଓ କୌଣସି ଗୋଷ୍ଠୀଯମାନଙ୍କ ପ୍ରତି ଏପରି ପ୍ରଦର୍ଶନ କରନ୍ତି ନାହିଁ।

ଦିତୀୟ ବିବରଣ 4:32

ଏହା ପୂର୍ବରକ୍ସ୍ଟ ଏପରି ମହାନ କାର୍ୟ୍ଯ କବେେ ଦେଖିଛ କି? କଦାପି ନକ୍ସ୍ଟ ହେଁ କାରଣ ଅତୀତକକ୍ସ୍ଟ ଦେଖ। ତୁମ୍ଭମାନଙ୍କର ଜନ୍ମ ପୂର୍ବରକ୍ସ୍ଟ ଦେଖ। ପରମେଶ୍ବର ମନକ୍ସ୍ଟଷ୍ଯକକ୍ସ୍ଟ ପୃଥିବୀ ରେ ସୃଷ୍ଟି କରିବା ଦିନଠାରକ୍ସ୍ଟ ପୃଥିବୀର ଚାରିଆଡେ ଏପରି ମହାନ କାର୍ୟ୍ଯ କହେି କରିଛି। ଏପରି ମହାକାର୍ୟ୍ଯ ଘଟିବାର ଆଉ କହେି ଶକ୍ସ୍ଟଣିଛ କି? ନାଁ!

ଦିତୀୟ ବିବରଣ 7:1

ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ ସହେି ଦେଶ ରେ ଯେତବେେଳେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ପ୍ରବେଶ କରାଇବେ ଓ ତକ୍ସ୍ଟମ୍ଭ ସାକ୍ଷାତରକ୍ସ୍ଟ ନାନା ଗୋଷ୍ଠୀଯ ଲୋକମାନଙ୍କୁ ହିତ୍ତୀଯ ଓ ଗିର୍ଗାଶୀଯ ଓ ଇ ମାରେୀଯ ଓ କିଣାନୀଯ ଓ ପରିଷୀଯ ଓ ହିଦ୍ଦୀଯ ଓ ୟିବକ୍ସ୍ଟଷୀଯ ତକ୍ସ୍ଟମ୍ଭଠାରକ୍ସ୍ଟ ମହାନ୍ ଓ ବଳବାନ୍ ଏହି ସାତ ଗୋଷ୍ଠୀଙ୍କକ୍ସ୍ଟ ଦୂର କରିବେ।

ଦିତୀୟ ବିବରଣ 15:15

ମନରେଖ, ଯେ ତୁମ୍ଭମାନେେ ମିଶର ଦେଶ ରେ ସଐୂର୍ଣ୍ଣ ଭାବରେ ଦାସରୂପେ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ମକ୍ସ୍ଟକ୍ତ କଲେ। ଏଥିପାଇଁ ମୁ ତୁମ୍ଭକୁ ଏହି ଆଜ୍ଞା ଦେଉଅଛି।

ଦିତୀୟ ବିବରଣ 33:26

ହେ ୟିଶକ୍ସ୍ଟରକ୍ସ୍ଟଣ, ପରମେଶ୍ବରଙ୍କ ପରି ଆଉ କହେି ନାହିଁ। ସେ ତୁମ୍ଭକୁ ସାହାୟ୍ଯ କରିବା ପାଇଁ ଆକାଶ ରେ ଭ୍ରମଣ କରନ୍ତି। ତାଙ୍କର ମହିମା ବାଦଲ ଉପରେ ଆରୋହଣ କରେ।

ଯିହୋଶୂୟ 10:42

ଯିହାଶୂେୟ ଏହି ସମସ୍ତ ଦେଶ ଓ ରାଜାଗଣଙ୍କକ୍ସ୍ଟ ଏକାବଳେକେ ହସ୍ତଗତ କଲେ। କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଇଶ୍ରାୟେଲ ପକ୍ଷ ରେ ୟକ୍ସ୍ଟଦ୍ଧ କଲେ।

ଯିହୋଶୂୟ 21:43

ଏହିପରି ଭାବରେ ସଦାପ୍ରଭୁ ଯେଉଁ ପ୍ରତିଜ୍ଞା କରିଥିଲେ ଇଶ୍ରାୟେଲୀୟବାସୀଙ୍କ ସମ୍ମକ୍ସ୍ଟଖ ରେ ତାକକ୍ସ୍ଟ ପକ୍ସ୍ଟରଣ କଲେ। ସେ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିବା ଜାଗା ସମାନଙ୍କେୁ ଦେଲେ। ଲୋକମାନେ ସେ ଜମିକକ୍ସ୍ଟ ନିଜ ଅଧିକାରକକ୍ସ୍ଟ ନେଲେ ଓ ସଠାେରେ ବାସ କଲେ।

ଯିହୋଶୂୟ 24:11

ଏହାପରେ ତୁମ୍ଭମାନେେ ୟର୍ଦ୍ଦନ ପାର ହାଇେ ଯିରୀହାକେକ୍ସ୍ଟ ଗଲ। ଯିରୀହାେ ନଗରର ଲୋକମାନେ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ଏବଂ ତୁମ୍ଭମାନେେ ମଧ୍ଯ ଇ ମାରେୀଯ, ପରିଷୀଯ, କିଣାନୀଯ, ହିତ୍ତୀଯ, ଗିର୍ଗାଶୀଯ, ହିଦ୍ଦୀଯ ଓ ୟିବୂଷୀଯମାନେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଏବଂ ଆମ୍ଭେ ସମାନଙ୍କେୁ ତୁମ୍ଭମାନଙ୍କ ହାତ ରେ ସମର୍ପଣ କଲକ୍ସ୍ଟ।

ନିହିମିୟା 9:10

ତୁମ୍ଭେ ଫାରୋ ଓ ତାହାର ସମସ୍ତ ଦାସ ଓ ତା'ର ଦେଶସ୍ଥ ସମୁଦାଯ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ୟ୍ଯ କର୍ମମାନ ଦଖାଇେଲେ। କାରଣ ମିଶରୀଯମାନେ ସମାନଙ୍କେ ବିରୁଦ୍ଧ ରେ ରୁକ୍ଷ ବ୍ଯବହାର କଲେ। ଏଣୁ ତୁମ୍ଭେ ଆଜିର ନ୍ଯାଯ ଆପଣା ନାମ ପ୍ରସିଦ୍ଧ କରିଅଛ।

ଗୀତସଂହିତା 44:2

ହେ ପରମେଶ୍ବର, ତୁମ୍ଭର ଅସୀମ ଶକ୍ତି ବଳରେ ଏହି ରାଜ୍ଯକୁ ସମାନଙ୍କେଠାରୁ ଛଡ଼ାଇ ନଇେ ତାହା ଆମ୍ଭମାନଙ୍କୁ ଦଇେଅଛ। ତୁମ୍ଭେ ସହେି ବିଦେଶୀ ଲୋକମାନଙ୍କୁ ନିଶ୍ଚିହ୍ନ କରିଛ। ତୁମ୍ଭେ ସମାନଙ୍କେୁ ବିଦେଶ ଭୂମି ଛାଡ଼ିବାକୁ ବାଧ୍ଯ କରିଛ।

ଗୀତସଂହିତା 65:5

ହେ ପରମେଶ୍ବର, ଆମ୍ଭମାନଙ୍କର ରକ୍ଷାକର୍ତ୍ତା, ତୁମ୍ଭେ ଆଶ୍ଚର୍ୟ୍ଯ କାର୍ୟ୍ଯ ମାଧ୍ଯମରେ ଉତ୍ତର ଦିଅ ଓ ୟାହା ୟଥାର୍ଥ ତାହା କର। ସମଗ୍ର ବିଶ୍ବର ଲୋକମାନେ ବିଶ୍ବାସ ତୁମ୍ଭଠାରେ ରଖନ୍ତି।

ଗୀତସଂହିତା 66:3

ପରମେଶ୍ବରଙ୍କୁ କୁହ, ତୁମ୍ଭର କାର୍ୟ୍ଯ ଆଶ୍ଚର୍ୟ୍ଯଜନକ ଅଟେ। ପରମେଶ୍ବର ତୁମ୍ଭର ଶକ୍ତି ମହାନ୍ ! ତୁମ୍ଭର ଶତ୍ରୁମାନେ ତୁମ୍ଭ ସମ୍ମୁଖରେ ନତମସ୍ତକ ହୁଅନ୍ତି। ସମାନେେ ତୁମ୍ଭକୁ ଭୟ କରନ୍ତି!

ଗୀତସଂହିତା 77:15

ତୁମ୍ଭର ଶକ୍ତିଦ୍ବାରା ତୁମ୍ଭ ଲୋକମାନଙ୍କୁ ରକ୍ଷା କରିଅଛ। ୟାକୁବ ଓ ୟୋଷଫରେ ସନ୍ତାନଗଣକୁ ରକ୍ଷା କରିଅଛ।

ଗୀତସଂହିତା 107:2

ପ୍ରେତ୍ୟକକ ବ୍ଯକ୍ତି ଯେଉଁମାନଙ୍କୁ ସଦାପ୍ରଭୁ ରକ୍ଷା କରିଛନ୍ତି, କହିବା ଉଚିତ୍। ସଦାପ୍ରଭୁ ସମାନଙ୍କେର ଶତ୍ରୁମାନଙ୍କଠାରୁ ସମାନଙ୍କେୁ ରକ୍ଷା କରିଛନ୍ତି।

ଗୀତସଂହିତା 111:9

ପରମେଶ୍ବର ତାଙ୍କର ଲୋକମାନଙ୍କୁ ରକ୍ଷା କଲେ। ସେ ଗୋଟିଏ ଚୁକ୍ତି କଲେ ଏବଂ ଏହା ଅନନ୍ତକାଳସ୍ଥାଯୀ ହାଇେ ରହିଲା। ତାଙ୍କର ନାମ ପବିତ୍ର ଏବଂ ଭୟଙ୍କର।

ଗୀତସଂହିତା 114:3

ସୁଫ ସମୁଦ୍ର ତାହା ଦେଖି ଘୁଞ୍ଚି ଗଲା। ୟର୍ଦ୍ଦନ ନଦୀ ଉଜାଣି ବହିଲା।

ଗୀତସଂହିତା 147:20

ପରମେଶ୍ବର କୌଣସି ଦେଶ ପାଇଁ କବେେ ଏହିପରି କରି ନାହାଁନ୍ତି। ସେ ତାଙ୍କର ନିଯମସବୁ ଅନ୍ୟ ଲୋକମାନଙ୍କୁ ଶିଖାଇ ନାହାଁନ୍ତି। ସଦାପ୍ରଭୁଙ୍କର ପ୍ରଶଂସା କର।

ଯିଶାଇୟ 48:9

ମାତ୍ର ଆମ୍ଭେ ନିଜର ପ୍ରଶଂସା ପାଇଁ କୋର୍ଧ ସମ୍ବରଣ କରିବା। ଏଥିପାଇଁ ତୁମ୍ଭକୁ ଉଚ୍ଛନ୍ନ କରିବା ନାହିଁ। ତୁମ୍ଭେ ଆମ୍ଭର କ୍ଷାନ୍ତ ଯୋଗୁଁ ପ୍ରଶଂସା କରିବ।

ଯିଶାଇୟ 63:9

ସେ ସମାନଙ୍କେର ସବୁ ଦୁଃଖ ରେ ଦୁଃଖିତ ହେଲେ। ତାହାଙ୍କର ଉପସ୍ଥିତି ସ୍ବରୂପ ଦୂତ ସମାନଙ୍କେୁ ପରିତ୍ରାଣ କଲେ। ସେ ସମାନଙ୍କେୁ ନିଜ ପ୍ ରମେ ଓ ଦୟାରୁ ମୁକ୍ତ କଲେ ଏବଂ ସମାନେେ ଅତି ପୁରୁଣା ସମୟ ଦଇେ ବହନ କଲେ।

ଯିଶାଇୟ 63:12

ଯେ ନିଜର ଅଦ୍ଭୁତ ଶକ୍ତି ବଳ ରେ ନିଜର ଦକ୍ଷିଣ ହସ୍ତ ସାହାୟ୍ଯ ରେ ମାଶାଙ୍କେୁ ପରିଚାଳିତ କଲେ ଓ ନିଜ ପାଇଁ ଅନନ୍ତକାଳସ୍ଥାଯୀ ନାମ ସ୍ଥାପନ ଉଦ୍ଦେଶ୍ଯ ରେ ସମାନଙ୍କେ ସମ୍ମୁଖ ରେ ଜଳକୁ ଦୁଇଭାଗ କଲେ, ସେ କାହାଁନ୍ତି ?

ଯିଶାଇୟ 64:3

ଯେତବେେଳେ ତୁମ୍ଭେ ଆଶ୍ଚର୍ୟ୍ଯ କାର୍ୟ୍ଯମାନ କଲ, ଆମ୍ଭେ ଆଶାକରି ନ ଥିଲୁ। ତାପ ରେ ତୁମ୍ଭେ ଓହ୍ଲାଇ ଆସିଲ ଓ ପର୍ବତ ତୁମ୍ଭ ଆଗ ରେ କମ୍ପନ କରିବାକୁ ଆରମ୍ଭ କରିବ।

ଯିହିଜିକଲ 20:9

କିନ୍ତୁ ମୁଁ ସମାନଙ୍କେୁ ଧ୍ବଂସ କଲି ନାହିଁ। କାରଣ ସମାନଙ୍କେ ସହିତ ଥିବା ଲୋକମାନଙ୍କ ମଧିଅରେ ମାରେ ନାମକୁ କଳୁଷିତ କରିବା ପାଇଁ ମାେତେ ଭଲ ଲାଗିଲା ନାହିଁ, କାରଣ ଯେତବେେଳେ ସମସ୍ତ ଦେଶଗଣ ଦେଖୁଥିଲେ, ସମାନଙ୍କେୁ ମିଶରରୁ ବାହାର କରି ଆଣିବା ଦ୍ବାରା ମୁଁ ଇଶ୍ରାୟେଲୀୟମାନଙ୍କଠା ରେ ପରିଚିତ ହଲିେ।

ତୀତସଙ୍କ ପ୍ରତି ପତ୍ର 2:14

ନିଜ ଜୀବନକୁ ସତ୍ କର୍ମ ରେ ଲଗାଇବା ପାଇଁ ଲୋକମାନେ ଶିଖିବା ଆବଶ୍ଯକ। ଯେଉଁମାନଙ୍କର ପ୍ରକୃତ ରେ ଦରକାର, ସମାନଙ୍କେର ମଙ୍ଗଳ କର। ତା' ହେଲେ ଆମ୍ଭ ଲୋକେ ବିଫଳ ଜୀବନଯାପନ କରିବେ ନାହିଁ।

Interlinear

Choose Theme